ଦେଶରେ ୬୨ହଜାର ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା

0 61

ନୂଆଦିଲ୍ଲୀ : ତୃତୀୟ ପର୍ଯ୍ୟାୟ ଲକଡାଉନକୁ କେନ୍ଦ୍ର ସରକାର କିଛି ମାତ୍ରାରେ କୋହଳ କରିବା ପରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୨ହଜାର ଅତିକ୍ରମ କରିଥିବା ଜଣାପଡିଛି । ରବିବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ସୂଚନା ମୁତାବକ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୨,୯୩୯ରେ ପହଞ୍ଚିଛି । ଏମାନଙ୍କୁ ମଧ୍ୟରେ ୨୧୦୯ଙ୍କ ମୃତ୍ୟୁ ଘଟିଛି । ରିପୋର୍ଟ ମୁତାବକ ଦେଶରେ କରୋନା ଆକ୍ଟିଭ୍ କେସ୍ ୪୧୪୭୨ ଥିବା ବେଳେ ୧୯୩୫୭ ଲୋକ ସୁସ୍ଥ ହୋଇ ଡାକ୍ତରଖାନାରୁ ଘରକୁ ଫେରିଛନ୍ତି ।

hiranchal ad1
Leave A Reply

Your email address will not be published.

18 − 6 =