Yearly Archives

2020

ଗାଶାଣୀ ବ୍ଳକର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୋଭିଡ ଯୋଦ୍ଧାଙ୍କ ଦେହାନ୍ତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକର କାର୍ଯ୍ୟରତ ଥିବା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଭିମନ୍ୟୁ ସାହୁଙ୍କ ଗତକାଲି ସକାଳ ୧୧ ଟା ସମୟରେ ଦେହାନ୍ତ ହୋଇ ଯାଇଛି । ଗତ୨୬ ତାରିଖରେ କୋଭିଡ ପଜିଟିଭ ଆସିଥିବାରୁ ତାଙ୍କୁ ଆର ସୀତାପୁର ସ୍ଥିତ କୋଭିଡ ହସ୍ପିଟାଲରେ ପ୍ରଥମେ
Read More...

ଭାରସାମ୍ୟ ହରାଇ ଘରକୁ ଧକ୍କା ଦେଲା ଟ୍ରକ

ବୌଦ୍ଧ : ଜାତୀୟ ରାଜପଥ ନମ୍ବର୍ ୫୭ର ଆଡେନିଗଡ ନିକଟରେ ଆଜି ଭୋର ସମୟରେ ଗୋଟିଏ ଥଣ୍ଡା ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ୱରରୁ ବଲାଙ୍ଗୀରକୁ ଯାଉଥିବା କୋଲ୍ଡ ଡ୍ରିକ୍ସ ବୋଝେଇ ଟ୍ରକ ଓଡି ୦୨ ବିଏଫ ୬୮୭୭ ଭାରସାମ୍ୟ ହରାଇ ଆଡେନିଗଡ
Read More...

ହୀରାଞ୍ଚଳ ପ୍ରଭାବ : କୃଷ୍ଣଚନ୍ଦ୍ରଙ୍କ ପରିବାରକୁ ମିଳିଲା ସରକାରୀ ସହାୟତା

କ.ନୂଆଗାଁ-କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କ.ନୂଆଗାଁ ବ୍ଲକ୍ ଅଧିନସ୍ଥ ବଣ୍ଡଗୁଡା ପଞ୍ଚାୟତର କୃଷ୍ଣଚନ୍ଦ୍ର ସାହୁଙ୍କ ବାସଗୃହଟି ଗତ ଲଘୁଚାପ ବର୍ଷାରେ କାନ୍ଥ ଭାଙ୍ଗି ନଷ୍ଟ ହୋଇଯାଇଥିଲା । ଏ ସମ୍ପର୍କରେ ଗତ ୦୯/୦୮/୨୦୨୦ ତାରିଖରେ ହୀରାଞ୍ଚଳରେ ପ୍ରଥମେ ଖବର ପ୍ରକାଶ ପାଇଥିଲା । ଖବର ପ୍ରକାଶ ପରେ
Read More...

ରେଳ ଧାରଣାର ନିରୀକ୍ଷଣ ଓ ଜରୁରୀ ମରାମତି ପାଇଁ ସମ୍ବଲପୁର ମଣ୍ଡଳଦ୍ୱାରା ରେଳ ବାଇସାଇକଲର ବ୍ୟବହାର

ସମ୍ବଲପୁର: ରେଳଧାରଣାର ନିରୀକ୍ଷଣ, ଯାଞ୍ଚ ଓ ମରାମତି କରିବା ପାଇଁ ଭାରତୀୟ ରେଳବାଇ ଦ୍ୱାରା ଅଭିନବ ରେଳ ବାଇସାଇକଲ ପରିକଳ୍ପନା କରାଯାଇଅଛି । ରେଳଧାରଣାର ଦୈନିକ ମରାମତି ପାଇଁ ରେଳ କର୍ମଚାରୀମାନଙ୍କୁ କାର୍ଯ୍ୟରେ ସହାୟକ ହେବ । ଏହି ରେଳ ବାଇସାଇକଲ ସମ୍ବଲପୁର ମଣ୍ଡଳର ସମ୍ବଲପୁର,
Read More...

ଘର ଭିତରୁ ଉଦ୍ଧାର ହେଲା ଗୋଖର ନାଗ

ବୌଦ୍ଧ : ବୌଦ୍ଧ ଜିଲ୍ଲା ମନମୁଣ୍ଡା ବନ ରେଞ୍ଜ ଅନ୍ତର୍ଗତ ଭାଲିଆପଦର ଗ୍ରାମର ଉତ୍ତମ ମହଲାଙ୍କ ଘରୁ ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ ତଥା ସାପ ଧରାଳୀ ଦାଶରଥି ମେହେର ଗୋଟିଏ ଗୋଖର ନାଗ ସାପ ସାପ ଉଦ୍ଧାର କରିଛନ୍ତି । ପରେ ମନମୁଣ୍ଡା ରେଞ୍ଜ ଅଧିକାରୀ ନାରୟଣ ସ୍ୱାଇଁଙ୍କ ତତ୍ୱାବଧାନରେ ସାପକୁ
Read More...

କନ୍ଧମାଳରେ ପୁଣି ୮୫ କରୋନା ପଜିଟିଭ ଚିହ୍ନଟ

କନ୍ଧମାଳ: କନ୍ଧମାଳରେ ପ୍ରତିଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଆଜି କନ୍ଧମାଳ ରେ ପୁଣି ୮୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ତେବେ ଆଜିର ସଂକ୍ରମିତମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୨୬୦୫ ରେ ପହଂଚିଛି ।ସେଥିରୁ ଆଜି ପର୍ଯ୍ୟନ୍ତ ୨୧୮୯ ଜଣ ସୁସ୍ଥ ହୋଇ ସେମାନଙ୍କ
Read More...

ସାର ପାଇଁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରିଲେ ଚାଷୀ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ୟୁରିଆ ସାରର ବ୍ୟାପକ କଳାବଜାର ଯୋଗୁଁ ଚାଷୀ ସାର ପାଉନଥିବା ଅଭିଯୋଗ କରିବା ସହ ଆବଶ୍ୟକ ସାର ଯୋଗାଇ ଦେବା ଦାବିରେ ଆଜି ଶତାଧିକ ଚାଷୀ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଓ କରିଥିଲେ । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ହରଭଙ୍ଗା ବ୍ଲକ୍
Read More...

କ୍ଷୟକ୍ଷତି ଆକଳନ କଲେ ହରଭଙ୍ଗା ତହସିଲଦାର, କହିଲେ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବ

ହରଭଙ୍ଗା : ସଂପ୍ରତି ହରଭଙ୍ଗା ବ୍ଲକ ଅଂଚଳରେ ଘଟିଯାଇଥିବା ଲଘୁଚାପଜନିତ ଲଗାଣ ବର୍ଷା ଓ ବନ୍ୟାରେ ହରଭଙ୍ଗା ବ୍ଲକର ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଆଜି ହରଭଙ୍ଗା ତହସିଲଦାର ହରିଓଁ ଭୋଇ ହରଭଙ୍ଗା ତହସିଲ ଅଂଚଳର ହରଭଙ୍ଗା, କୁଶଙ୍ଗ, ସାମ୍ପୋଚ, ଧଳପୁର ଆଦି ୯ଟି ପଞ୍ଚାୟତର କ୍ଷତିଗ୍ରସ୍ତ
Read More...

ସୁରେନ ଓରାମ ମୃତ୍ୟୁ ମାମଲାର ତଦନ୍ତ ପାଇଁ ଓଡିଶା ମାନବାଧିକାର ଆୟୋଗକୁ ଅନୁରୋଧ

ସମ୍ବଲପୁର : ସ୍ଥାନୀୟ ବରେଇପାଲି (ତେନ୍ତେଲପଡା) ନିବାସୀ ସୁରେନ ଓରାମ (୫୩)ର ଗତକାଲି ଲିଭର ରୋଗରୁ ମୃତ୍ୟୁ ହୋଇଯାଇଛି । ସେ ଆଦିବାସୀ ସମ୍ପ୍ରଦାୟର ବ୍ୟକ୍ତି ହେବା ସହିତ ଆର୍ଥିକ ଦୃଷ୍ଟିରୁ ଅତ୍ୟନ୍ତ ଗରିବ ଥିବାରୁ ବହୁଦିନରୁ ଲିଭର ରୋଗରେ ପଡି ଯନ୍ତ୍ରଣା ଭୋଗ କରୁଥିଲେ ସୁଦ୍ଧା ତାଙ୍କର
Read More...

ସମ୍ବଲପୁର ଜିଲ୍ଲାରେ ୭୯ ଜଣ ନୂଆ ପଜିଟିଭ ଚିହ୍ନଟ

ସମ୍ବଲପୁର : ପ୍ରଶାସନିକ ସୂଚନା ଅନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲାରେ ୭୯ ନୂଆ ପଜିଟିଭ ଚିହ୍ନଟ କରାଯାଇଛି ଓ ଏମାନଙ୍କୁ ମିଶାଇ କରୋନା ଆକ୍ରାନ୍ତଙ୍କ ମୋଟ ସଂଖ୍ୟା ୩୫୩୯ ହୋଇଛି । ତାଜା ସ୍ଥିତି ଅନୁସାରେ ଏମାନଙ୍କ ମଧ୍ୟରୁ ୧୫ ଜଣ ମୃତ ଓ ୨୬୯୩ ଜଣ ସୁସ୍ଥ ହୋଇ ଘରକୁ ଫେରିବା
Read More...