ଜଙ୍ଗଲୀ ହାତୀର ଆତଙ୍କ

0 13

ବୌଦ୍ଧ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଭଳିଆପଦର ଅଞ୍ଚଳରେ ବୁଲୁଚି ଜଙ୍ଗଲୀ ହାତୀ,ବନବିଭାଗ ନଜର ରଖିବା ସତ୍ତ୍ୱେ ଲୋକେ ଆତଙ୍କିତ ଅଛନ୍ତି I ସୂଚନା ଅନୁଯାଇ ମଙ୍ଗଳବାର ଦିନ ୧ ଘଣ୍ଟା ସମୟରେ ବୌଦ୍ଧ ବନଖଣ୍ଡ ମନମୁଣ୍ଡା ରେଞ୍ଜର ଶଗଡା ସେକ୍ସନର ଭଳିଆପଦର ଅଞ୍ଚଳରେ ଏକ ମାଇହାତୀ ବୁଲୁଥିବା ଦେଖି ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ରହି ବନବିଭାଗକୁ ଖବର ଦେଇଥିଲେ l ଖବର ପାଇ ବନ ବିଭାଗର ଏକ ଟିମ ପହଞ୍ଚି ହାତୀ କୁ ଘୋଉଡ଼ାଇବା ସହ ହାତିର ଗତିଵିଧି ଉପରେ ନଜର ରଖିଥିବା ନେଇ ଶଗଡ଼ା ଫରେଷ୍ଟର ପ୍ରସନ ପଧାନ ସୂଚନା ଦେଇଛନ୍ତି ଓ ହାତିଟି 2ଦିନ ହେଲା ଏହି ଜଙ୍ଗଲର ଆଖ ପାଖରେ ଘୁରି ବୁଲୁଛି l

hiranchal ad1
Leave A Reply

Your email address will not be published.

two + seventeen =