Yearly Archives

2020

ଆସନ୍ତାକାଲି ଅପରାହ୍ନରେ ସ୍ଥଳଭାଗ ଛୁଇଁବ “ଅମ୍ଫନ’

ଭୁବନେଶ୍ୱର: କେନ୍ଦ୍ର ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ମହାବାତ୍ୟା ଅମ୍ଫନ ଆସନ୍ତାକାଲି ଅପରାହ୍ନରେ ସ୍ଥଳଭାଗ ଛୁଇଁବ । ଭାରତୀୟ ପାଣିପାଗ ବିଭାଗର ପୂର୍ବ ଆକଳନ ଅନୁଯାୟୀ ଏହା ବାଂଲାଦେଶ, ହାତୀଆ ଓ ପଶ୍ଚିମବଙ୍ଗର ଦୀଘା ମଧ୍ୟବର୍ତ୍ତୀ ସୁନ୍ଦରବନ ଅଂଚଳରେ ଲ୍ୟାଣ୍ଡଫଲ କରିବ । ବର୍ତ୍ତମାନ…
Read More...

ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ଅବ୍ୟବସ୍ଥା ପ୍ରସଂଗ : ହରଭଙ୍ଗା ଅସ୍ଥାୟୀ ଶିବିର ପରିଦର୍ଶନ କଲେ ବିଧାୟକ ଓ ପ୍ରଶାସନିକ…

ହରଭଙ୍ଗା : ହରଭଙ୍ଗା ପଞ୍ଚାୟତ ମହାବିଦ୍ୟାଳୟଠାରେ ପ୍ରବାସୀ ଓଡିଆ ଶ୍ରମିକଙ୍କ ପାଇଁ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର କରାଯାଇଛି । ଏହି ଶିବିରରେ ୭୨ଜଣ ପ୍ରବାସୀ ଶ୍ରମିକ ରହୁଛନ୍ତି । ଗତ ଶନିବାର ଦିନ ଏହି ଶିବିରରେ ଅବ୍ୟବସ୍ଥାକୁ କେନ୍ଦ୍ର କରି ଫାଟକ ସାମ୍ନାକୁ ଆସି ରାଜରାସ୍ତା ଉପରେ ୨ ଘଣ୍ଟା…
Read More...

ଏକଦା ଲାଞ୍ଚ ନଦେବାରୁ ମନୋନୀତ ହୋଇନଥିଲି

ନୂଆଦିଲ୍ଲୀ : ଭାରତୀୟ ଅଧିନାୟକ ବିରାଟ କୋହଲି ବିଗତ ଦିନର ଏକ ତିକ୍ତ ଅନୁଭୂତି ଏବେ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଦଳରେ ସ୍ଥାନ ପାଇବା ଏକପ୍ରକାର ନିଶ୍ଚିତ ହୋଇଯାଇଥିଲା । କିନ୍ତୁ ଏଥିପାଇଁ ଲାଞ୍ଚ ଦାବି କରାଯାଇଥିଲା । କିନ୍ତୁ ମୋ ବାପା ଲାଞ୍ଚ ଦେବାକୁ ମନା କରିଦେବାରୁ ମୁଁ…
Read More...

ଝାଳକୁ ହଁ ଛେପକୁ ନା

ନୂଆଦିଲ୍ଲୀ : କ୍ରିକେଟ୍ ମ୍ୟାଚ୍ ବେଳେ ବଲ୍‌ରେ ବ୍ୟବହାର କରାଯାଉଥିବା ଛେପ ଓ ଝାଳ ଉପରେ ଆଇସିସି କ୍ରିକେଟ୍ କମିଟି ଚୂଡ଼ାନ୍ତ ନିଷ୍ପତ୍ତି ନେଇଛି । କମିଟି ବଲରେ ଛେପର ବ୍ୟବହାରକୁ ନିଷିଦ୍ଧ କରିଥିବା ବେଳେ ଝାଳକୁ ଅନୁମତି ପ୍ରଦାନ କରିଛି । ଅନୀଲ୍ କୁମ୍ବଲେଙ୍କ ନେତୃତ୍ୱାଧିନ ଏହି କମିଟି…
Read More...

ବାପା ହେବାକୁ ଯାଉଛନ୍ତି ସିକ୍ସର କିଙ୍ଗ୍‌

ନୂଆଦିଲ୍ଲୀ : ଦୁଇଥରର ବିଶ୍ୱକପ୍ ବିଜେତା ଦଳର ସଦସ୍ୟ ରହିଥିବା ଭାରତର ପୂର୍ବତନ ଷ୍ଟାର ଅଲ୍‌ରାଉଣ୍ଡର ଦେଶବାସୀଙ୍କୁ ବଡ଼ ଖୁସି ଖବର ଭେଟି ଦେବାକୁ ଯାଉଛନ୍ତି । ସିକ୍ସର କିଙ୍ଗ୍ ଭାବେ ପରିଚିତ ଯୁବରାଜ ଖୁବ୍‌ଶୀଘ୍ର ବାପା ହେବାକୁ ଯାଉଛନ୍ତି । ଏକଥା ଯୁବରାଜ ନିଜେ ଖୁଲାସା କରି କହିଛନ୍ତି ।…
Read More...

ଆସୁଥିବା ବାତ୍ୟା ଅମ୍ପ।ନ ଯୋଗୁଁ ବିପଦ ସଙ୍କୁଳ ଜାଗାରେ ଥିବା ଲୋକଙ୍କୁ ସ୍ଥାନାନ୍ତରିତ

ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ କେନ୍ଦ୍ରୀଭୂତ ହୋଇଥିବା ଲଘୁଚାପ ପ୍ରଭାବରେ ଆଗାମୀ ଦିନରେ ହେବାକୁ ଥିବାସମ୍ଭ।ଵ୍ୟ ସାମୁଦ୍ରିକ ଝଡ଼ ବାତ୍ୟା ଓ ପ୍ରବଳ ବର୍ଷା କୁ ଆଖି ଆଗରେ ରଖି ଗଜପତି ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ବିପଦ ସଙ୍କୁଳ ଜାଗାରେ ରହୁଥିବା ଜନସାଧାରଣଙ୍କୁ ସ୍ଥାନା ନ୍ତରିତ…
Read More...

ବାତ୍ୟା ପାଇଁ ଓଡ୍ରାଫ୍ ଟିମ୍ ସଜାଗ

ଭଦ୍ରକ: ବାତ୍ୟା ‘ଅମ୍ଫାନ’କୁ ନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । ସମଗ୍ର ଜିଲ୍ଳା ହାଇ ଆଲର୍ଟ ଜୋନରେ ଥିବା ବେଳେ ମୁଖ୍ୟତଃ ବାସୁଦେବପୁର ଓ ଚାନ୍ଦବାଲି ବ୍ଲକ ଏହାର ପ୍ରଭାବରେ ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି । ସେଥିଲାଗି ଏହି ଦୁଇ ବ୍ଲକର ୯୧ଟି…
Read More...

କରୋନା ଯୋଦ୍ଧା ସସ୍ମିତା ମଗର

ବୌଦ୍ଧ:କରୋନା ବିରୁଦ୍ଧରେ ସାରା ଦେଶ ଲଢୁଛି । ଯିଏ ଯେଉଁ ପଦବୀରେ ଥାଉନା କାହିଁକି କେମିତି ଶୀଘ୍ର କରୋନା ହଟିବ ସେଥିପାଇଁ ସମସ୍ତେ ଉଦ୍ୟମ ଜାରି ରଖିଛନ୍ତି । ଯେଉଁମାନେ ପ୍ରତ୍ୟକ୍ଷ ଭାବରେ କରୋନା ବିରୋଧୀ ସଂଗ୍ରାମରେ ନିୟୋଜିତ ଅଛନ୍ତି ସରକାର ସେମାନଙ୍କୁ କରୋନା ଯୋଦ୍ଧା ଭାବରେ ନାମିତ…
Read More...

ଲୋକଙ୍କ କାମରେ ଆସୁଛି କି କରୋନା କଣ୍ଟ୍ରୋଲ ରୁମ୍ !

ବୌଦ୍ଧ:କରୋନା ସଂପର୍କୀତ ସୂଚନା ଆଦାନ ପ୍ରଦାନ ପାଇଁ ବୌଦ୍ଧଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦିବାରାତ୍ର ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ଦୈନିକ ୮ଘଣ୍ଟିଆ ସିଫଟରେ ଏ କଣ୍ଟ୍ରୋଲ ରୁମ ପରିଚାଳିତ ହେଉଅଛି । ୨ଜଣ କର୍ମଚାରୀଙ୍କ ସହିତ ଜଣେ ଅଫିସର ପ୍ରତ୍ୟେକ ସିଫ୍‌ଟରେ କାମ…
Read More...

ସମ୍ବଲପୁରରୁ କାନପୁର ଯିବ ଶ୍ରମିକ ସ୍ପେଶାଲ ଟ୍ରେନ : ବିଭିନ୍ନ ସ୍ଥାନରେ ୧୫୦୦ ପ୍ରବାସୀ ଶ୍ରମିକ ଚିହ୍ନଟ ଓ ତାଲିକା…

ସମ୍ବଲପୁର :ପ୍ରଥମ ଥର ପାଇଁ ସମ୍ବଲପୁରରୁ କାନପୁର ଅଭିମୁଖେ ପନ୍ଦର ଶହ ପ୍ରବାସୀ ଶ୍ରମିକଙ୍କ ପାଇଁ ଏକ ଶ୍ରମିକ ସ୍ପେଶାଲ ଟ୍ରେନ ଘୋଷଣା କରାଯାଇଛି । ଏହି ଟ୍ରେନ ଆଗାମୀ କାଲି ବୁଧବାର ୨୦ତାରିଖ ଅପରାହ୍ନ ୪ଟା ସମୟରେ ଏହି ଟ୍ରେନ ସମ୍ବଲପୁର ଷ୍ଟେସନରୁ ଛାଡିବ ଓ ଏଥିପାଇଁ ବିଭିନ୍ନ ସ୍ଥାନରୁ…
Read More...