ପୁଣି ରାଜ୍ୟରେ ୪୧୮୯ କରୋନା ପଜିଟିଭ ଚିହ୍ନଟ, ୧୧ ମୃତ
ଭୁବନେଶ୍ୱର: ଆଜି ରାଜ୍ୟରେ ୪୧୮୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୪୫୩ ଓ ସ୍ଥାନୀୟ ଅଞ୍ଚଳରୁ ୧୭୩୬ ଆକ୍ରାନ୍ତ ଅଛନ୍ତି । ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୮୮ ହଜାର ୩୧୧କୁ ବୃଦ୍ଧି ପାଇଛି । ୩୦ଟି ଜିଲ୍ଲାରୁ ଏହିସବୁ!-->…
Read More...
Read More...