ରକ୍ତଦାନ କରି ବିବାହ ବାର୍ଷିକଉତ୍ସବ ପାଳନ କଲେ ଦମ୍ପତି

0 274

କୁହାଯାଏ ରକ୍ତଦାନ ଜୀବନ ଦାନ ।ଏପରି କଥାକୁ ଠିକ ବୁଝିଛନ୍ତି ଏ ଦମ୍ପତି । ସୁବର୍ଣପୁର ଜିଲ୍ଲା ର ପୋଲିସ ରେ କାର୍ଯ୍ୟରତ ଶେଷଦେବ କର୍ଣ ଓ ତାଙ୍କ ସହଧର୍ମିଣୀ ଆରତୀ କର୍ଣ୍ଣ ।ନିଜେ ସ୍ବେଚ୍ଛାକୃତ ଭାବରେ ଆସି ରକ୍ତଭଣ୍ଡାର ସୁବର୍ଣପୁର ରେ ରକ୍ତଦାନ କରି ନିଜର 19ତମ ବିବାହ ଉତ୍ସବକୁ ପାଳନ କରିଛନ୍ତି । ଶେଷଦେବ କର୍ଣ୍ଣ ନିଜେ 29 ଥର ରକ୍ତଦାନ କରିଥିବା ବେଳେ ତାଙ୍କର ସ୍ତ୍ରୀ ପ୍ରଥମ ଥର ରକ୍ତଦାନ କରି ସମାଜକୁ ଏକ ସଚେତନତା ର ବାର୍ତ୍ତା ପ୍ରଦାନ କରିଛନ୍ତି ବୋଲି ଓଡ଼ିଶା ରକ୍ତଦାତା ସଙ୍ଘ ର ସଦସ୍ୟ ମନୋଜ ପଣ୍ଡା କହିଛନ୍ତି ।

hiranchal ad1
Leave A Reply

Your email address will not be published.

20 + five =