ପାରଳାରେ କାଞ୍ଚି କାମାକ୍ଷୀ ପୂଜା

0 62

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମାଟିଆ ସାହି ଛକ ନିକଟରେ କାଞ୍ଚି କାମାକ୍ଷୀ ପୂଜା ଅନୁଷ୍ଠିତ ହୋଇଛି । ଏହା ପ୍ରତି ବର୍ଷ କରାଯାଏ । ଏହି ପୂଜା ଦଶହରା ଦିନ ଆରମ୍ଭ ହୋଇ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ହୋଇ ଥାଏ । ସାତଦିନ ଚଣ୍ଡୀ ପାଠ କରାଯାଏ । କାଞ୍ଚି କାମାକ୍ଷୀ ଦେବୀ ସୁନାରୀମାନଙ୍କର ଘରୋଇ ଇଷ୍ଟ ଦେବୀ ଅଟନ୍ତି । ଏହି ପୂଜା ସୁଦୂର ତାମିଲନାଡୁରୁ ଆରମ୍ଭ ହୋଇଥିବାର ଜଣା ପଡ଼ିଛି । ସନ୍ଧ୍ୟା ହେଲେ କାଞ୍ଚି କାମାକ୍ଷୀ ଦେବୀଙ୍କ ଦର୍ଶନ ସକାଶେ ଭକ୍ତଙ୍କ ସୁଅ ଛୁଟୁଛି । ଏହି ପୂଜା କୋଭିଡ ଗାଇଡ଼ଲାଇନ ଅନୁଯାୟୀ ଅନୁଷ୍ଠିତ ହୋଇଛି ।

hiranchal ad1
Leave A Reply

Your email address will not be published.

eight + 14 =