ବାତିଲ୍ ହେଲା ମହିଳା ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟ
ନୂଆଦିଲ୍ଲୀ : କରୋନା ଭାଇରସ ସଂକ୍ରମଣ ଏବଂ ଲକ୍ଡାଉନ୍ କାରଣରୁ ୨୦୨୧ ମହିଳା ବିଶ୍ୱକପ୍ର ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟକୁ ବାତିଲ୍ କରିଦିଆଯାଇଛି । ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ମଙ୍ଗଳବାର ଏହି ନିଷ୍ପତ୍ତି ଗ୍ରହଣ କରିଛି । ଏହାଛଡ଼ା ୧୯ ବର୍ଷରୁ କମ୍ ପୁରୁଷ ବିଶ୍ୱକପ୍-୨୦୨୨ର!-->…
Read More...
Read More...