ରଥଯାତ୍ରା ୨୦୨୫ ଦ୍ବିତୀୟ ସମନ୍ଵୟ ବୈଠକ

0 190

ପୁରୀ- ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଙ୍କ ଅଧ୍ୟକ୍ଷତା ରେ ପୁରୀ ଟାଉନ୍ ହଲ୍ ରେ ରଥଯାତ୍ରା ଦ୍ବିତୀୟ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକ ରେ ବିଭିନ୍ନ ବିଭାଗର ମନ୍ତ୍ରୀ, ସଚିବ, ଜନ ପ୍ରତିନିଧି, ବୁଦ୍ଧିଜିବୀ, ଶ୍ରୀମନ୍ଦିର ସେବୟତ ଅଂଶ ଗ୍ରହଣ କରିଛନ୍ତି। ବୈଠକ ରେ ରଥ ନିର୍ମାଣ, ରଥ କାଠ ଯୋଗାଣ, ରଥକନା ଓ ଦଉଡ଼ି, ନୀତି ସମ୍ପାଦନା, ରଥ ଟଣା, ସ୍ବାସ୍ଥ୍ୟ ସେବା, ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍, ସ୍ୱରେଜ୍, ସଡ଼କ ପରିବହନ, ରେଳ ପଥ ପରିବହନ, ରାସ୍ତା ଘାଟ ମରାମତି, ଟେଲିଫୋନ ବ୍ୟବସ୍ଥା, ଶାନ୍ତି ଶୃଙ୍ଖଳା ରକ୍ଷା, ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ, ସାଂସ୍କୃତିକ କାର୍ଯ୍ୟକ୍ରମ ବିଷୟ ରେ ଆଲୋଚନା ହୋଇଛି। ସେହିପରି ଚଳିତବର୍ଷ କୋରୋନା ସଂକ୍ରମଣ କୁ ନେଇ ଆଶଙ୍କା ଥିବା ବେଳେ କିଭଳି ସୁରକ୍ଷିତ ରଥ ଯାତ୍ରା ଆୟୋଜନ ହେବ ସେ ନେଇ ମଧ୍ୟ ଆଲୋଚୋନା ହୋଇପାରେ।

hiranchal ad1
Leave A Reply

Your email address will not be published.

3 × 4 =