କନ୍ଧମାଳରେ ପୁଣି ୧୪୩ କରୋନା ପଜିଟିଭ ଚିହ୍ନଟ
କନ୍ଧମାଳ: କନ୍ଧମାଳରେ କରୋନା ସଂକ୍ରମିତ ଚିହ୍ନଟ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ସଂକ୍ରମିତ ସଂଖ୍ୟା ୫୫ ଥିବା ବେଳେ ଆଜି କନ୍ଧମାଳ ରେ ପୁଣି ୧୪୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୩୯୮୮ ରେ ପହଂଚିଛି!-->…
Read More...
Read More...