Yearly Archives

2020

ବୌଦ୍ଧ ଆଜି ରେକର୍ଡ ସଂଖ୍ୟକ ୯୪ ଆକ୍ରାନ୍ତ ଚିହ୍ନଟ, ସଂଖ୍ୟାହେଲା ୧୨୫୮

ବୌଦ୍ଧ,୧୭/୯- ବୌଦ୍ଧ ଜିଲାରେ ଆଜି ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୯୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଅଛି । ଆଜି ଚିହ୍ନଟଙ୍କ ମଧ୍ୟରେ ସର୍ବାଧିକ ଆକ୍ରାନ୍ତ ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ସରସରାର ୨୦ ଜଣ ରହିଥିବା
Read More...

ପୁଣି ରାଜ୍ୟରେ ଚିହ୍ନଟ ହେଲେ ୪୨୪୧ କରୋନା ପଜିଟିଭ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ୨୪ ଘଣ୍ଟା ମଧ୍ୟରେ ୪୨୪୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬୭୧୬୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ
Read More...

ଆଲୁମିନିୟମ କ୍ଷେତ୍ରରେ ଭାରତର ଆତ୍ମନିର୍ଭରଶୀଳତାକୁ ବଢ଼ାଇବା ପାଇଁ ବେଦାନ୍ତ କରୁଛି ବିଶ୍ୱସ୍ତରୀୟ ଇଞ୍ଜିନିୟରିଂ ଏବଂ…

ଝାରସୁଗୁଡା: ଇଂଜିନିୟରିଂ ଦିବସ ଅବସରରେ, ଦେଶର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଲିଃ, ଝାରସୁଗୁଡା ଆଲୁମିନିୟମ କ୍ଷେତ୍ରରେ ଦେଶର ଆତ୍ମନିର୍ଭରଶୀଳତା ତଥା ମହତ୍ତ୍ୱପୂର୍ଣ୍ଣ କ୍ଷେତ୍ରରେ କଞ୍ଚାମାଲ ଆବଶ୍ୟକତାକୁ ପୂରଣ କରିବା ଦିଗରେ ଶ୍ରେଷ୍ଠ ଶ୍ରେଣୀର ଇଂଜିନିୟରିଂ, ଟେକ୍ନୋଲୋଜି ଏବଂ
Read More...

ଆଠ ବର୍ଷର ନାବାଳିକା ଉପରେ ପରିବାରର ବୋଝ

ବୌଦ୍ଧ,୧୭/୯ - ବାପା ଦୁର୍ଘଟଣାରେ ଗୁରୁତର ହେବା ପରେ ଶଯ୍ୟାଶାୟୀ ଓ ମା ମାନସିକ ବିକାରଗ୍ରସ୍ତ l ଦୁଇ ଭାଇ ଭଉଣୀଙ୍କ ବୋଝ ଓ ବାପା ମା ଉଭୟଙ୍କ ସେବା ଦାୟୀତ୍ବ ଆଠ ବର୍ଷର ଝିଅ ଉପରେ l ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି ହରଭଙ୍ଗା ବ୍ଲକ୍ ରାଧାନଗର ଗ୍ରାମ ପଂଚାୟତର ସଦର ମହକୁମା ରାଧାନଗର ଗ୍ରାମ
Read More...

ନିର୍ମାଣ ଶ୍ରମିକ ସଂଗଠନର ବିଶ୍ୱକର୍ମା ପୂଜା

ବୌଦ୍ଧ / ବlଉଁଶୁଣୀ,୧୬/୭- ବୌଦ୍ଧ ବ୍ଲକ୍ ଖଲିଆପାଲି ଗ୍ରାମ ପଂଚାୟତର ଗୁଦୁଗୁଦା ଠାରେ ଅଲ୍ ଇଣ୍ଡିଆ ଟ୍ରେଡ ୟୁନିଅନ କଂଗ୍ରେସ ଦ୍ବାରା ସହବନ୍ଧିତ ବିଶ୍ୱକର୍ମା କୋଠାବାଡି ଓ ନିର୍ମାଣ ଶ୍ରମିକ ସଂଗଠନ ପକ୍ଷରୁ ବିଶ୍ୱକର୍ମା ପୂଜା ଆଜି ଅନୁଷ୍ଠିତ ହୋଇ ଯାଇଛି l ରକ୍ସା, ମନୁପାଲି, ଖଲିଆପାଲି
Read More...

କାର୍ ଧକ୍କାରେ ବାଇକ ଆରୋହୀ ଗୁରୁତର

ବୌଦ୍ଧ /ବlଉଁଶୁଣୀ,୧୬/୯- ଆଜି ଅପରାନ୍ହ ପ୍ରାୟ 3 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍ 57 ର ମନମୁଣ୍ଡା ଥାନା ଗୁଦୁଗୁଦା ନିକଟରେ ଗୋଟିଏ ଇନୋଭା କାର୍ ଧକ୍କାରେ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାନ୍ହ ପ୍ରାୟ 3 ଘଣ୍ଟା ସମୟରେ ମନମୁଣ୍ଡା ପଟରୁ
Read More...

କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ

କଣ୍ଟାବାଞ୍ଜି,୧୬/୯- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଓ ଟିଭି ପ୍ରତିନିଧି ଅନ୍ତିମ କୁମାର ପାଣିଗ୍ରାହୀଙ୍କୁ ମହିଳା ସରପଞ୍ଚ ଓ ତାଙ୍କ ସ୍ୱାମୀ ଙ୍କ ଦ୍ୱାରା ଦୁର୍ବ୍ୟବହାର ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।ସୂଚନା କ୍ରମେ ତୁରୀକେଲା ବ୍ଲକ ଝରାଣୀ ପଂଚାୟତ ରେ ପ୍ରବାସୀ ମାନକୁ 2000/
Read More...

ସ୍କୁଟି ଓ ବାଇକ ମଧ୍ୟରେ ମୁହଁlମୁହିଁ ଧକ୍କା, 2 ମୃତ 1 ଗୁରୁତର

ବୌଦ୍ଧ,୧୬/୯- ଆଜି ଅପରାନ୍ହ ସମୟରେ ଛତ୍ରଙ୍ଗ - ହରଭଙ୍ଗା ରାସ୍ତାର ହରଭଙ୍ଗା + 2 କଲେଜ୍ ସାମ୍ନାରେ ଗୋଟିଏ ସ୍କୁଟି ଓ ବାଇକ ମଧ୍ୟରେ ମୁହଁlମୁହିଁ ଧକ୍କା ଦେବାରୁ 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ବୌଦ୍ଧ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି l ମିଳିଥିବା
Read More...

ସମ୍ବଲପୁର ରେଳ ମଣ୍ଡଳରେ ସ୍ୱଚ୍ଛତା ପାକ୍ଷିକ ଆୟୋଜନ

ସମ୍ବଲପୁର: ସମ୍ବଲପୁର ରେଳ ମଣ୍ଡଳରେ ସ୍ୱଚ୍ଛ ରେଳ ସ୍ୱଚ୍ଛ ଭାରତ ସ୍ୱଚ୍ଛତା ପାକ୍ଷିକ ୧୬ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୦ ମଧ୍ୟରେ ଆୟୋଜନ କରାଯାଉଅଛି । ଏହି ଅବସରରେ ସ୍ୱଚ୍ଛତା ପାକ୍ଷିକର ବିଭିନ୍ନ ଦିବସରେ ସ୍ୱଚ୍ଛ ସଚେତନତା, ସ୍ୱଚ୍ଛ ସମ୍ମାନ, ସ୍ୱଚ୍ଛ ଷ୍ଟେସନ, ସ୍ୱଚ୍ଛ ରେଳଗାଡି,
Read More...

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ : ୭ଗିରଫ, ମୋଟରସାଇକେଲ ସହ ପିକ୍‌ଅପ୍ ଭ୍ୟାନ୍ ଓ କାର୍ ଜବତ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା କ.ନୂଆଗାଁ ପୋଲିସ୍ କୁ ବଡ଼ ସଫଳତା । କ.ନୂଆଗାଁ ଥାନା ଅଂଚଳରୁ ବ୍ରହ୍ମପୁର ଦେଇ କଲିକତାକୁ ଗଞ୍ଜେଇ ଚୋରାଚାଲାଣ ବେଳେ ପୋଲିସ ପକ୍ଷରୁ ଚଢ଼ାଉ । ୧୧୩କେଜି ୫୦୦ଗ୍ରାମ୍ ଗଞ୍ଜେଇ ସହ ୭ଜଣ ଗଞ୍ଜେଇ ମାଫିଆ ଗିରଫ । ଚାଲାଣକାରୀଙ୍କ ନିକଟରୁଗୋଟିଏ ମୋଟରସାଇକେଲ,ଗୋଟିଏ
Read More...