ସମ୍ବଲପୁରରେ ଆଜି ନୂଆ ୭୮ ଜଣ ପଜିଟିଭ ଚିହ୍ନଟ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୮୪ରେ ପହଞ୍ଚିଛି
ସମ୍ବଲପୁର,୨/୯- ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୭୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ଏମାନଙ୍କୁ ମିଶାଇ ଜିଲ୍ଲାରେ ଏପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା ୨୯୮୪ରେ ପହଞ୍ଚିଛି । ଜିଲ୍ଲାରେ କରୋନା ମୃତ୍ୟୁକୁ ନେଇ ବାରମ୍ବାର ବିଭ୍ରାନ୍ତିକର ତଥ୍ୟ ସାମନାକୁ ଆସିବା ଓ ଏବିଷୟରେ ସ୍ଥାନୀୟ ବିଧାୟକ!-->…
Read More...
Read More...