Yearly Archives

2020

ଅବକାରୀ ବିଭାଗର ବ୍ୟାପକ ଚଢାଉ : ତାଡି ଓ ମହୁଲି ମଦ ସହ ୩ ଗିରଫ

ଢେଙ୍କାନାଳ:ସାରା ରାଜ୍ୟରେ ଲକ୍‌ଡାଉନ କଟକଣା ଯୋଗୁ ଦେଶୀ ବିଦେଶୀ ମଦ ଦୋକାନ ଗୁଡିକ ବନ୍ଦ ରହିଛି । ଫଳରେ ସାଧାରଣରେ ମଦ ମିଳିପାରୁନାହିଁ । ମଦ୍ୟପ ମାନେ ମଦ ପାଇଁ ଚୋରା କାରାବାର ହେଉଥିବା ଜାଗାର ଠିକଣା ଖୋଜି ପହଞ୍ଚିଯାଉଛନ୍ତି । ବିଦେଶି ମଦ ଦୋକାନ ଗୁଡିକ ସହରାଞ୍ଚଳରେ ବନ୍ଦ ରହିଥିବା
Read More...

ପୋଲିସ, ଡାକ୍ତରଖାନା କର୍ମଚାରୀ ଓ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କଲା ସାମାଜିକ ସ୍ୱେଚ୍ଛାସେବୀ ସଂଗଠନ ସମର୍ପିତ…

କରୋନା ମହାମାରୀ ର ଆଗ ଧାଡିରେ ରହି ଦୃଢ଼ ମୁକାବିଲା କରୁଥିବା ପୋଲିସ, ଡାକ୍ତରଖାନା କର୍ମଚାରୀ ଓ ସଫେଇ କର୍ମଚାରୀ ମାନଙ୍କୁ କରୋନା ଯୋଦ୍ଧା ଭାବେ ସାମାଜିକ ସ୍ୱେଚ୍ଛାସେବୀ ସଂଗଠନ ସମର୍ପିତ ଓଡିଶା ପକ୍ଷରୁ ଖଦିଵସ୍ତ୍ର ଓ ସ୍ମୃତିଚିହ୍ନ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା।ଏ ନେଇ ଆୟୋଜିତ
Read More...

ଏମ୍ସରୁ ଡିସ୍‌ଚାର୍ଜ ହେଲେ ମନମୋହନ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଡଃ ମନମୋହନ ସିଂଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବାରୁ ଆଜି ଦିଲ୍ଲୀ ଏମ୍ସରୁ ଘରକୁ ଫେରିଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ୱାଭାବିକ ହେବା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି ବୋଲି ଏମ୍ସ ସୂତ୍ରରୁ କୁହାଯାଇଛି ।
Read More...

ଜୁନ ୨୨ ସୁଦ୍ଧା ରଥ ନିର୍ମାଣ ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ

ଭୁବନେଶ୍ୱର : କରୋନା ଲକଡାଉନ ମଧ୍ୟରେ ବିଭିନ୍ନ କଳ୍ପନାଜଳ୍ପନା ଭିତରେ କେନ୍ଦ୍ର ସରକାରଙ୍କ ସବୁଜ ସଂକେତ ପରେ ରଥ ନିର୍ମାଣ କାମ ଆରମ୍ଭ ହୋଇଛି । ରଥ କାମରେ ନିୟୋଜିତ ମହାରଣା ସେବକମାନଙ୍କର ସ୍ୱାସ୍ଥ୍ୟସେବା ଯାଞ୍ଚ ସହିତ ସାମାଜିକ ଦୂରତ୍ୱ ରକ୍ଷା କରାଯାଇ ରଥ କାର୍ଯ୍ୟ ନିର୍ମାଣ ହେଉଛି ।
Read More...

ଗ୍ରୀନ୍ ଜୋନରେ ବସ ଚାଲିବ କିନ୍ତୁ ୨ଗୁଣ ହେବ ଭଡା

ଭୁବନେଶ୍ୱର : ଲକଡାଉନ ୩ ନିୟମରେ କୋହଳ କରାଯିବା ସମୟରେ ଗ୍ରୀନ୍ ଜୋନରେ ବସ୍ ଚଳାଚଳ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ ମଧ୍ୟ ଘରୋଇ ବସ୍ ମାଲିକ ସଂଘ ଏହାକୁ ଗ୍ରହଣ କରିନଥିଲା । ସରକାରଙ୍କ ଗାଇଡଲାଇନ ଅନୁଯାୟୀ ଗ୍ରୀନ୍ ଜୋନରେ ବସ ଚଳାଇଲେ କ୍ଷତି ହେବ ବୋଲି ବସ୍ ମାଲିକ ସଂଘ
Read More...

କୃଷି ଓ ଅର୍ଥନୀତିକୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାର ଖୁବଶୀଘ୍ର ଆଣିବେ ଅଧ୍ୟାଦେଶ

ଭୁବନେଶ୍ୱର : କୋଭିଡ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଠୋସ୍ ନିଷ୍ପତ୍ତି ନେଇଛନ୍ତି । ଲକଡାଉନ ତୃତୀୟ ପର୍ଯ୍ୟାୟ ଅବଧି ଆସନ୍ତା ୧୭ ତାରିଖରେ ଶେଷ ହେବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟରେ କୋଭିଡ ନିୟନ୍ତ୍ରଣ ଓ
Read More...

ଦେଶରେ ୭୦ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ : ସମସ୍ତ ପ୍ରକାର ସତର୍କତା ଓ କଟକଣା ସତ୍ତ୍ୱେ ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା କ୍ଷୀପ୍ର ବେଗରେ ବଢ଼ିଚାଲିଛି । ପ୍ରତିଦିନ ଏବେ ହଜାର ହଜାର ଲୋକ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୩୫୦୦ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହ ରୋଗୀ ସଂଖ୍ୟା ୭୦
Read More...

ମାଳଦ୍ୱୀପକୁ ୫୮୦ ଟନ୍ ରିଲିଫ୍ ସାମଗ୍ରୀ ପଠାଇଲା ଭାରତ

ମାଳଦ୍ୱୀପ : ଅନ୍ୟ ଦେଶଗୁଡ଼ିକ ଭଳି ମାଳଦ୍ୱୀପ ମଧ୍ୟ କରୋନାର ମୁକାବିଲା କରୁଛି । ମାଳଦ୍ୱୀପ ଭାରତର ଏକ ବନ୍ଧୁ ରାଷ୍ଟ୍ର । ବର୍ତ୍ତମାନ ଭାଇରସ ସଂକ୍ରମଣ ଏବଂ ଲକ୍‌ଡାଉନ୍ ଯୋଗୁଁ ସେହି ଦେଶରେ ଖାଦ୍ୟ ସଂକଟ ଦେଖାଦେଇଛି । ତା\'ସହିତ ବିଭିନ୍ନ ପ୍ରକାର ଔଷଧ ଓ ମେଡ଼ିକାଲ୍ ଉପକରଣର ମଧ୍ୟ ଅଭାବ
Read More...

ସୀମାରେ ସାମରିକ ହେଲିକପ୍ଟର ଉଡ଼ାଇଲା ଚୀନ୍‌

ନୂଆଦିଲ୍ଲୀ : ଭାରତର ବାରମ୍ବାର ପରାମର୍ଶ ଓ ତାଗିଦ୍ ସତ୍ତ୍ୱେ ଚୀନ୍‌ର ଆଚରଣରେ ସୁଧାର ଆସୁନି । ଏହାର ସୈନ୍ୟମାନଙ୍କ ଉତ୍ପାତ୍ତ ଦିନକୁ ଦିନ ବଢ଼ିବାରେ ଲାଗିଛି । ଯେଉଁଥିପାଇଁ ସୀମାନ୍ତରେ ଉତ୍ତେଜନା ବଢ଼ୁଛି । ନିକଟରେ ସିକିମ୍ ସୀମାନ୍ତରେ ଭାରତ ଓ ଚୀନ୍ ସୈନ୍ୟଙ୍କ ମଧ୍ୟରେ ହାତାହାତି ହୋଇଥିଲା
Read More...

ହାଡ଼ କିପରି ଭାଙ୍ଗିଲା ବଖାଣିଲେ ଚହଲ

ନୂଆଦିଲ୍ଲୀ ଲେଗ୍ ସ୍ପିନର ଜୁଜୁବେନ୍ଦ୍ର ଚହଲ ଏକ ବିଚିତ୍ର ଅନୁଭୂତି ଭିତରେ ଗତି କରୁଛନ୍ତି । ବର୍ତ୍ତମାନ ଲକ୍‌ଡାଉନ୍ ଯୋଗୁଁ ଘରେ ଆବଦ୍ଧ ହୋଇ ରହୁଛନ୍ତି । ଏହି ସମୟରେ ଆଙ୍ଗୁଠି ଓ ବଳାଗଣ୍ଠି ବ୍ୟାୟାମ କରୁଛନ୍ତି । ନିକଟରେ ଏଭଳି ବ୍ୟାୟାମ ପାଇଁ ସେ ଏକ ଓଦା ଟାୱେଲ୍ ଚିପୁଡିଥିଲେ ।
Read More...