ପଦ୍ମଶ୍ରୀ ପୁରସ୍କୃତ କମଳା ପୂଜାରୀଙ୍କ ଦେହାନ୍ତ

0 44

ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ କୃଷିବିତ୍ କମଳା ପୂଜାରୀଙ୍କ ଦେହାନ୍ତ ଖବର ଶୁଣି ସାରା ଓଡିଶା ବାସି ଦୁଃଖିତ ଓ ମର୍ମାହତ । ଧାନ ସଂରକ୍ଷଣ ଓ ଜୈବିକ ଚାଷ କ୍ଷେତ୍ରରେ ତାଙ୍କ ଅବଦାନ ଓଡ଼ିଶାକୁ ଗର୍ବିତ କରିଛି । ଏହି ଶୋକାକୁଳ ସମୟରେ ପ୍ରଭୁ ଜଗନ୍ନାଥ ତାଙ୍କ ପରିବାରବର୍ଗଙ୍କୁ ସାହସ ପ୍ରଦାନ କରନ୍ତୁ ଏତିକି ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା। ଅଶ୍ରୁଳ ଭକ୍ତିପୂତ ଶ୍ରଦ୍ଧାଞଳୀ I

hiranchal ad1
Leave A Reply

Your email address will not be published.

two + five =