Yearly Archives

2020

ପାରଳାଖେମୁଣ୍ଡିରେ ଆରମ୍ଭ ହେଲା ଫିଭର କ୍ଲିନିକ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳା ପୌର ପରିଷଦରେ କରୋନା ସଂକ୍ରମଣ ବୃଦ୍ଧିପାଉ ଥିବାରୁ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ପାରଳାଖେମୁଣ୍ଡି ସହରର ୧୬ ଟି ୱାର୍ଡ଼ରେ ୧୬ଟି ଫିଭର କ୍ଲିନିକ ସ୍ଥାପନ କରାଯାଇଛି । ଏହି କେନ୍ଦ୍ର ଗୁଡ଼ିକ ସ୍ୱତନ୍ତ୍ର ତାଲିମ ପ୍ରାପ୍ତ ମେଡ଼ିକାଲ
Read More...

ରାଇକିଆ ପୋଲିସର ନିରୀହ ନାଗରିକ ଉପରେ ଅତ୍ୟାଚାର

କନ୍ଧମାଳ-କନ୍ଧମାଳ ଜିଲ୍ଲାର ରାଇକିଆ ପୋଲିସର ସାଧାରଣ ନୀରିହ ନାଗରିକ ଉପରେ ଅତ୍ୟାଚାର ଥମୁନି । ପୁଣି ଜଣେ ଅତ୍ୟାବଶ୍ୟକ ସାମଗ୍ରୀ ଓମଫେଡ଼ କ୍ଷୀର ଭ୍ୟାନ ଡ୍ରାଇଭରଙ୍କୁ ରାଇକିଆ ଥାନା ପୋଲିସ ମାଡ ମାରୁଥିବା ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରଲ ହୋଇ ଚର୍ଚ୍ଚାକୁ ଆସିଛି । ରାଇକିଆ ଥାନାରେ
Read More...

ଦୀର୍ଘ ୧୪ ବର୍ଷ ପରେ ମନର କ୍ଷୋଭ କଥା କହିଲେ ଗାଙ୍ଗୁଲି

କୋଲକାତା: ୨୦୦୭ରେ ବର୍ତ୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏକ ଦୁଃଖଦ ଅନୁଭୂତି ପାଇଥିଲେ । ସେହିବର୍ଷ ବିପୁଳ ସ୍କୋର କରିଥିଲେ ମଧ୍ୟ ସେ ଜାତୀୟ ଦିନିକିଆ ଦଳରୁ ବାଦ୍ ପଡ଼ିଥିଲେ । କାହିଁକି ବାଦ୍ ପଡ଼ିଥିଲେ ତାହା ମଧ୍ୟ ବୁଝିବା ତାଙ୍କ ପକ୍ଷେ ସମ୍ଭବ ନଥିଲା । ଦୀର୍ଘ ୧୪ ବର୍ଷର
Read More...

ଦୁଇ ଓଭରଲୋଡ୍ ଟ୍ରକ ଜବତ କଲା ଏନଫୋର୍ସମେଣ୍ଟ ସ୍କ୍ୱାଡର଼୍

ଚଣ୍ଡିଖୋଲ :ଦୀର୍ଘଦିନ ପରେ ଚଣ୍ଡିଖୋଲ ଆଂଚଳିକ ପରିବହନ କାର୍ଯ୍ୟାଳୟ ଏନଫୋର୍ସମେଂଟ ବିଭାଗ ପକ୍ଷରୁ ତନଖି ଆରମ୍ଭ କରାଯାଇଛି । ଗୁରବାର ଦିନ ବିଭାଗର ଟ୍ରାଫିକ ଇନସପେକ୍ଟରଙ୍କର ତତ୍ୱବଧାନରେ ଦୁଇଟି ଓଭରଲୋଡ ଗାଡି ଜବତ କରାଯିବା ସହ ଏକ ଲକ୍ଷ ୧୯ ହଜାର ଟଙ୍କା ଜୋରିମାନ କରାଯାଇଛି । ୫୩ନଂ ଜାତୀୟ
Read More...

ମର୍ଜାକୁଦ୍ ଘାଟରେ ବୁଡିଲା ଡଙ୍ଗା, ୨ଜଣ ଅଳ୍ପକେ ବର୍ତ୍ତିଲେ

ବୌଦ୍ଧ - ଆଜି ଦିନ ୧ ଘଣ୍ଟା ସମୟରେ ବୌଦ୍ଧ ପଟରୁ ମର୍ଜାକୁଦ୍ ଆଡକୁ ଯାଉଥିବା ସାର ବୋଝେଇ ଗୋଟିଏ ଛୋଟ ଡଂଗା ମହାନଦୀର ମର୍ଜାକୁଦ୍ ଘାଟରେ ଭାରସାମ୍ୟ ହରାଇ ବୁଡି ଯାଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ମର୍ଜାକୁଦର ଦୁଇ ଜଣ ଚାଷୀ ବୌଦ୍ଧ ସେବା ସମବାୟ ସମିତିରୁ ଖରିଫ ଧାନ
Read More...

ଗୋରୁ ଗୁହାଳ ସାଜିଛି ଅର୍ଦ୍ଧନିର୍ମିତ ଗୋଷ୍ଠୀ କେନ୍ଦ୍ର

ବୌଦ୍ଧ : ବୌଦ୍ଧ ବ୍ଲକ୍ ଲକ୍ଷ୍ମୀପ୍ରସାଦ ଗ୍ରାମ ପଂଚାୟତର ଗୁଢୀଆଳି ଗ୍ରାମରେ ବୌଦ୍ଧ ପଂଚାୟତ ସମିତି ତରଫରୁ ପଶ୍ଚିମ ଓଡିଶା ବିକାଶ ପରିଷଦର ପାଞ୍ଚ ଲକ୍ଷ ଟଙ୍କାର ଅନୁଦାନରେ ଗୋଟିଏ ଗୋଷ୍ଠୀ କେନ୍ଦ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଆଜକୁ ପ୍ରାୟ ୩ ବର୍ଷ ତଳେ ଏହି ଗୋଷ୍ଠୀ କେନ୍ଦ୍ରର
Read More...

ବୌଦ୍ଧ : ୬ ଗୋଟି କଣ୍ଟେନମେଣ୍ଟ ଜୋନର ଅବଧି ବୃଦ୍ଧି କଲା ପ୍ରଶାସନ

ବୌଦ୍ଧ,୧୭/୭- ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଂଚଳରେ ଲୋକାଲରୁ କରୋନା ପଜିଟିଭ ଚିହ୍ନଟ ହେବା ପରେ ଅନେକ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରା ଯାଇଥିଲା । ଅନେକ ସ୍ଥାନରେ ଆଜି କଣ୍ଟେନମେଣ୍ଟ ଅବଧି ସରି ଯାଇଥିବା ଯୋଗୁଁ ପୁନଃ ସଂକ୍ରମଣର ଆଶଙ୍କା କରି ଜିଲ୍ଲାର ୬ ଗୋଟି ସ୍ଥାନର
Read More...

ଭାଜପାର ନିର୍ବାଚିତ ପ୍ରତିନିଧିମାନଙ୍କ ସହିତ ସମ୍ବଲପୁର ଜିଲ୍ଲାପାଳଙ୍କ ଆଲୋଚନା

ସମ୍ବଲପୁର : ବର୍ତ୍ତମାନ ସମ୍ବଲପୁର ପ୍ରବାସରେ ଥିବା ସାଙ୍ଘସଦ ନୀତେଶ ଗଙ୍ଗଦେବଙ୍କ ନେତୃତ୍ୱରେ ବିଧାୟକ ଦ୍ୱୟ ଜୟ ନାରାୟଣ ମିଶ୍ର ଓ ନାଉରୀ ନାଏକ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ ଆଜି ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକସେନାଙ୍କୁ ଭେଟି ବିଭିନ୍ନ ସ୍ଥାନୀୟ ପ୍ରସଙ୍ଗ ଉପରେ
Read More...

ଡ଼ା. ପାଣିଗ୍ରାହୀ ସାଧାରଣ ସମ୍ପାଦକ ମନୋନୀତ

ସମ୍ବଲପୁର: ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ସାଙ୍ଗଠନିକ ବ୍ୟବସ୍ଥାରେ ୩୬ଜଣଙ୍କୁ ରାଜ୍ୟସ୍ତରୀୟ ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତି ଦେବା ସହ ଦାୟିତ୍ୱ ବଣ୍ଟନ କରିଛନ୍ତି । ଏଥିରେ ସମ୍ବଲପୁରର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ସାଧାରଣ
Read More...

୩ଟି ନୂଆ ସହିତ ମହାନଗର ଅଂଚଳରେ ୬ଟି କଣ୍ଟେନମେଣ୍ଟ ଜୋନ ଘୋଷିତ: ଆଜି ୭ଜଣ ନୂଆ ପଜିଟିଭ ଚିହ୍ନଟ; ଶିକ୍ଷାନଗରୀ ବୁର୍ଲାରେ…

ସମ୍ବଲପୁର : ସମ୍ବଲପୁର ମହାନଗର ନିଗମ ଅଂଚଳରେ କରୋନାର କାୟା ଧିରେ ଧିରେ ବିସ୍ତାର ହେଉଛି । ଆଜି ୭ଟି ନୂଆ ପଜିଟିଭ ଚିହ୍ନଟ ସହିତ ମୋଟ ସଂଖ୍ୟା ୧୩୬ରେ ପହଂଚିଛି ଓ ଏମାନଙ୍କ ମଧ୍ୟରୁ ୧୦୬ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ବାକି ୩୦ ଜଣଙ୍କ ଚିକିତ୍ସା ଚାଲିଛି । ଆଜିକାର ଚିହ୍ନଟଙ୍କ ମଧ୍ୟରୁ
Read More...