ସବ୍‌-ଜେଲ୍‌ର ପାଚେରୀ ଡେଇଁ ଦୁଷ୍କର୍ମ ଅଭିଯୁକ୍ତ ଫେରାର

0 131

ସୋର : ସବ୍‌-ଜେଲ୍‌ରୁ କଏଦୀ ଚମ୍ପଟ । ସୋର ସବ୍‌-ଜେଲ୍‌ର ପାଚେରୀ ଡେଇଁ ଦୁଷ୍କର୍ମ ଅଭିଯୁକ୍ତ ଫେରାର । ଅଭିଯୁକ୍ତକୁ ଧରିବା ପାଇଁ ପୋଲିସର ତନାଘନା ।

hiring

ଖବର ଅନୁଯାୟୀ, ମୟୁରଭଞ୍ଜ ଠାକୁରମୁଣ୍ଡା ଅଞ୍ଚଳର ଅଭିଯୁକ୍ତ ସୁଦାମ ଦୁଷ୍କର୍ମ ମାମଲାରେ ସୋର ସବ୍‌-ଜେଲ୍‌ରେ ଥିଲେ । ହେଲେ ଗୁରୁବାର ଦିନ ହଠାତ୍ ଜେଲ୍‌ର ପାଚେରୀ ଡେଇଁ ଚମ୍ପଟ ମାରିଛନ୍ତି । ଯାହାପରେ ଜେଲ୍‌ କର୍ମଚାରୀ ଓ ପୋଲିସ ନିକଟସ୍ଥ ମୂଳିସିଂ ଜଙ୍ଗଲରେ ଅଭିଯୁକ୍ତକୁ ଧରିବା ପାଇଁ ତନାଘନା ଜାରି ରଖିଛନ୍ତି ।  

hiranchal ad1
Leave A Reply

Your email address will not be published.

nine + fifteen =