Monthly Archives

August 2020

ଅଗଷ୍ଟ ମାସ ପାଇଁ ଗାଇଡ଼ଲାଇନ ଜାରି କଲା ଜିଲ୍ଲା ପ୍ରଶାସନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ କରୋନା ଆକ୍ରାନ୍ତ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଓ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ସେ ଅନୁସାରେ ଅଗଷ୍ଟ ମାସ ପାଇଁ ରାଜ୍ୟ ସରକାର ଏକ ଗାଇଡ଼ଲାଇନ ପ୍ରସ୍ତୁତି କରିଛନ୍ତି । ଏହାକୁ ଆଧାର କରି ଜିଲ୍ଲା
Read More...

ଦାରିଙ୍ଗବାଡ଼ିରେ ଅନଲାଇନ କ୍ଲାସର ବିକଳ ଚିତ୍ର : ଘଞ୍ଚ ଜଙ୍ଗଲ ପାହାଡ଼ରେ ଚାଲିଛି ପାଠ ପଢ଼ା

ଦାରିଙ୍ଗବାଡ଼ି :କରୋନା ସାଧାରଣ ଲୋକଙ୍କ ଜୀବନ ଜୀବିକା ବୁଡ଼ାଇ ଦେଇଛି । ଏଥିପାଇଁ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଛାତ୍ରଛାତ୍ରୀ । କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବର୍ତ୍ତମାନ ଡିଜିଟାଲ ସେବା ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ଗତ ମାର୍ଚ୍ଚ ମାସରୁ ପାଠପଢ଼ା ଠପ୍‌ ହୋଇଯିବା
Read More...

ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ

ବୌଦ୍ଧ : କରୋନା ମହାମାରୀ ସମୟରେ ବୌଦ୍ଧ ଜିଲ୍ଲାର ସଦର ମହକୁମାରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ କିଭଳି ପାଳନ ହେବ ଆଜି ସେ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଭାଗୃହରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ ଲଲାଟେନ୍ଦୁ
Read More...

ବୌଦ୍ଧ ଜିଲ୍ଲା ସହ ପଟାଭାଡି ଲିଙ୍କ୍‌, ନାରାୟଣନଗରରେ କୋକୁଆ ଭୟ !

ବୌଦ୍ଧ : ଗତକାଲି ସୋନପୁର ପଟାଭାଡି ଅଂଚଳରୁ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନେ ଉଭୟେ ସ୍ୱାମୀସ୍ତ୍ରୀ ଓ ବୌଦ୍ଧ ବ୍ଲକ୍ ଲକ୍ଷ୍ମୀପ୍ରସାଦ ଗ୍ରାମ୍ ପଂଚାୟତ ନାରୟଣନଗର ଗ୍ରାମକୁ ଗତ ସପ୍ତାହରେ ଆସି ପାଞ୍ଚ ଦିନ ରହି ଶନିବାର ପଟାଭାଡି ଫେରି ସୋମବାର ପଜିଟିଭ ଚିହ୍ନଟ ହୋଇଥିବା
Read More...

ସମ୍ବଲପୁରରେ ପୁଣି ନୂଆ ୮୨ ଜଣ ପଜିଟିଭ ଚିହ୍ନଟ

ସମ୍ବଲପୁର: ପ୍ରଶାସନିକ ଘୋଷଣା ଅନୁସାରେ ଆଜି ସମ୍ବଲପୁର ଜିଲ୍ଲାରେ ୮୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ଏହାକୁ ନେଇ ଏପର୍ଯ୍ୟନ୍ତ ମୋଟ ଚିହ୍ନଟ ସଂଖ୍ୟା ୭୫୫ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ଜଣେ ମୃତ ଓ ୨୩୪ ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ବାକି ୫୨୦ ଜଣ ସକ୍ରିୟ ପଜିଟିଭଙ୍କ ଚିକିତ୍ସା
Read More...

ଚଳିତ ମାସରେ ଯୁକ୍ତଦୁଇ ଫଳ

ଭୁବନେଶ୍ୱର : ଚଳିତ ଅଗଷ୍ଟ ମାସର ଶେଷ ସପ୍ତାହରେ ରାଜ୍ୟର ଯୁକ୍ତଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି । ସେ କହିଛନ୍ତି ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଖାତା ଦେଖା ସରିଛି, ଏବେ ଟେବୁଲେସନ ଚାଲିଛି । ଚଳିତ ମାସ ତୃତୀୟ ସପ୍ତାହ
Read More...

ବୌଦ୍ଧ ସହରକୁ ଲେଉଟିଲା କରୋନା : ଆଜି ୨ ଆକ୍ରାନ୍ତ ଚିହ୍ନଟ

ବୌଦ୍ଧ : ଗତକାଲି ବୌଦ୍ଧ ଜିଲ୍ଲାରେ କୌଣସି କରୋନା ପଜିଟିଭ ଚିହ୍ନଟ ହୋଇନଥିବା ବେଳେ ଆଜି ଦୁଇ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ବୌଦ୍ଧ ସହରରେ ଗତ କିଛି ଦିନ ଧରି ପ୍ରତିଦିନ ପଜିଟିଭ ଚିହ୍ନଟ ହେଉଥିଲେ କିନ୍ତୁ ସେଥିରେ
Read More...

ଗଜପତିରେ ପୁଣି ୩୮ଟି କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ପୁଣି ୩୮ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । ଚିହ୍ନଟଙ୍କ ମଧ୍ୟରୁ ଗୋଶାଣୀରୁ ୨୦ ଜଣ,ଗୁମ୍ମା ବ୍ଳକରୁ ୪ଜଣ, ରାୟଗଡ଼ ବ୍ଳକରୁ ୪ଜଣ, ପାରଳା ପୌର ପରିଷଦରୁ ୩ ଜଣ, ମୋହନା ବ୍ଳକରୁ ୭ ଜଣ ଚିହ୍ନଟ ହୋଇଛନ୍ତି ।
Read More...

କେବେବି ମିଳିନପାରେ କରୋନା ଟୀକା, “ହୁ’ ବିଶ୍ୱବାସୀଙ୍କୁ କରାଇଲା ସତର୍କ

ନୂଆଦିଲ୍ଲୀ : ଗତବର୍ଷ ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା କୋଭିଡ-୧୯ ମହାମାରୀରେ ଏପର୍ଯ୍ୟନ୍ତ ପାଖାପାଖି କୋଟିଏ ଲୋକଙ୍କୁ ନିଜର ଶିକାର ବନାଇଥିବା ବେଳେ ଲକ୍ଷାଧିକ ଲୋକଙ୍କ ଜୀବନ ନେଇସାରିଲାଣି । ଏହି ରୋଗରୁ ବର୍ତ୍ତିବା ପାଇଁ ବିଶ୍ୱର ବହୁଦେଶ ଟୀକା(ଭେକସିନ) ପ୍ରସ୍ତୁତିରେ ଲାଗିପଡିଛନ୍ତି
Read More...

ରାଜ୍ୟରେ ପୁଣି ୧୩୮୪ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ଆଜି ପୁଣି ରାଜ୍ୟରେ ୧୩୮୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମିଶାଇରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୭୬୮୧ରେ ପହଞ୍ଚିଛି । ଚିହ୍ନଟଙ୍କ ମଧ୍ୟରୁ ୮୮୯ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୬୯୫ଜଣ ଲୋକାଲ କଣ୍ଟାକ୍ଟ ବୋଲି ରାଜ୍ୟ ସୂଚନା ଓ
Read More...