ପୁରୁଣାକଟକ ଠାରେ ସୁନାବେଶ ହେଲେ ତିନି ଠାକୁର

0 174

ହରଭଙ୍ଗା : ଆଜି ଜଗନ୍ନାଥ ଧାମ ରେ ମହାପ୍ରଭୁ ବଡ଼ ଠାକୁର ରଥାରୁଢ଼ ହୋଇ ସୁନାବେଶ ରେ ଭକ୍ତ ଙ୍କୁ ଦର୍ଶନ ଦେଇଥିବା ବେଳେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଠାରେ ବ୍ଲକ ର ସର୍ବ ପ୍ରଥମ ସୁନାବେଶ ତିନି ଠାକୁର ହୋଇଥିବା ଦେଖିବାକୁ ମିଳିଛି l ଆଜି ମହା ଆଡମ୍ବର ପୂର୍ଣ୍ଣ ଭାବେ ଜଗନ୍ନାଥ ପ୍ରେମୀ ଭକ୍ତ, ସେବାୟତ, ଗ୍ରାମବାସୀ ଓ ମନ୍ଦିର ପରିଚାଳନା କମିଟି ଙ୍କ ମିଳିତ ଉଦ୍ୟମ ରେ ଏହି ସୁନାବେଶ ହୋଇଥିବା ବେଳେ ସେହି ଅଞ୍ଚଳର ଶହଶହ ଜଗନ୍ନାଥ ପ୍ରେମୀ ଭକ୍ତ ରଥାରୁଢ଼ ସୁନାବେଶ ତିନି ଠାକୁରଙ୍କୁ ଦର୍ଶନ କରିଥିଲେ l

hiranchal ad1
Leave A Reply

Your email address will not be published.

three × one =