ସଂଯୁକ୍ତ କିଷାନ ମୋର୍ଚାର ବିକ୍ଷୋଭ

0 78

ପୁରୀ : ଉତ୍ତରପ୍ରଦେଶ ଲକ୍ଷ୍ମୀପୁରରେ କୃଷକଙ୍କ ଉପରେ ଗାଡିମଡାଇ ହତ୍ୟା ଘଟଣାରେ ବିକ୍ଷୋଭ ପ୍ରଦଶନ କରିଛି ସଂଯୁକ୍ତ କୃଷକ ମୋର୍ଚା। ଦୋଷୀଙ୍କ ବିରୋଧରେ ହତ୍ୟା ମୋକଦ୍ଦମା ରୁଜୁ ସହ ଗିରଫ କରିବା, ସୁପ୍ରିମକୋର୍ଟ ତଦାରଖରେ ମାମଲାର ତଦନ୍ତ କରିବା ହରିୟାଣା ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ ପଦବୀରୁ ବହିଷ୍କାର ଦାବିରେ ଏହି ବିକ୍ଷୋଭ ପଦର୍ଶନ କରାଯିବା ସହ ରାଷ୍ଟ୍ରପତିଙ୍କ ଉଦ୍ୟେଶରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଶରତ ରାୟଗୁରୁ, ପ୍ରଦୀପ ମହାନ୍ତି, ଜଗନ୍ନାଥ ଦେଓ, ବିଭୁତି ରାଉତରାୟ, ବ୍ରଜବନ୍ଧୁ ପରିଡାଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

hiranchal ad1
Leave A Reply

Your email address will not be published.

2 + two =