Yearly Archives

2020

ଲଘୁ ବନଜାତ ଦ୍ରବ୍ୟ ବିକ୍ରି ପାଇଁ ସଚେତନତା ରଥ

ସମ୍ବଲପୁର :ଲଘୁବନଜାତ ଦ୍ରବ୍ୟସ°ଗ୍ରହ ଓ ବିକ୍ରି ଯୋଗେ ଜୀବିକା ନିର୍ବାହ କରୁଥିବା ବନବାସୀ ଓ ଆଦିବାସୀ ଙ୍କୁ ଏବିଷୟରେ ସଚେତନ କରିବା ପାଇଁ ପ୍ରଶାସନ ପକ୍ଷରୁ ଏକ ସଚେତନତା ରଥ ବାହାର କରାଯାଇଛି । ସମ୍ବଲପୁର ଜିଲ୍ଲା ବନାଧିକାରୀ ସଞ୍ଜୀତ କୁମାର ଗତକାଲି ସ୍ଥାନୀୟ ଜିଲ୍ଲାପାଳ ଙ୍କ
Read More...

ବୌଦ୍ଧ ଜିଲ୍ଲାରେ ଆହୁରି ୧୬୫ ନମୂନା ରିପୋର୍ଟକୁ ଅପେକ୍ଷା

ବୌଦ୍ଧ : ଗତକାଲି ଜିଲ୍ଲା ପ୍ରଶାସନ ବୌଦ୍ଧ ଜିଲ୍ଲାର କରୋନା ସଂପର୍କିତ ଅପଡେଟ୍ ପ୍ରେସ ବିବୃତି ମାଧ୍ୟମରେ ପ୍ରକାଶ କରିଛି । ଗତ ତା.୩.୫.୨୦ ରିଖଠାରୁ ୧୮.୫.୨୦୨୦ରିଖ ମଧ୍ୟାହ୍ନ ୧୨.୩୦ ମି.ସୁଦ୍ଧା ବିଭିନ୍ନ ରାଜ୍ୟରୁ ଜିଲ୍ଲାକୁ ୮୧୭ ଜଣ ପ୍ରବାସୀ ଶ୍ରମିକ ଫେରିଥିବା ସୂଚନା ଦେଇଛି ।
Read More...

ପୁଣି ଘୁଞ୍ଚିଲା ମାଟ୍ରିକ ମୂଲ୍ୟାୟନ

ସୁପର୍ ସାଇକ୍ଲୋନ ପାଇଁ ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ ମୂଲ୍ୟାୟନ କୁ ସ୍ଥଗିତ ରଖାଯାଇଛି। ଗତକାଲି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସି ସମ୍ଭାବ୍ୟ ବାତ୍ୟା ପାଇଁ ୨୦ ପରିବର୍ତ୍ତେ ୨୧ ତାରିଖରୁ ମାଟ୍ରିକ
Read More...

ହଜାରେ ନିକଟତର ହେଲା ରାଜ୍ୟର କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ମୃତକଙ୍କ ସଂଖ୍ୟା ୫କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଆଜି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । କଟକ ଜିଲ୍ଲାର ୭୫ବର୍ଷ ବୟସର ଜଣେ ବୃଦ୍ଧ ବୋଲି ଜଣାପଡିଛି । ସେ ଭୁବନେଶ୍ୱରର ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।ରାଜ୍ୟରେ ମୃତକଙ୍କ ସଂଖ୍ୟା 5କୁ
Read More...

ଦୟନୀୟ ହେଉଛି ପ୍ରବାସୀଙ୍କ ସ୍ଥିତି ଭୋକ ଉପାସରେ ପଡିରହିଛନ୍ତି ଇରୋଡ ଷ୍ଟେସନ ବାହାରେ

ବୌଦ୍ଧ,:ପ୍ରବାସୀ ଶ୍ରମିକ ମାନଙ୍କୁ ଓଡିଶାକୁ ଫେରାଇ ଆଣିବାପାଇଁ ରାଜ୍ୟସରକାର ଘୋଷଣା କରିବାପରେ ବାହାରେ ରହୁଥିବା ଓଡିଆ ଶ୍ରମିକଙ୍କ ମନରେ ଘରକୁ ଫେରିବାର ଆଶା ସଂଚାର ହୋଇଥିଲା । ହେଲେ ଏବେ ତାହା ଧୂଆଁବାଣରେ ପରିଣତ ହୋଇଛି । ପ୍ରବାସୀ ଶ୍ରମିକଙ୍କ ସ୍ଥିତି ଦୟନୀୟ ହେବାରେ ଲାଗିଛି ।
Read More...

ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ ଅମ୍ଫନ

ଭୁବନେଶ୍ୱର : ମହାବାତ୍ୟ ରୂପ ନେଇଥିବା ଅମ୍ଫନ ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ । ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୋମବାର ଏହି ସୂଚନା ଦେଇଛନ୍ତି । ମହାବାତ୍ୟା ୨୦ ତାରିଖ ଅପରାହ୍ନ କିମ୍ବା ସଂଧ୍ୟାରେ ଲ୍ୟାଣ୍ଡଫଲ କରିବ । ଏହାର ପ୍ରଭାବରେ ବାଲେଶ୍ୱର ଜିଲ୍ଲା ଓ ପଶ୍ଚିମବଙ୍ଗର ୨୪
Read More...

ଜଗତସିଂହପୁରରୁ ୨୦ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟ ସରକାର କିଛି ସମୟ ପୂର୍ବରୁ ଜଗତସିଂହପୁର ଜିଲ୍ଲାକୁ କରୋନା ମୁ୍‌କ୍ତ ଜିଲ୍ଲା ଘୋଷଣା କରିଥିଲେ । ଏବେ ଜଗତସିଂହପୁର ଜିଲ୍ଲାରେ ପୁଣି ୨୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତ ନାଉଗାଁରୁ ୧୯ ଓ କୁଞ୍ଜଙ୍ଗରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା
Read More...

ସମାଜସେବୀ ଜନ୍ମ ଦିନରେ ବାଣ୍ଟିଲେ ପନିପରିବା

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଜଣେ ସମାଜସେବୀ ପ୍ରଦୀପ ବୁଜ୍ଜି ତାଙ୍କର ଜନ୍ମ ଦିନରେ ସହରର 6 ନମ୍ବର ୱାଡ଼ର ଗରିବ ଓ ଅସହାୟଙ୍କୁ ପନି ପରିବା ବଣ୍ଟନ କରିଛନ୍ତି। ଲକଡାଉନ ସମୟରେ ଗରିବ ଓ ଅସହାୟ ନିଜର ଗୁଜରାଣ ମେଣ୍ଟାଇବା ସକାଶେ ଅତି ଆବଶ୍ୟକ ସାମଗ୍ରୀ ଦରକାର ପଡୁ ଥିବାରୁ
Read More...

ଖୁବଶୀଘ୍ର ବସ ଚଳାଚଳ ହେବ ସ୍ୱାଭାବିକ

ଭୁବନେଶ୍ୱର: ରାଜ୍ୟରେ ଯାତ୍ରୀ ପରିବହନ ସେବା ଖୁବଶୀଘ୍ର ସ୍ୱାଭାବିକ ହେବ ବୋଲି କହିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଚତୁର୍ଥ ପର୍ଯ୍ୟାୟ ଲକଡାଉନ କଟକଣା ଅନୁଯାୟୀ ପରିବହନ ବ୍ୟବସ୍ଥା ଉପରେ ନିୟମ କୋହଳ କରାଯାଇଛି । ଏହି ଅନୁଯାୟୀ ରେଡ୍ ଜୋନ ଓ ଅରେଞ୍ଜ ଜୋନରେ ଯାତ୍ରୀ
Read More...

ସମୁଦ୍ରରେ ମହାବାତ୍ୟା ରୂପ ନେଲା ଅମ୍ଫନ

ଭୁବନେଶ୍ୱର: ସାମୁଦ୍ରିକ ଝଡ ଅମ୍ପନ ସମୁଦ୍ର ମଧ୍ୟରେ ମହାବାତ୍ୟା(ସୁପର ସାଇକ୍ଲୋନ)ର ରୂପ ନେଇଛି । ଆଜି ସଂଧ୍ୟାରେ ଏହା ସ୍ଥଳଭାଗ ଆଡକୁ ୮ କି.ମି. ବେଗରେ ଗତି କରୁଥିବା ବେଳେ ବାଂଲାଦେଶର ହାତୀଆ ଦ୍ୱୀପପୁଞ୍ଜ ଓ ଓଡିଶା ସୀମାବର୍ତ୍ତୀ ଦିଘା ମଧ୍ୟବର୍ତ୍ତୀ ସ୍ଥାନରେ ଏହା ଲ୍ୟାଣ୍ଡଫଲ କରିବ ବୋଲି
Read More...