Yearly Archives

2020

୧୦ଫୁଟ ଲମ୍ବର ଅଜଗର ଉଦ୍ଧାର

ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ବାଞ୍ଜିଝାଲ ଗ୍ରାମ ବସଷ୍ଟାଣ୍ଡ ପାଖରେ ଥିବା ପତ୍ରା ଜଙ୍ଗଲରେ ଏକ ଅଜଗର ବୁଲୁଥିବାର ଦେଖିବାକୁ ମିଳିଥିଲା । ଏହି ଗ୍ରାମର ଜଗ ବରିହା ଆଜି ସକାଳେ କେନ୍ଦୁପତ୍ର ତୋଳୁଥିବା ବେଳେ ଏହା ଦେଖିଥିଲେ । ଜଗ ଅଜଗରକୁ ଉଦ୍ଧାର କରି ମୁଖ୍ୟ ରାସ୍ତାକୁ
Read More...

ସ୍କୁଟି-ଟ୍ରକ ମୁହାଁମୁହିଁ ଧକ୍କା, 2ମୃତ

ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ 57 ନମ୍ବର ଜାତୀୟ ରାଜପଥ ଖମ୍ବେଶ୍ବରୀପାଲି କୁକୁରାଯୋର ନିକଟରେ ସ୍କୁଟି ଏବଂ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଦୁଇ ଜଣ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ମାନଙ୍କର ପରିଚୟ ମିଳିପାରିନାହିଁ ।ଆଜି ସକାଳୁ ଦୁଇ ଜଣ ଏକ ସ୍କୁଟିରେ ବଲାଙ୍ଗିର
Read More...

ବିନା ଗୋଡ଼ରେ ନବଜାତ ସନ୍ତାନ ଜନ୍ମ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଶୁଡ୍ର।ଗ୍ରାମ ପଞ୍ଚାୟ ର ଟିକରବ।ଜୁ ଗ୍ରାମର ସାନନ୍ତି ମଲ୍ଲିକ ପ୍ରସବ ନିମନ୍ତେ ଭର୍ତ୍ତି ହୋଇଥିଲେ। ତାଙ୍କର ପୁତ୍ର ସନ୍ତାନ ଟିଏ ଜନ୍ମ ହେଲା। ପୁଅ ଟି ଦେଖିବାକୁ ଅତି ସୁନ୍ଦର୍ ଗୋଲଗୋଲ କିନ୍ତୁ ଦୁଃଖର
Read More...

ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬ଶହ ପାର୍‌, ପୁଣି ୭୩ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟକୁ ପ୍ରବାସୀ ଓଡିଆଙ୍କ ଆଗମନ ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁତୁହୁତୁ ହୋଇ ବଢିଚାଲିଛି । ଆଜି ପୁଣି ୭୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧୧ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ ମଧ୍ୟରୁ
Read More...

ଟ୍ରକ ପଛରେ ପିଟିହେଲା ବାଇକ,ଯୁବକଙ୍କ ହାତ ଛିଣ୍ଡିଲା

ବୌଦ୍ଧ : ଜାତୀୟ ରାଜପଥ ନଂ ୫୭ର ବାଉଁଶୁଣୀ ଥାନା ଦନ୍ତାପାଲି ଗ୍ରାମ ନିକଟରେ ରାସ୍ତାକଡରେ ଛିଡା ହୋଇଥିବା ଏକ ଟ୍ରକକୁ ବାଇକ୍ ଧକ୍କା ଦେବାରୁ ଜଣେ ଯୁବକଙ୍କ ଗୋଟିଏ ହାତ ଛିଣ୍ଡି ପଡିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଆଜି ଭୋର ପ୍ରାୟ ୪ ଘଣ୍ଟା ସମୟରେ ବୌଦ୍ଧ ଅଂଚଳକୁ ନିଜ ଶ୍ୱଶୁର
Read More...

ବାଇକକୁ ପଛରୁ ଧକ୍କାଦେଲା ୱିଙ୍ଗର୍‌, ଜଣେ ଗୁରୁତର

ବୌଦ୍ଧ : ଆଜି ଅପରାହ୍ନରେ ଜାତୀୟ ରାଜପଥ ନଂ ୫୭ର ହରେକୃଷ୍ଣପୁର ନିକଟ ବୁଲାଣିରେ ସଡକ ଦୁର୍ଘଟଣା ଘଟି ଜଣେ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ହରେକୃଷ୍ଣପୁର ବୁଲାଣି ନିକଟରେ ସମାନ ଦିଗରୁ ଆସୁଥିବା ଏକ ୱିଙ୍ଗର ବାଇକକୁ ଧକ୍କା ଦେଇଥିଲା । ବାଇକ ସହ ଚାଳଳକ
Read More...

୨୦ଲକ୍ଷକୋଟି ପ୍ୟାକେଜର ବିସ୍ତୃତ ସୂଚନା ଦେଲେ ସୀତାରମଣ : କ୍ଷୁଦ୍ରଶିଳ୍ପକୁ ୩ଲକ୍ଷ କୋଟିର ଋଣ

ନୂଆଦିଲ୍ଲୀ: ଗତକାଲି ଦେଶବାସୀଙ୍କୁ ସମ୍ବୋଧିତ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦ଲକ୍ଷ କୋଟି ଟଙ୍କାର ଯେଉଁ ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ ତା'ସଂପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି କେନ୍ଦ୍ରଅର୍ଥମନ୍ତ୍ରୀ ନିର୍ମଳ ସୀତାରମଣ । ଆଜି ଆୟୋଜିତ ଏକ ବିଶେଷ ସାମ୍ବାଦିକ
Read More...

୧୯ରୁ ଘରୋଇ ବିମାନସେବା

ନୂଆଦିଲ୍ଲୀ : ଏବେ ଦେଶ ଭିତରେ ଟ୍ରେନ୍ ସେବା ଆରମ୍ଭ ହୋଇଯାଇଛି । ଆଗକୁ ଆଭ୍ୟନ୍ତରୀଣ ବିମାନ ସେବା ମଧ୍ୟ ଆରମ୍ଭ ହେବ । ଏ ନେଇ କେନ୍ଦ୍ର ସରକାର ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୧୯ ତାରିଖରୁ ଏହି ସେବା ବିଧିବଦ୍ଧ ଭାବେ ଆରମ୍ଭ ହେବ । ପ୍ରଥମେ ଏୟାର
Read More...

ବିଶ୍ୱ କରୋନା ତାଲିକାରେ ଚୀନ୍ ତଳକୁ ଭାରତ

ନୂଆଦିଲ୍ଲୀ : ବିଶ୍ୱରେ କରୋନା ଭାଇରସ ସଂକ୍ରମଣ ପୂର୍ବଭଳି କ୍ଷୀପ୍ର ବେଗରେ ମାଡ଼ିଚାଲିଛି । ପ୍ରତିଦିନ ହଜାର ହଜାର ନୂଆ ରୋଗୀ ଚିହ୍ନଟ ହେଉଛନ୍ତି । ସମଗ୍ର ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୪୨ ଲକ୍ଷ ୬୧ ହଜାର ୯୫୫ ଥିବା ବେଳେ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ଆଡକୁ ମୁହାଁଉଛି । ଆମେରିକାରେ
Read More...

ମା ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠି କରୋନା ପାଇଁ କଳାହାଣ୍ଡି ରେଡ଼କ୍ରସ କୁ ୧୦,୦୦୦ ଟଙ୍କା ଦାନ କଲେ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଛେଳିଆମାଲ ଗ୍ରାମର ମା ତାରିଣୀ ମହିଳା ମଣ୍ଡଳ କରୋନା ଭାଇରସ ତାଲା ବନ୍ଧ ଯୋଗୁଁ ଗରିବ ଲୋକମାନଙ୍କ ସାହାଯ୍ୟ ପାଇଁ କଳାହାଣ୍ଡି ଜିଲ୍ଲା ରେଡ଼କ୍ରସ ରେ ୧୦,୦୦୦ ଟଙ୍କା କଳାହାଣ୍ଡି ଜିଲ୍ଲା ମଙ୍ଗଳ ପାଇଁ ଲଗାଇବାକୁ ଦାନ କରିଛନ୍ତି । ଏହି
Read More...