ଏବିଭିପି ରାଜ୍ୟ କାର୍ଯ୍ୟକାରିଣୀରେ କନ୍ଧମାଳର ୩ ମନୋନୀତ

0 94

ଫୁଲବାଣୀ,୧୦/୨:- ଏବିଭିପିର ୪୬ ତମ ରାଜ୍ୟ ଅଧିବେଶନ ଭୁବନେଶ୍ୱରର ବିବେକାନନ୍ଦ କେନ୍ଦ୍ର ଠାରେ ଅନୁଷ୍ଠିିତ ହେଇଯାଇଛି । ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାର ଜିଲ୍ଲା ପ୍ରମୁଖ ଶିବାଶିଷ ପଣ୍ଡା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଏବଂ କନ୍ଧମାଳର ଛାତ୍ରୀ ନେତ୍ରୀ ଅହଲ୍ୟା ମାଝୀ, ସଞ୍ଜନା କହଁର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରୂପେ ମନୋନୀତ ହୋଇଛନ୍ତି । ଜିଲ୍ଲାର ଏହି କାର୍ଯ୍ୟକର୍ତ୍ତାଙ୍କୁ ଏ ବି ଭି ପି କନ୍ଧମାଳ ଜିଲ୍ଲା ତରଫରୁ ଅଭିନନ୍ଦନ ଜଣାଯାଇଛି । ଏମାନଙ୍କ ଦାୟିତ୍ୱ ଗ୍ରହଣ ପରେ ଏବିଭିପି ଅଧିକ ମଜଭୁତ ହେବ ବୋଲି କୁହାଯାଇଛି ।

hiranchal ad1
Leave A Reply

Your email address will not be published.

6 − 4 =