ଆବଶ୍ୟକରୁ କମ୍ ୟୁରିଆ ଯୋଗାଣ, କେମିତି ବାଣ୍ଟିବେ ଚିନ୍ତାରେ ପେକ୍ସ ସମ୍ପାଦକ
ବୌଦ୍ଧ,୧୮/୯ – ବୌଦ୍ଧ ଜିଲ୍ଲାରେ ୟୁରିଆ ସାରର ଘୋର ଅଭାବ । ଆବଶ୍ୟକତା ଠାରୁ କମ୍ ସାର ଆସିଥିବାରୁ ସାର ବସ୍ତାଟେ କିଣିବା ପାଇଁ ଚାଷୀକୁ ସଙ୍ଘର୍ଷ କରିବାକୁ ପଡୁଛି । ଚଳିତ ସପ୍ତାହରେ ଜିଲ୍ଲାକୁ କିଛି ସାର ଆସିଛି ଯାହା ସମୁଦ୍ରକୁ ଶଙ୍ଖୀଏ ପରି । ସାର ୩୦୦ ବସ୍ତାରେ ହଜାରେ ଚାଷୀ । ଏଭଳି!-->…
Read More...
Read More...