Monthly Archives

May 2020

ଦେଶରେ ୬୨ହଜାର ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ : ତୃତୀୟ ପର୍ଯ୍ୟାୟ ଲକଡାଉନକୁ କେନ୍ଦ୍ର ସରକାର କିଛି ମାତ୍ରାରେ କୋହଳ କରିବା ପରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୨ହଜାର ଅତିକ୍ରମ କରିଥିବା ଜଣାପଡିଛି । ରବିବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ସୂଚନା
Read More...

ଅତିରିକ୍ତ ତହସିଲଦାରଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଞ୍ଜଳି

କାର୍ଯ୍ୟ ସମ୍ପାଦନ ବେଳେ ଜିଲ୍ଲାର ଜଣେ କରୋନା ଯୋଦ୍ଧା ତଥା ଗୁମ୍ମା ବ୍ଲକ ର ଅତିରିକ୍ତ ତହସିଲଦାର ରାଜେନ୍ଦ୍ର ମାଝୀଙ୍କ ଅକାଳ ବିୟୋଗ ପରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।ଜିଲ୍ଲା ପାଳ ଅନୁପମ ସାହା ସ୍ବର୍ଗତ ରାଜେନ୍ଦ୍ର ମାଝୀଙ୍କ ଫଟୋ ଚିତ୍ର ରେ ପୁଷ୍ପ
Read More...

ଫେରୁଛନ୍ତି ପ୍ରବାସୀ ଓଡିଆ : ଟିଟିଲାଗଡରେ ସକାଳ ୯ରୁ ରାତି ୧୨ ଯାଏଁ କର୍ଫ୍ୟୁ

ବଲାଙ୍ଗୀର : ଆଉ କିଛି ସମୟରେ ପ୍ରବାସୀ ଓଡିଆଙ୍କୁ ନେଇ ଟିଟିଲାଗଡ ଷ୍ଟେସନରେ ଟ୍ରେନ ପହଞ୍ଚିବ । ଏହାକୁ ଦୃଷ୍ଟି ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ଟିଟିଲାଗଡ ସହରରେ ସକାଳ ୯ରୁ ରାତି ୧୨ ଯାଏଁ କର୍ଫ୍ୟୁ ଘୋଷଣା କରାଯାଇଛି । କରୋନାର ହଟ ଷ୍ଟେଟ କୁହାଯାଉଥିବା
Read More...

କୋଭିଡ-୧୯ ତୃତୀୟ ପର୍ଯ୍ୟାୟ ପାଦଦେଶରେ ପହଞ୍ଚିଲା ଓଡିଶା

ଭୁବନେଶ୍ୱର : ମାତ୍ର ୪ ସପ୍ତାହ ପୂର୍ବରୁ ରାଜ୍ୟର କରୋନା ସ୍ଥିତି ଆଦୌ ପ୍ରଭାବଶୂନ୍ୟ ଥିଲା । ଦୁଇ ସପ୍ତାହ ପୂର୍ବେ ଯେତେବେଳେ ପ୍ରବାସୀ ଓଡିଆମାନଙ୍କୁ ଓଡିଶା ଆଗମନ ହେଲା, ସେତେବେଳେ ରାଜ୍ୟରେ କରୋନା ସ୍ଥିତି ଅତ୍ୟନ୍ତ ବିସ୍ଫୋରକ ରୂପ ଧାରଣ କରିଲା । ଯାହା ଆଜି ଓଡିଶାକୁ କୋଭିଡ ୧୯ର
Read More...

ଅକାଳରେ ଝଡ଼ିପଡିଲେ ସୁବାସ

ଭୁବନେଶ୍ୱର : ସୁବାସ ଚୌହାନ ଅକାଳରେ ସବୁଦିନ ପାଇଁ ଝଡିପଡିଛନ୍ତି । ମାତ୍ର ୫୪ ବର୍ଷ ବୟସରେ ସମସ୍ତଙ୍କୁ ଶୋକସାଗରରେ ଭସାଇ ଦେଇ ଏଭଳି ଲକଡାଉନ ସମୟରେ ଚାଲିଯାଇଥିଲେ ମଧ୍ୟ ସାରା ରାଜ୍ୟରେ ତାଙ୍କର ମୃତ୍ୟୁଖବର ଶୁଣି ସାଧାରଣ ଲୋକେ ହତବାକ୍ ହୋଇଛନ୍ତି । ତାଙ୍କର ରାଜନୈତିକ ଜୀବନ ବଜରଙ୍ଗ ଦଳରୁ
Read More...

ରାଜ୍ୟରେ ପୁଣି ୫୮ ପଜିଟିଭ ଚିହ୍ନଟ : କରୋନା ମାନଚିତ୍ରରେ ଯୋଡି ହେଲା ଅନୁଗୁଳ ଜିଲ୍ଲା

ଭୁବନେଶ୍ୱର : ରାଜ୍ୟ କରୋନା ମାନଚିତ୍ରରେ ଆଜି ଅନୁଗୁଳ ଜିଲ୍ଲାର ନାମ ଯୋଡି ହୋଇଛି । ଆଜି ଏହି ଜିଲ୍ଲାରୁ ଏକାଥରକେ ୧୩ଟି ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲାବାସୀଙ୍କ ମନରେ ଭୟ ଓ ଆଶଙ୍କା ସୃଷ୍ଟି ହୋଇଛି । ଅନୁଗୁଳ ଜିଲ୍ଲା ପ୍ରଥମରୁ ହିଁ ଗ୍ରୀନ୍ ଜୋନରେ ଥିଲା । ସେହିପରି ରବିବାର ଚିହ୍ନଟ
Read More...

ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା

ଗଜପତି ଜିଲ୍ଲା ଗୋଶାଣୀ ବ୍ଲକର ସର୍ଦାପୁର ପଞ୍ଚାୟତର ସରପଞ୍ଚ ପ୍ରତିନିଧି ବି ସୀମାଞ୍ଚଳ ଓ ପୂର୍ବତନ ସମିତି ସଭ୍ୟ ଚକ୍ରଧର ବାରିକ ବିଜେପି ଜିଲ୍ଲା କାର୍ଯ୍ୟାଳୟ କୁ ଆସି ଗଜପତି ଜିଲ୍ଲା ବିଜେପି ସଭାପତି କେ ନାରାୟଣ ରାଓଙ୍କ ସହ ମିଶି 10410 ଟଙ୍କା ର ଚେକ ପ୍ରଦାନ କରିଛନ୍ତି।ଏହା ଅନ ଲାଇନ
Read More...

ଶ୍ରମିକଙ୍କୁ ଛଟେଇ ପ୍ରତିବାଦରେ ଏଆଇୱାଇଏଫର ବିକ୍ଷୋଭ

ବୌଦ୍ଧ: ସଂପ୍ରତି ଦେଶ କୋଭିଡ ୧୯କୁ ନେଇ ଆତଙ୍କିତ ଅବସ୍ଥାରେ ଥିବାବେଳେ ରାଜ୍ୟରେ ଟ୍ରେଡୟୁନିଅନ ଅଧିକାରକୁ ଛଡେଇନେବା ଶ୍ରମ ଆଇନକୁ ସ୍ଥଗିତ ରଖିବା ଛଟେଇ ତାଲାବନ୍ଦକୁ ସ୍ୱୀକୃତି କାର୍ଯ୍ୟନିର୍ଘଣ୍ଟକୁ ୧୨ଘଣ୍ଟାକୁ ବୃଦ୍ଧି କରିଛନ୍ତି । ଓଡିଶାର ନବୀନ ପଟ୍ଟନାୟକ ସରକାର ଓଧ ସାଙ୍ଗରେ ବଣଭୁଆ
Read More...

ଓଡିଆ ସିନେ ତାରକା ଅର୍ଦ୍ଧେନ୍ଦୁଙ୍କର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ

ଭୁବନେଶ୍ୱର : ଓଡିଆ ସିନେ ତାରକା ଅନ୍ନେ୍‌ୁ ସୁନ୍ଦର ସାହୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ତିନି ଲକ୍ଷ ଟଙ୍କା ଦାନ କରିଛନ୍ତି । ଆଜି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ରାଜ୍ୟ ଲୋକସେବା ଭବନଠାରେ ଶ୍ରୀ ସାହୁ ଏବଂ ତାଙ୍କର ପତ୍ନୀ ଶ୍ରୀମତୀ ପଲ୍ଲବୀ ମହାରଥୀଙ୍କଠାରୁ ଏହି ଚେକ୍ ଗ୍ରହଣ
Read More...

କାଳବୈଶାଖୀର ତାଣ୍ଡବ, ଦୁଇ ପରିବାର ବେସାହାରା

ବୌଦ୍ଧ : ଦୁଇଦିନ ତଳେ ବୌଦ୍ଧ ବ୍ଲକ ଅଂଚଳରେ ମଧ୍ୟରାତ୍ର ସମୟରେ ଆସିଥିଲା କାଳବୈଶାଖୀ । ଏହି କାଳବୈଶାଖୀର ପ୍ରଭାବରେ ଦହ୍ୟା ହାଟପଦା ନିକଟରେ ଧର କରି ରହିଆସୁଥିବା ଚମରା କଟୁଆଳ ଓ ବିମ୍ବାଧର କଟୁଆଳଙ୍କ ପରିବାରକୁ ବେସାହାରା କରିଦେଇଛି । ସେମାନେ ପିଲାଛୁଆଙ୍କୁ ନେଇ ମୁଣ୍ଡ ଗୁଞ୍ଜୁଥିବା
Read More...