ଗ୍ରୀଷ୍ମ ପ୍ରବାହ ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲାରେ ୨୦ ତାରିଖ ଯାଏ ସ୍କୁଲ କଲେଜ ଛୁଟି

0 91

ସୁବର୍ଣ୍ଣପୁର : ଅସହ୍ୟ ଗ୍ରୀଷ୍ମ ପ୍ରବାହ ଓ ଗୁଳୁ ଗୁଳି ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲା ରେ ପ୍ରଥମ ରୁ +୨ ଯାଏ ସମସ୍ତ ସରକାରୀ ବେସରକାରୀ ସ୍କୁଲ କଲେଜ ଆସନ୍ତା ୨୦ ତାରିଖ ଯାଏ ବନ୍ଦ ରହିବ ବୋଲି ସୁବର୍ଣ୍ଣପୁର ଜିଲ୍ଲାପାଳ ଚିଠି ନମ୍ବର ୪୧୬୩ ତାରିଖ ୧୭-୦୬-୨୦୨୪ ସଂଧ୍ୟାରେ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ କରିଥିବା ଜଣାଯାଇଛି । ସକାଳ ୮ଟାରୁ ସନ୍ଧ୍ୟା ୬ ଟା ଯାଏଁ ଖରା ଗରମ ଓ ଗୁଳଗୁଳି ଯୋଗୁଁ କେବଳ ଜରୁରୀ କାମ ବ୍ୟତୀତ ଲୋକେ ଆଉ ଘରୁ ବାହାରକୁ ଆସି ପାରୁନଥିବା ପରିସ୍ଥିତିରେ ଏ ଖବର ପାଇବା ପରେ ଜିଲ୍ଲାର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ରଛାତ୍ରୀ ଅଭିଭାବକ ମହଲ ଆଶ୍ୱସ୍ତି ଲାଭ କରିଛନ୍ତି ।

hiranchal ad1
Leave A Reply

Your email address will not be published.

twenty − 6 =