ଚଳିତ ମାସରେ ଯୁକ୍ତଦୁଇ ଫଳ

0 92

ଭୁବନେଶ୍ୱର : ଚଳିତ ଅଗଷ୍ଟ ମାସର ଶେଷ ସପ୍ତାହରେ ରାଜ୍ୟର ଯୁକ୍ତଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି । ସେ କହିଛନ୍ତି ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଖାତା ଦେଖା ସରିଛି, ଏବେ ଟେବୁଲେସନ ଚାଲିଛି । ଚଳିତ ମାସ ତୃତୀୟ ସପ୍ତାହ ଶେଷସୁଦ୍ଧା ଯୁକ୍ତଦୁଇ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ଆସିବ ବୋଲି ସେ କହିଛନ୍ତି । ସେହିପରି ମାସ ଶେଷସୁଦ୍ଧା ଯୁକ୍ତଦୁଇ କଳା ଫଳ ବାହାରିବ ବୋଲି ସେ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

six + 20 =