Yearly Archives

2020

ହରଭଙ୍ଗା ବ୍ଲକର ଉପାନ୍ତ ଗାଁର ସମସ୍ୟା : ୭ଟି ପାହାଡ ଓ ୩କୋସ ବାଟ ପାରି ହେଲେ ମିଳେ ଭତ୍ତା, ରାସନ ଓ ସ୍ୱାସ୍ଥ୍ୟସେବା

ହରଭଙ୍ଗା : ବୌଦ୍ଧ ଜିଲ୍ଲାର ବଣପାହାଡ ଘେରା ଦୁର୍ଗମ ପଞ୍ଚାୟତ ଆଡେନିଗଡର ଉପାନ୍ତ ଅଂଚଳ ହେଉଛି କଣ୍ଡରା, କାଚୁପଦୁ, ସୁଲକେଟି, ବାଙ୍କୁପାଜୁ, ରସାଦି ଆଦି ୫ ଖଣ୍ଡ ଆଦିବାସୀ ଗ୍ରାମ । ଏହି ବନବାସୀମାନେ ଭତ୍ତା ଓ ଟଙ୍କାକିଆ ଚାଉଳ ପାଇଁ ୭ଟି ପାହାଡ ଚଢି ୩କୋସ ବାଟ ଦେଇ ପାଦରେ ଚାଲିଚାଲି
Read More...

ଗଜପତିରେ ପୁଣି ୧୬ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି,୨୦/୯- ଗଜପତିରେ ପୁଣି ୧୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । ମୋହନା ବ୍ଲକରୁ ୩ ଜଣ,ଗୋଶାଣୀ ବ୍ଳକରୁ ୪ ଜଣ,କାଶୀନଗର ବ୍ଳକରୁ ଜଣେ, ରାୟଗଡା ବ୍ଳକରୁ ଜଣେ ,ପାରଳା ପୌର ପରିଷଦରୁ ୩ ଜଣ, ଆର ଉଦୟଗିରି ବ୍ଳକରୁ ୪ଜଣ ଚିହ୍ନଟ
Read More...

ସମ୍ବଲପୁରରେ ପୁଣି ୧୦୭ ନୂଆ ପଜିଟିଭ ଚିହ୍ନଟ: ମହାନଗର ଅଞ୍ଚଳରେ ଶବସତ୍କାର ପାଇଁ ସ୍ଥାନାଭାବରୁ ଉଦବେଗ

ସମ୍ବଲପୁର :ଆଜିକୁ ମିଶାଇ ଲଗାୟତ ୯ ଦିନ ହେଲା ପ୍ରତିଦିନ ଶତାଧିକ କରୋନା ପଜିଟିଭ ଚିହ୍ନଟ ହେଉଥିବାରୁ ଜନସାଧାରଣଙ୍କ ମନରେ ଛନକା ପଶିବା ସହିତ ପ୍ରଶାସନିକ ସ୍ତରରେ ମଧ୍ୟ ଉଦବେଗ ପ୍ରକାଶ ପାଇଛି । ପ୍ରଶାସନିକ ସୂଚନା ଅନୁସାରେ ବିଗତ ୨୪ଘଣ୍ଟା ମଧ୍ୟରେ ଜିଲ୍ଲାରେ ପୁଣି ୧୦୭ ଜଣ ନୂଆ ପଜିଟିଭ
Read More...

ବୌଦ୍ଧ : ଚିହ୍ନଟ ହେଲେ ନୂଆ ୪୭ କରୋନା ଆକ୍ରାନ୍ତ, ଡେଇଁଲା ୧୪୦୦

ବୌଦ୍ଧ: ଆଜି ପୁଣି ନୂତନ ୪୭ ଜଣ କରୋନା ଆକ୍ରାନ୍ତ ବୌଦ୍ଧ ଜିଲ୍ଲାରେ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି । ଆଜିର ୪୭ ଜଣ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆଜି ସୁଦ୍ଧା ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୧୪୧୬ ରେ ପହଞ୍ଚିଲା । ଜିଲ୍ଲାରେ ମୋଟ୍ ୯୪୧ ଜଣ
Read More...

ରାଜ୍ୟରେ ପୁଣି ୪୩୩୦ କରୋନା ପଜିଟିଭ ଚିହ୍ନଟ, ୧୦ ମୃତ

ଭୁବନେଶ୍ୱର : ଓଡିଶାରେ ଗତ ୨୪ ଘଣ୍ଟାରେ ୪୩୩୦ ଟି ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏଗୁଡିକ ମଧ୍ୟରୁ ୧୭୭୪ ଟି ସ୍ଥାନୀୟ ସଂକ୍ରମଣ ଥିବାବେଳେ ୨୫୫୬ ଟି ମାମଲା କ୍ୱାରାଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୧୦ ଜଣ କରୋନା ସଂକ୍ରମିତ ପ୍ରାଣ
Read More...

ଡଙ୍ଗେରୀ ଛକରେ ଦୁର୍ଘଟଣା ପ୍ରସଙ୍ଗ ଆମ୍ବୁଲାନ୍ସ ନେଲାନି ଶବ, ୧୨ ଘଣ୍ଟା ପରେ ଉଠିଲା ଶବ

ବାଲିଗୁଡ଼ା/ଦାରିଙ୍ଗିବାଡ଼ି,୨୦/୯: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା କିରୀକୁଟି ପଂଚାୟତ ୫୯ନଂ ଜାତୀୟ ରାଜପଥ ଡଙ୍ଗେରୀ ଛକ ନିକଟରେ ସଡକ ଦୁର୍ଘଟଣା । ମୋଟରସାଇକେଲ କୁ ଧକ୍କା ଦେଲା ସ୍କର୍ପିଓ । ଘଟଣାସ୍ଥଳରେ ମୋଟରସାଇକେଲ ଚାଳକ ଓ ପଛରେ ବସିଥିବା ବ୍ୟକ୍ତି ଉଭୟଙ୍କ ଘଟଣାସ୍ଥଳରେ ମୃତ୍ୟୁ
Read More...

ଆଇ.ଟି.ଆଇ ସ୍ଥାନାନ୍ତରକୁ ନେଇ ଛାତ୍ର ଛାତ୍ରୀ ଓ ଅଭିଭାବକ ଅସନ୍ତୋଷ !

ବୌଦ୍ଧ ,୨୦/୯- ବହୁ ବର୍ଷ ଧରି ବଉଦ ସହର ପୁରୁଣା ଜେଲ୍ ନିକଟରେ ଥିବା ଶିଳ୍ପ ତାଲିମ କେନ୍ଦ୍ର (ଆଇ.ଟି. ଆଇ.) କୁ ବୌଦ୍ଧ ଠାରୁ 15 କିଲୋମିଟର ଦୂର ବଘିଆପଡା ରାସ୍ତାର ଗୌଡଦେଇ ନିକଟକୁ ସ୍ଥାନାନ୍ତର ପାଇଁ ହେଉଥିବା ଉଦ୍ୟମକୁ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ବିରୋଧ କରୁଛନ୍ତି | ଉକ୍ତ
Read More...

ମୋଟରସାଇକେଲକୁ ଧକ୍କା ଦେଲା ସ୍କର୍ପିଓ,ଦୁଇ ମୃତ

ବାଲିଗୁଡ଼ା/ଦାରିଙ୍ଗିବାଡ଼ି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା କିରୀକୁଟି ପଂଚାୟତ ୫୯ନଂ ଜାତୀୟ ରାଜପଥ ଡଙ୍ଗେରୀ ଛକ ନିକଟରେ ସଡକ ଦୁର୍ଘଟଣା । ମୋଟରସାଇକେଲ କୁ ଧକ୍କା ଦେଲା ସ୍କର୍ପିଓ । ଘଟଣାସ୍ଥଳରେ ମୋଟରସାଇକେଲ ଚାଳକ ଓ ପଛରେ ବସିଥିବା ବ୍ୟକ୍ତି ଉଭୟଙ୍କ ଘଟଣାସ୍ଥଳରେ ମୃତ୍ୟୁ
Read More...

୧୬ ଖଣ୍ଡ କାଠ ପଟ୍ଟା ଜବତ

ବୌଦ୍ଧ / ମନମୁଣ୍ଡା ,୧୯/୯ : ବୌଦ୍ଧ ଡ଼ିଏଫଓ ଯଶୋବନ୍ତ ସେଠୀଙ୍କ ନିର୍ଦ୍ଦେଶ କ୍ରମେ ମନମୁଣ୍ଡା ବନ ବିଭାଗ ପକ୍ଷରୁ ଆଜି ଭୋର ୫ ଟା ସମୟରେ ମନମୁଣ୍ଡା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ବୁକୁରାମୁଣ୍ଡା ଗ୍ରାମର ରମେଶ ପ୍ରସାଦ ମିଶ୍ରଙ୍କ ଘରେ ଚଢ଼ାଉ କରି ୧୬ ଖଣ୍ଡ ସ।ଗୁଆନ ଓ ଗମ୍ଭାରୀ ପଟ୍ଟା ଜବତ
Read More...

କରୋନା ଭାଙ୍ଗିଦେଲା ଫୁଲବାଣୀ ବାର ଆସୋସିଏସନର ମେରୁଦଣ୍ଡ

ଫୁଲବାଣୀ: ବରିଷ୍ଠ ଆଇନଜୀବି ଏମ ଭି କ୍ରିଷ୍ଣ। ରାଓଙ୍କ ଦେହାନ୍ତ ହେବାର ଖବର ମନରୁ ଲିଭିଛି କି ନାହିଁ,ଆଜି ଆଉ ଏକ ଦୁଃଖଦ ଖବର ଶୁଣିବାକୁ ପଡିଲାଯେ ସମସ୍ତଙ୍କର ଅତି ପ୍ରିୟ ସୁରେଶ ଭାଇ ଆଉ ନାହାନ୍ତି। ସେ ଗତକାଲି ଭୁବନେଶ୍ୱରର କିମ୍ସ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ
Read More...