Yearly Archives

2020

ମାସେ ମଧ୍ୟରେ ଚିକେନ୍ ବିକ୍ରେତାଙ୍କୁ ସ୍ଥାନ ଯୋଗାଇ ଦେବ ଏନଏସି

ବୌଦ୍ଧ,୧୩/୭ : ରାସ୍ତା ପାର୍ଶ୍ୱରେ ଚିକେନ୍ କାଟିବାକୁ ବୌଦ୍ଧ ଏନଏସି ବାରଣ କରିଥିଲା ଓ କିଛି ଦୋକାନୀମାନଙ୍କୁ ଜରିମାନା ମଧ୍ୟ କରିଥିଲା । ବୌଦ୍ଧ ସହରର ଚିକେନ୍ ବିକ୍ରେତାମାନେ ଗତକାଲି ଏହାର ପ୍ରତିବାଦ କରି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ସେମାନଙ୍କ ପାଇଁ କୌଣସି
Read More...

ପୁରୁଣାକଟକକୁ ୭୨ ଘଣ୍ଟା ସଟ୍‌ଡାଉନ୍ କଲେ ସରପଞ୍ଚ

ବୌଦ୍ଧ,୧୩/୭ : ଆଜି ବୌଦ୍ଧ ଜିଲ୍ଲାରେ ୭ ଜଣଙ୍କ ଦେହରେ କରୋନା ପଜିଟିଭ ବାହାରିଥିବା ବେଳେ ସେଥିମଧ୍ୟରୁ ପୁରୁଣାକଟକର ଦୁଇ ଜଣ ବ୍ୟକ୍ତି ଆକ୍ରାନ୍ତ ଥିବା ଜଣାପଡିଛି । ସେଥିପାଇଁ ଆଜି ଖବର ପାଇବା ପରେ ପୁରୁଣାକଟକକୁ ସ୍ଥାନୀୟ ସରପଞ୍ଚ ଭବାନୀବାଳା କହଁର ଓ ସ୍ଥାନୀୟ ପ୍ରଶାସନ ୭୨ ଘଣ୍ଟା ପାଇଁ
Read More...

ସାରା ଅଲ୍ଲି ଖାଁଙ୍କ ଡ୍ରାଇଭରକୁ କରୋନା

ମୁମ୍ବାଇ : ଫିଲ୍ମ ଜଗତରେ ଲଗାତାର କରୋନା ଭାଇରସ ସଂକ୍ରମଣ ଜାରି ରହିଛି । ବଚ୍ଚନ ପରିବାର ଓ ଅନୁପର ଖେରଙ୍କ ପରିବାର ପରେ ଏବେ ଅଭିନେତ୍ରୀ ସାରା ଅଲ୍ଲି ଖାଁଙ୍କ ଡ୍ରାଇଭର ମଧ୍ୟ କରୋନା ରୋଗରେ ସଂକ୍ରମିତ ହୋଇଛନ୍ତି । ଏହାର ସୂଚନା ଅଭିନେତ୍ରୀ ନିଜେ ତାଙ୍କର ଇଷ୍ଟ୍ରାଗ୍ରାମ ଆକାଉଣ୍ଟ ଜରିଆରେ
Read More...

ବୃକ୍ଷ ରୋପଣ ଓ ମାସ୍କ୍ ବଣ୍ଟନ କରି ବିବାହ ବାର୍ଷିକ ଉତ୍ସବ ପାଳନ

ମହାବୀର ମଲ୍ଟି ଜିମ୍ର ପ୍ରତିଷ୍ଠାତା ତଥା ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ଉପସଭାପତି ଅକ୍ଷୟ କୁମାର ସ୍ବାଇଁ ଓ ଲକ୍ଷ୍ମୀପ୍ରିୟା ସାହୁଙ୍କ ୪ର୍ଥ ବିବାହ ବାର୍ଷିକ ଉପଲକ୍ଷେ ୱାର୍ଡ ନମ୍ବର ୫ , ସତ୍ୟବିହାର ଶିବମନ୍ଦିର ପରିସରରେ ୨୦ଗୋଟି ବୃକ୍ଷ ରୋପଣ କରାଯିବା ସହିତ କରୋନା ସଚେତନତା
Read More...

ନତାଶା ସେୟାର କଲେ ବେବି ବମ୍ପ ଫଟୋ, ହାର୍ଦ୍ଦିକଙ୍କୁ ଦେଲେ ଏହି ଖାସ୍ ମେସେଜ୍‌

ନୂଆଦିଲ୍ଲୀ : କିଛି ଦିନ ପୂର୍ବରୁ ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳି ହାର୍ଦ୍ଦିକ୍ ପାଣ୍ଡ୍ୟା ଏକ ଖୁସି ଖବର ଜଣାଇଥିଲେ । ହାର୍ଦ୍ଦିକ ଜଣାଇଥିଲେ ଯେ, ସେ ଖୁବଶୀଘ୍ର ବାପା ହେବାକୁ ଯାଉଛନ୍ତି । ଏହାପରେ ତାଙ୍କୁ ବହୁ କ୍ରିକେଟର ଓ ସମର୍ଥକ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏବେ ହାର୍ଦ୍ଦିକଙ୍କ
Read More...

ଆସାମ ବନ୍ୟା : ବଢିପାଣିରେ ପଶି ଲୋକଙ୍କ ଜୀବନ ବଞ୍ଚାଉଛନ୍ତି ଏହି ବିଧାୟକ, ଭିଡିଓ ହେଲା ଭାଇରାଲ

ନୂଆଦିଲ୍ଲୀ : ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଆସାମ ସରକାରର ଜଣେ ବିଧାୟକ ମୃଣାଳ ସୈକିୟା ସୁଦୁର ଗାଁରେ ବଢିପାଣିରେ ପଶି ଲୋକଙ୍କୁ ସାହାଯ୍ୟ କରୁଥିବା ଦେଖିବାକୁ ମିଳୁଛି । ଆସାମରେ ଏହି ସମୟରେ ୨୪ ଜିଲ୍ଲାର ୨,୦୧୫ ଗାଁର ୧୩ଲକ୍ଷ ଲୋକ ପ୍ରଭାବିତ
Read More...

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ପାର୍‌, ୨୪ ଘଣ୍ଟାରେ ୨୮,୪୯୮ ନୂଆ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ : ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାର ନା ଧରୁନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୮,୪୯୮ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା ୯ଲକ୍ଷକୁ ଅତିକ୍ରମ କରିଛି । ଏହି ସମୟ ମଧ୍ୟରେ ୫୫୩ ରୋଗୀ ମୃତ୍ୟୁବରଣ କରିଛନ୍ତି । ମୋଟ ମୃତ୍ୟୁ ସଂଖ୍ୟା
Read More...

ସୁବର୍ଣ୍ଣପୁରରେ ମାଇକ୍ରୋ ଲୋକ ଅଦାଲତ

ସୋନପୁର, ୧୪/୭ : ମୋଟରଯାନ ଦୁର୍ଘଟଣାଜନିତ କ୍ଷତିପୂରଣ ମାମଲା ସଂବନ୍ଧିତ ଏକ ମାଇକ୍ରୋ ଲୋକ ଅଦାଲତ ସ୍ଥାନୀୟ ସିଭିଲକୋଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । କରୋନା କଟକଣାକୁ ଦୃଷ୍ଟିରେ ରଖି ସାମାଜିକ ଦୁରତା ଅବଲମ୍ବନ କରି ଅନୁଷ୍ଠିତ ହୋଇଥିବା ଏହି ଲୋକ ଅଦାଲତ ରେ ଜିଲ୍ଲା ଦୌରାଜଜ୍ ଅରୁଣ କୁମାର
Read More...

ନିୟନ୍ତ୍ରଣ ବାହାରକୁ ଯାଉଛି କରୋନା, ବୌଦ୍ଧରେ ପୁଣି ବାହାରିଲା ୭ ପଜିଟିଭ

ବୌଦ୍ଧ,୧୩/୭ - ଆଜି ୭ କରୋନା ପଜିଟିଭ ବୌଦ୍ଧ ଜିଲ୍ଲାରେ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି । ପୁର୍ବରୁ ୫୩ ଜଣ ବ୍ୟକ୍ତିଙ୍କୁ କରୋନା ସଂକ୍ରମଣ ହୋଇଥିବା ବେଳେ ଆଜିର ନୂତନ ୭ ପଜିଟିଭକୁ ମିଶାଇଲେ ମୋଟ୍ ପଜିଟିଭ ସଂଖ୍ୟା ୬୦ରେ ପହଞ୍ଚିଛି ।ପୂର୍ବରୁ ଗୋଟିଏ
Read More...

ରାଜ୍ୟରେ ପୁଣି ୫୪୩ ନୂଆ ପଜିଟିଭ ଚିହ୍ନଟ, ୪ ମୃତ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଆଜି ରାଜ୍ୟରେ ୫୪୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪ଜଣ ଏହି ବିଶ୍ୱ ମହାମାରୀ ରୋଗରେ ମୃତ୍ୟୁବରଣ କରିଛନ୍ତି । ଏଥିସହ ରାଜ୍ୟରେ ମୃତ୍ୟୁସଂଖ୍ୟା ୭୪କୁ ବୃଦ୍ଧି ପାଇଛି । ଆଜି
Read More...