Monthly Archives

July 2020

ବୌଦ୍ଧରେ ବାହୁଡା ଯାତ୍ରା ପାଳିତ

ବୌଦ୍ଧ,୧/୭ - ଆଜି ପବିତ୍ର ବାହୁଡା ଯାତ୍ରା ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଗନ୍ନାଥ ମନ୍ଦିର ମାନଙ୍କରେ ଅନୁଷ୍ଠିତ ହୋଇଯାଇଛି । କୋରନା ଯୋଗୁଁ ରଥଯାତ୍ରା ଦିନ ଠାକୁର ମାନେ ରଥାରୂଢ ହୋଇନଥିଲେ । କେବଳ ମନ୍ଦିର ପରିସରରେ ସମସ୍ତ ନୀତି ପାଳନ ହୋଇଥିଲା ଠିକ୍ ଆଜି ମଧ୍ୟ ସେହି ସମାନ ରୀତିନୀତିରେ
Read More...

ଦେଶରେ ୬ ଲକ୍ଷ ମୁହାଁ କରୋନା ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ ସମସ୍ତ ପ୍ରକାର ସତର୍କତା ସତ୍ତେ୍ୱ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିଚାଲିଛି । ଗତ ୨୪ ଘଣ୍ଟାରେ ୧୮ ହଜାର ୬୫୩ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୮୫ ହଜାର ୪୯୩ରେ ପହଞ୍ଚିଛି । ସେହିପରି, ୨୪
Read More...

ପୁଣି ବଢ଼ିଲା ଗ୍ୟାସ ଦର

ନୂଆଦିଲ୍ଲୀ : ଦେଶରେ ଗୋଟିଏ ପଟେ ପେଟ୍ରୋଲ୍ ଓ ଡିଜେଲ୍ ଦର ବୃଦ୍ଧିକୁ ନେଇ ଖାଉଟିମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଲାଗି ରହିଥିବା ବେଳେ ଆଜି ଗ୍ୟାସ୍ ସିଲିଣ୍ଡର ଦର ବୃଦ୍ଧି ପାଇଛି । ଅଣ ସବ୍ସିଡି ଗ୍ୟାସ୍ ସିଲିଣ୍ଡର ଦାମ୍ ବଢ଼ାଇ ଦିଆଯାଇଛି । ଏହା ଅନୁସାରେ ଆଜିଠୁ ୧୯ କେଜି ବିଶିଷ୍ଟ
Read More...

ଚୀନ୍ର ପୁଣି ବିଶ୍ୱାସଘାତକତା

ନୂଆଦିଲ୍ଲୀ : ଚୀନ୍ ଭାରତ ସହିତ ପୁଣି ବିଶ୍ୱାସଘାତକତାର କରିଛି । ସୀମାରେ ଦେଖାଦେଇଥିବା ଉତ୍ତେଜନାକୁ ହ୍ରାସ କରିବା ଲାଗି ଚୀନ୍ ଭାରତ ସହ କଥାବାର୍ତ୍ତା ବୈଠକରେ ଯୋଗ ଦେଇ ସୈନ୍ୟ ହଟାଇ ନେବା ଲାଗି ପ୍ରତିଶ୍ରୁତି ଦେଇଥିଲା । ଭାରତ ପକ୍ଷରୁ ସୈନିକ ପ୍ରତ୍ୟାହାର ପାଇଁ ଦାବି ରଖାଯାଇଥିଲା ଏବଂ
Read More...

ଅନ୍ତରଙ୍ଗ ପକ୍ଷରୁ ମନରେଗା ଅଭିଯାନ ଆରମ୍ଭ

ଫୁଲବାଣୀ: ଶ୍ରମିକ ମନରେଗା ଯୋଜନାରେ ୨୦୦ଦିନର କର୍ମ ନିଯୁକ୍ତି,ମଜୁରୀ ବଢ଼ାଇବା ଓ ଲୋକମାନଙ୍କର ପସନ୍ଦର କାମ ଯୋଗାଇବା ଆଦି ଦାବୀ ।ମହାମାରୀ କୋଭିଡ଼-୧୯ ପାଇଁ ସାରା ଭାରତ ବର୍ଷରେ ଘୋଷଣା କରାଯାଇଥିବା ତାଲାବନ୍ଦ ଦ୍ୱାରା ଆମ ଶ୍ରମିକ ମାନଙ୍କର ଆର୍ଥିକ ସ୍ଥିତି ଖରାପ ହୋଇଯାଇଛି ।ଟଙ୍କା ଏବଂ
Read More...

ବୁଦ୍ଧିଷ୍ଟ ଇଣ୍ଟରନେସନାଲ ନେଟୱାର୍କ ପକ୍ଷରୁ ଦାବିପତ୍ର ପ୍ରଦାନ

ବୌଦ୍ଧ,୧/୭- ବିଭିନ୍ନ ଦାବିନେଇ ବୁଦ୍ଧିଷ୍ଟ ଇଣ୍ଟରନେସନାଲ ନେଟୱାର୍କ ପକ୍ଷରୁ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବୌଦ୍ଧ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଉତ୍ତରପ୍ରଦେଶର ଅଯୋଧ୍ୟା ଠାରେ ଥିବା ବୌଦ୍ଧପୀଠର ଧ୍ୱଂସାବଶେଷ ନିକଟରେ ଏକ ବୁଦ୍ଧମନ୍ଦିର ନିର୍ମାଣ ପାଇଁ
Read More...

ସମ୍ବଲପୁର ଜିଲ୍ଲାରେ ଆଜି ଦୁଇଜଣ ପଜିଟିଭ ଚିହ୍ନଟ

ସମ୍ବଲପୁର,୧/୭- ଆଜି ଆଉ ଦୁଇଜଣ ପଜିଟିଭ ଚିହ୍ନଟ ହେବା ସହିତ ସମ୍ବଲପୁର ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ମୋଟ ୫୬ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୨୪ଜଣ ସୁସ୍ଥହୋଇ ଘରକୁ ଫେରିବା ପରେ ବାକି ୩୨ଜଣଙ୍କ ଚିକିତ୍ସା ଚାଲିଛି । ଏବିଷୟରେ ଜିଲ୍ଲା ପ୍ରଶାସନିକ ସୂତ୍ରରୁ ମିଳିଥିବା ସୂଚନା
Read More...

ବେଆଇନ କରତକଳ ଉପରେ ଚଢ଼ାଉ, ମୂଲ୍ୟବାନ କାଠ ଓ ମେସିନ ଜବତ

ସମ୍ବଲପୁର, ୧/୭- ନଗର ମଝିରେ ବହୁତ ଦିନରୁ ଚାଲୁଥିବା ଏକ କରତକଳ ଓ ସେଠାରେ ଫର୍ନିଚର ତିଆରି କାମ ଅନୁମତି ବିନା ବେଆଇନ ଭାବରେ ଚାଲୁଥିବା ଖବରପାଇ ଜିଲ୍ଲା ବନ ବିଭାଗ ଓ ଭିଜିଲାନ୍ସ ପକ୍ଷରୁ ଏହା ଉପରେ ମିଳିତ ଚଢ଼ାଉ ସହିତ ବିହିତ କାର୍ଯ୍ୟାନୁଷ୍ଠାନ କରାଯାଇଛି । ଏହି ଅଭିଯାନରେ କ୍ଷେତରାଜପୁର
Read More...

କେହି ମାନୁନାହାନ୍ତି ସାମାଜିକ ଦୂରତା ନିୟମ !

ବୌଦ୍ଧ,୧/୭- କରୋନାକୁ ପ୍ରତିରୋଧ କରିବାପାଇଁ ମାସ୍କ ପରିଧାନ ଓ ସାମାଜିକ ଦୂରତା ରକ୍ଷା ଅପରିହାର୍ଯ୍ୟ । ଲୋକମାନେ କିନ୍ତୁ ଏକଥାକୁ ହେୟ ମନେକରି ଚାଲିଛନ୍ତି । ହାଟବଜାର ଠାରୁ ଆରମ୍ଭକରି ବ୍ୟାଙ୍କ ଯାଏ ସବୁସ୍ଥାନରେ ଖୋଲାଖୋଲି ହେଉଛି ଏହାର ଉଲ୍ଲଂଘନ । କଂଟାମାଳ ଠାରେ ଥିବା ଭାରତୀୟ ଷ୍ଟେଟ
Read More...

ବୌଦ୍ଧରେ ମଦର ବନ୍ୟା, ଚେଇଁ ଶୋଇଛି ଅବକାରୀ ବିଭାଗ

ବୌଦ୍ଧ,୧/୭- ବୌଦ୍ଧଜିଲ୍ଲାରେ ଲକଡାଉନ ସମୟରେ ଚୋରାମଦ ବେପାରୀମାନେ ପୁରା ସକ୍ରିୟ ହୋଇ ଉଠିଛନ୍ତି । ବିଭିନ୍ନ ସ୍ଥାନରେ ଦେଶୀ ମହୁଲି ମଦ ରନ୍ଧାଯାଇ ଆବଶ୍ୟକତା ଅନୁସାରେ ବିଭିନ୍ନ ଅଞ୍ଚଳକୁ ନିୟମିତ ଚାଲାଣ ଖୋଲାଖୋଲି ଚାଲିଛି । ଏସବୁକୁ ଚଢାଉ କରିବା କାମ ଅବକାରୀ ବିଭାଗର ହେଲେ ମଧ୍ୟ
Read More...