Yearly Archives

2020

ଅନଲାଇନ୍ ପାଠ ସମସ୍ତଙ୍କୁ ପଢାଯାଉ : ହାଇକୋର୍ଟ

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ବିଦ୍ୟାଳୟଗୁଡିକ ବନ୍ଦ ରହିଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନଲାଇନ ପାଠ ପଢା ବ୍ୟବସ୍ଥା କରାଯାଇଛି । ତେବେ ଏହି ଅନଲାଇନ ଶିକ୍ଷାଦାନରୁ ସବୁ ଛାତ୍ରଛାତ୍ରୀ ଲାଭ ପାଉନାହାନ୍ତି । ଏଣୁ ହାଇକୋର୍ଟ ଏ କ୍ଷେତ୍ରରେ ହସ୍ତକ୍ଷେପ କରି ଆଜି ଏକ…
Read More...

ଚିକାଗୋରୁ ଭୁବନେଶ୍ୱର ଆସିବ ବିମାନ

ଭୁବନେଶ୍ୱର : ଆମେରିକାର ଚିକାଗୋ ସହରରୁ ଭୁବନେଶ୍ୱର ସ୍ଥିତ ଆନ୍ତର୍ଜାତୀୟ ବିମାନବନନ୍ଦରକୁ ବିମାନ ଆସିବ । ବନ୍ଦେ ଭାରତ ମିଶନ-୨ ଅଭିଯାନରେ ଏୟାର ଇଣ୍ଡିଆର ଏହି ବିମାନ ଚିକାଗୋ ସହରରୁ ଆମେରିକାରେ ଫଶି ରହିଥିବା ପ୍ରବାସୀ ଭାରତୀୟଙ୍କୁ ଆଣି ଆସିବ । ଆସନ୍ତା ୧୬ ତାରିଖରୁ ୨୨ ତାରିଖ ମଧ୍ୟରେ…
Read More...

ଆସୁଛି ବାତ୍ୟା : ଓଡିଶାରେ ପ୍ରଭାବ ପଡିବ କି ନାହିଁ ତାହା ସ୍ପଷ୍ଟ ହୋଇନି

ଭୁବନେଶ୍ୱର : ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଦାନ ବାନ୍ଧୁଥିବା ବାତ୍ୟା ଓଡିଶା ପ୍ରତି କି ପ୍ରଭାବ ପକାଇବ ତାହା ସ୍ପଷ୍ଟ ହୋଇନାହିଁ ବୋଲି କହିଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ଡିଜି ଶ୍ରୀ ମହାପାତ୍ର କହିଛନ୍ତି ଆଣ୍ଡାମାନ ସାଗର ଅଂଚଳରେ…
Read More...

ସୌରଭ ଗାଙ୍ଗୁଲିଙ୍କୁ ହୁସେନ୍‌ଙ୍କ ପ୍ରଶଂସା

ନୂଆଦିଲ୍ଲୀ : ଇଂଲଣ୍ଡର ପୂର୍ବତନ ସ୍କିପର ନାସିର୍ ହୁସେନ୍ ଏକ ସାକ୍ଷାତକାର ଅବସରରେ ଭାରତର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କର ଉଚ୍ଚ ପ୍ରଶଂସା କରିଛନ୍ତି । ଭାରତକୁ ଏକ ସୁଦୃଢ଼ ଓ ଦକ୍ଷ ଦଳରେ ପରିଣତ କରିବା ପଛରେ ଯେଉଁମାନଙ୍କର ନିଷ୍ଠାପର ଅବଦାନ…
Read More...

ଟେଷ୍ଟ କ୍ରିକେଟ୍‌କୁ ନେଇ ଚାପେଲ୍ କହିଲେ ଏପରି କଥା

ଣ୍ଡୀଗଡ଼ : ବିଶ୍ୱ କ୍ରିକେଟ୍ ବିଶେଷତଃ ଟେଷ୍ଟ ଫର୍ମାଟ ଯଦି ଆଜି ପର୍ଯ୍ୟନ୍ତ ତିଷ୍ଠି ରହିଛି, ତାହା କେବଳ ଭାରତ ପାଇଁ । କ୍ରିକେଟରେ ଭାରତ ତଥା ବିସିସିଆଇ ଯେଭଳି ଅର୍ଥ ଖର୍ଚ୍ଚ କରୁଛି ଅନ୍ୟ କୌଣସି କ୍ରିକେଟ୍ ଦେଶ ସେହିଭଳି ଭାବରେ ବିନିଯୋଗ କରୁନାହାନ୍ତି । ଭାରତ ପାଖରେ ପ୍ରଚୁର ପଇସା ଅଛି ।…
Read More...

୨୦ ଲକ୍ଷ କୋଟି ଟଙ୍କା ଆସିବ କେଉଁଠୁ : ନିରଞ୍ଜନ

ଭୁବନେଶ୍ୱର : ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ପ୍ରେସମିଟ୍ ମାଧ୍ୟମରେ କହିଛନ୍ତି ଯେ ଗତକାଲି ପ୍ରଧାନମନ୍ତ୍ରୀ ମହାଶୟ ଆତ୍ମନିର୍ଭର ଭାରତ ଉପରେ ବହୁ ସମୟ ଧରି ପ୍ରବଚନ ଦେଲେ । ଉକ୍ତ ପ୍ରବଚନ ମନମୋହନ ସିଂ ପ୍ରଧାନମନ୍ତ୍ରୀ ଥିଲେ ୫ ମିନିଟ୍‌ରେ…
Read More...

ବିଜେଡି ଯୁବ ସଭାପତି ଏସ. ଲିଙ୍ଗରାଜଙ୍କ ତରଫରୁ ମାସ୍କ ଓ ରାସନ ସାମଗ୍ରୀ ବଣ୍ଟନ

ଗଜପତି ଜିଲ୍ଲା ବିଜେଡି ଯୁବ ସଭାପତି ଏସ ଲିଙ୍ଗରାଜଙ୍କ ତରଫରୁ ଗୋଶାଣୀ ବ୍ଲକର ଖରସଣ୍ଡ।ପଞ୍ଚାୟତ, ମଧୁସୂଦନପୁର ପଞ୍ଚାୟତର ବିଭିନ୍ନ ଗ୍ରାମ ଗୁଡିକରେ ରାସନ ସାମଗ୍ରୀ ଓ ମାସ୍କ ବଣ୍ଟନ କରାଯାଇଛି।ସମଗ୍ର ଦେଶରେ କରୋନା ଭାୟରସର ସଂକ୍ରମଣ ପ୍ରତିରୋଧ କରିବା ନିମନ୍ତେ ଲକ ଡାଉ ନ କରାଯାଇଛି। ଦେଢ଼…
Read More...

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୭ କରୋନା ରୋଗୀ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ କରୋନା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଆଜି ଆଉ ୨୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେମାନଙ୍କ ମଧ୍ୟରେ ରାଜଧାନୀ ଭୁବନେଶ୍ୱରର ୮ ଜଣ ଥିବା ବେଳେ ବାଲେଶ୍ୱରର ୯ଜଣ, ଭଦ୍ରକର ୪ ଜଣ, ଗଂଜାମ ଏବଂ ସୁନ୍ଦରଗଡ଼ ଜିଲ୍ଲାରୁ ୨ ଜଣ ଲେଖାଏଁ…
Read More...

ଶୀତଳ ଷଷ୍ଠୀ ଯାତ୍ରା ପାଇଁ ସରକାରୀ ଅନୁଦାନକୁ ଅପେକ୍ଷା

ସମ୍ବଲପୁର : ସମ୍ବଲପୁରରେ ପ୍ରତିବର୍ଷ ପାରମ୍ପରିକ ରୂପେ ଅନୁଷ୍ଠିତ ମହାଦେବ ଶିବ ଓ ଜଗତଜନନୀ ପାର୍ବତୀଙ୍କ ବିବାହ ଉତ୍ସବକୁ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ରୂପେ ପାଳନ କରାଯାଏ, ଯାହାକି ସମଗ୍ର ପଶ୍ଚିମ ଓଡ଼ିଶା ପାଇଁ ଏକ ମୁଖ୍ୟ ଆକର୍ଷଣ ହୋଇ ରହିଛି ଓ ବିଶ୍ୱର ସବୁଠାରୁ ବଡ଼ କାର୍ନିଭାଲ୍ ରୂପେ…
Read More...

ପିଇଓଙ୍କୁ କୈଫୟତ ତଲବ କଲେ ବିଡିଓ

ବୌଦ୍ଧ: କରୋନା କାର୍ଯ୍ୟରେ ଅବହେଳା, ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ଅନୁପସ୍ଥିତ ଆଦି ଅଭିଯୋଗ ବୀରନରସିଂହପୁର ସରପଞ୍ଚ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ନାମରେ ଆଣିବାପରେ ଆଜି ହରଭଙ୍ଗା ବିଡିଓ ଶରତ ଚନ୍ଦ୍ର ବାଗ ନିର୍ବାହୀ ଅଧିକାରୀ ଶ୍ରୀମତୀ ନମିତା ସାହୁଙ୍କୁ କୈଫୟତ ତଲବ କରିଛନ୍ତି ।…
Read More...