ନାମର ପ୍ରଥମ ଅକ୍ଷର କହିବ ଆପଣ କେତେ ରୋମାଣ୍ଟିକ

0 315

ବ୍ୟକ୍ତିର ନାମ ତାର ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି । ଏହା ସହ ବ୍ୟକ୍ତିର ନାମର ପ୍ରଥମ ଅକ୍ଷର ତାର ବ୍ୟକ୍ତିତ୍ୱ ଓ ସେ କେତେ ଭାଗ୍ୟଶାଳୀ ତାହା କହି ଦିଏ ବୋଲି କୁହାଯାଏ । କିନ୍ତୁ ଜାଣିଛନ୍ତି କି ନାମର ପ୍ରଥମ ଅକ୍ଷରରୁ ଜଣାପଡିଯାଏ ଜଣେ ବ୍ୟକ୍ତି ରୋମାଣ୍ଟିକ କି ନୁହଁନ୍ତି । ତାହା ହେଲେ ଜାଣନ୍ତୁ ଏହି ସବୁ ଅକ୍ଷୟରୁ ଯେଉଁମାନଙ୍କ ନାଁ ଆରମ୍ଭ ହୋଇଛି ସେମାନେ କେତେ ରୋମାଣ୍ଟିକ ।

hiring

ଏ(A)- ଯେଉଁ ବ୍ୟକ୍ତିଙ୍କ ନାମର ପ୍ରଥମ ଅକ୍ଷର ଏରୁ ଆରମ୍ଭ ହୋଇଥିବା ସେ ଦେଖିବାକୁ ବହୁତ ସୁନ୍ଦର ଓ ଆକର୍ଷଣୀୟ ହୋଇଥାନ୍ତି । ତାଙ୍କ ପାଖରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥାଏ । ଏମାନେ ସଂପର୍କ ଓ ପ୍ରେମକୁ ଅଧିକ ଗୁରୁତ୍ୱ ଦିଅନ୍ତି । କିନ୍ତୁ ରୋମାଣ୍ଟିକ ନୁହଁନ୍ତି । ତେବେ ଠିକ୍ ନିଷ୍ପତ୍ତି ନେଇଥାନ୍ତି ।
ବି(B)-ଏମାନେ ପ୍ରେମ ବିବାହ କରିଥାନ୍ତି । ଭାରି ରୋମାଣ୍ଟିକ ହୋଇଥାନ୍ତି ।
ସି(C)- ଏମାନେ ଦୋସ୍ତି କରିବାକୁ ପସନ୍ଦ କରନ୍ତି । ପ୍ରଥମ ପ୍ରେମକୁ ସବୁବେଳେ ମନେ ରଖିଥାନ୍ତି । ଭାବୁକର ପ୍ରକୃତିରେ ହୋଇଥାନ୍ତି । ସେଥିପାଇଁ ଜୀବନରେ ଧୋକା ଖାଆନ୍ତି ।
ଆଇ(I)-ଅଧିକ ଭାବୁ ହୋଇଥାନ୍ତି । ପ୍ରେମକୁ ନେଇ ଏମାନେ ବହୁତ ଗମ୍ଭୀର ।
ଏମ୍‌(M)-ଏମାନେ ଜିଦଖୋର ଓ ଭାବୁକ ହୋଇଥାନ୍ତି । ଏମାନଙ୍କୁ ପ୍ରେମ କରିବା ବିପଦପୂର୍ଣ୍ଣ ।
ଓ(O)- ଏମାନେ ପ୍ରେମ ବିବାହ କରନ୍ତି ।
ପି(P)-ଏମାନେ ଘର ପରିବାର ସହ ରହିବାକୁ ପସନ୍ଦ କରନ୍ତି । ଏମାନେ ଭାରି ରାଗି ଓ ଜିଦ୍‌ଖୋର । ପ୍ରେମକୁ ନେଇ ଏମାନେ ଭାର ଗମ୍ଭୀର ।

hiranchal ad1
Leave A Reply

Your email address will not be published.

fourteen + thirteen =