Yearly Archives

2019

ସେନାକୁ ମିଳିବ ୧୦ ଲକ୍ଷ ଭାରତ ନିର୍ମିତ ହ୍ୟାଣ୍ଡ୍‌ ଗ୍ରେନେଡ୍‌

ନୂଆଦିଲ୍ଲୀ: ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଭାରତୀୟ ସେନା ସକାଶେ ଏକ ଉତ୍ତମ ପଦକ୍ଷେପ ନିଆଯାଇଛି। ‘ମେକ୍‌ ଇନ୍‌ ଇଣ୍ଡିଆ’ ଅଭିଯାନ ଜରିଆରେ ପ୍ରତିରକ୍ଷା ମନ୍ତ୍ରାଳୟ ସେନାକୁ ୧୦ ଲକ୍ଷ ଭାରତ ନିର୍ମିତ ହ୍ୟାଣ୍ଡ୍‌ ଗ୍ରେନେଡ୍‌ସ ଯୋଗାଇ ଦେବ ବୋଲି ଜାଣିବାକୁ ମିଳିଛି। ଏ ନେଇ
Read More...

ଶ୍ରେଣୀରେ ଛାତ୍ରୀମାନଙ୍କୁ ‘ପ୍ରେମ ସୂତ୍ର’ ପଢ଼ାଉ ଥିଲେ ଗଣିତ ଅଧ୍ୟାପକ

ଚଣ୍ଡୀଗଡ଼ (ହରିୟାଣା): ପୁଣି ଜଣେ ‘ପ୍ରେମ ଗୁରୁ’ଙ୍କ ନିଆରା କାରନାମାକୁ ନେଇ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା। ଏଇ ‘ପ୍ରେମ ଗୁରୁ’ ଜଣକ ହେଉଛନ୍ତି ହରିୟାଣାର ଏକ ସରକାରୀ ମହିଳା ମହାବିଦ୍ୟାଳୟର ଗଣିତ ଅଧ୍ୟାପକ ଚରଣ ସିଂହ। ଗଣିତ ଅଧ୍ୟାପକ ଚରଣ ସିଂହ ତାଙ୍କ ଶ୍ରେଣୀଗୃହରେ ଛାତ୍ରୀମାନଙ୍କୁ
Read More...

ପ୍ରାର୍ଥୀପତ୍ର ଦାଖଲ କଲେ ଉଷା ଦେବୀ

ବ୍ରହ୍ମପୁର: ବୁଧବାର ଅପରାହ୍ଣରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଚିକିଟି ବିଧାନସଭା ଆସନରେ ବିଜୁ ଜନତା ଦଳ ପକ୍ଷରୁ ପ୍ରତିଦ୍ୱନ୍ଦ୍ୱିତା କରିବା ନିମନ୍ତେ ଉଷା ଦେବୀ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ନିଜର ବହୁ ସମର୍ଥକ ଏବଂ ବିଜେଡି ନେତାମାନଙ୍କ ଗହଣରେ ଏଡିଏମ୍‌ଓ
Read More...

ଏପ୍ରିଲ ୧ରେ ଆସିବେ ଉପରାଷ୍ଟ୍ରପତି

ଭୁବନେଶ୍ବର : ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ୧୦ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜନ ହେବାକୁ ଥିବା ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏପ୍ରିଲ ୧ରେ ସ୍କୁଲ ପରିସର‌େର ଆୟୋଜନ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ପାଇଁ ଉପରାଷ୍ଟ୍ରପତି ଦିନିକିଆ
Read More...

ହାଇକୋର୍ଟ ବାର୍ ଆସୋସିଏସନ ନିର୍ବାଚନ: ନାମାଙ୍କନ ଦାଖଲ ଶେଷ, ସଭାପତି ଦୌଡରେ ତିନି ଜଣ

କଟକ: ହାଇକୋର୍ଟ ବାର୍ ଆସୋସିଏସନ୍ କର୍ମକର୍ତ୍ତା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଶେଷ ହୋଇଛି। ଗୋପାଳକୃଷ୍ଣ ମହାନ୍ତି, ଶ୍ରୀନିବାସ ମହାନ୍ତି ଓ ବୁଦ୍ଧଦେବ ରାଉତରାୟ ସଭାପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେହିପରି ଉପସଭାପତି ପଦ ପାଇଁ ଦେବୀ ପ୍ରସାଦ ଦାସ ଓ ପୀୟୂଷ କୁମାର
Read More...

ଚୂଡ଼‌ାନ୍ତ ହୋଇପାରୁନି ପ୍ରାର୍ଥୀ ତାଲିକା, ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ବିଜେପି ନଜର

ଭୁବନେଶ୍ବର: କାହାକୁ ଅପେକ୍ଷା କରିଛି ବିଜେପି? କାହା ପାଇଁ ପ୍ରାର୍ଥୀ ତାଲିକା ସମ୍ପୂର୍ଣ୍ଣ ହୋଇପାରୁନି? କେଉଁ ନୂଆ ନେତା ଦଳରେ ଯୋଗଦେଲେ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହେବ? ଅସନ୍ତୋଷ ଭୟରେ ପ୍ରାର୍ଥୀ ତାଲିକା ଘୋଷଣା ଘୂଞ୍ଚାଇ ଦିଆଯାଉନି ତ? ରାଜ୍ୟ ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା
Read More...

ଏପ୍ରିଲ ପ୍ରଥମ ସପ୍ତାହରୁ ଯୁକ୍ତ୨ ଖାତା ଦେଖା

ଭୁବନେଶ୍ୱର: ଏପ୍ରିଲ ପ୍ରଥମ ସପ୍ତାହରୁ ଯୁକ୍ତ୨ ଖାତା ଦେଖା। ମାର୍ଚ୍ଚ ୩୦ରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମର ପରୀକ୍ଷା ସରିବା କ୍ଷଣି ସମସ୍ତ ବିଷୟଗୁଡ଼ିକର ଖାତା ମୂଲ୍ୟାୟନ ଆରମ୍ଭ ହେବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଚାଲିଛି।
Read More...