Yearly Archives

2020

ଅବକାରୀ ବିଭାଗର ବ୍ୟାପକ ଚଢାଉ : ତାଡି ଓ ମହୁଲି ମଦ ସହ ୩ ଗିରଫ

ଢେଙ୍କାନାଳ:ସାରା ରାଜ୍ୟରେ ଲକ୍‌ଡାଉନ କଟକଣା ଯୋଗୁ ଦେଶୀ ବିଦେଶୀ ମଦ ଦୋକାନ ଗୁଡିକ ବନ୍ଦ ରହିଛି । ଫଳରେ ସାଧାରଣରେ ମଦ ମିଳିପାରୁନାହିଁ । ମଦ୍ୟପ ମାନେ ମଦ ପାଇଁ ଚୋରା କାରାବାର ହେଉଥିବା ଜାଗାର ଠିକଣା ଖୋଜି ପହଞ୍ଚିଯାଉଛନ୍ତି । ବିଦେଶି ମଦ ଦୋକାନ ଗୁଡିକ ସହରାଞ୍ଚଳରେ ବନ୍ଦ ରହିଥିବା…
Read More...

ପୋଲିସ, ଡାକ୍ତରଖାନା କର୍ମଚାରୀ ଓ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କଲା ସାମାଜିକ ସ୍ୱେଚ୍ଛାସେବୀ ସଂଗଠନ ସମର୍ପିତ…

କରୋନା ମହାମାରୀ ର ଆଗ ଧାଡିରେ ରହି ଦୃଢ଼ ମୁକାବିଲା କରୁଥିବା ପୋଲିସ, ଡାକ୍ତରଖାନା କର୍ମଚାରୀ ଓ ସଫେଇ କର୍ମଚାରୀ ମାନଙ୍କୁ କରୋନା ଯୋଦ୍ଧା ଭାବେ ସାମାଜିକ ସ୍ୱେଚ୍ଛାସେବୀ ସଂଗଠନ ସମର୍ପିତ ଓଡିଶା ପକ୍ଷରୁ ଖଦିଵସ୍ତ୍ର ଓ ସ୍ମୃତିଚିହ୍ନ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା।ଏ ନେଇ ଆୟୋଜିତ…
Read More...

ଏମ୍ସରୁ ଡିସ୍‌ଚାର୍ଜ ହେଲେ ମନମୋହନ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଡଃ ମନମୋହନ ସିଂଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବାରୁ ଆଜି ଦିଲ୍ଲୀ ଏମ୍ସରୁ ଘରକୁ ଫେରିଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ୱାଭାବିକ ହେବା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି ବୋଲି ଏମ୍ସ ସୂତ୍ରରୁ କୁହାଯାଇଛି ।…
Read More...

ଜୁନ ୨୨ ସୁଦ୍ଧା ରଥ ନିର୍ମାଣ ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ

ଭୁବନେଶ୍ୱର : କରୋନା ଲକଡାଉନ ମଧ୍ୟରେ ବିଭିନ୍ନ କଳ୍ପନାଜଳ୍ପନା ଭିତରେ କେନ୍ଦ୍ର ସରକାରଙ୍କ ସବୁଜ ସଂକେତ ପରେ ରଥ ନିର୍ମାଣ କାମ ଆରମ୍ଭ ହୋଇଛି । ରଥ କାମରେ ନିୟୋଜିତ ମହାରଣା ସେବକମାନଙ୍କର ସ୍ୱାସ୍ଥ୍ୟସେବା ଯାଞ୍ଚ ସହିତ ସାମାଜିକ ଦୂରତ୍ୱ ରକ୍ଷା କରାଯାଇ ରଥ କାର୍ଯ୍ୟ ନିର୍ମାଣ ହେଉଛି ।…
Read More...

ଗ୍ରୀନ୍ ଜୋନରେ ବସ ଚାଲିବ କିନ୍ତୁ ୨ଗୁଣ ହେବ ଭଡା

ଭୁବନେଶ୍ୱର : ଲକଡାଉନ ୩ ନିୟମରେ କୋହଳ କରାଯିବା ସମୟରେ ଗ୍ରୀନ୍ ଜୋନରେ ବସ୍ ଚଳାଚଳ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ ମଧ୍ୟ ଘରୋଇ ବସ୍ ମାଲିକ ସଂଘ ଏହାକୁ ଗ୍ରହଣ କରିନଥିଲା । ସରକାରଙ୍କ ଗାଇଡଲାଇନ ଅନୁଯାୟୀ ଗ୍ରୀନ୍ ଜୋନରେ ବସ ଚଳାଇଲେ କ୍ଷତି ହେବ ବୋଲି ବସ୍ ମାଲିକ ସଂଘ…
Read More...

କୃଷି ଓ ଅର୍ଥନୀତିକୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାର ଖୁବଶୀଘ୍ର ଆଣିବେ ଅଧ୍ୟାଦେଶ

ଭୁବନେଶ୍ୱର : କୋଭିଡ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଠୋସ୍ ନିଷ୍ପତ୍ତି ନେଇଛନ୍ତି । ଲକଡାଉନ ତୃତୀୟ ପର୍ଯ୍ୟାୟ ଅବଧି ଆସନ୍ତା ୧୭ ତାରିଖରେ ଶେଷ ହେବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟରେ କୋଭିଡ ନିୟନ୍ତ୍ରଣ ଓ…
Read More...

ଦେଶରେ ୭୦ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ : ସମସ୍ତ ପ୍ରକାର ସତର୍କତା ଓ କଟକଣା ସତ୍ତ୍ୱେ ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା କ୍ଷୀପ୍ର ବେଗରେ ବଢ଼ିଚାଲିଛି । ପ୍ରତିଦିନ ଏବେ ହଜାର ହଜାର ଲୋକ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୩୫୦୦ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହ ରୋଗୀ ସଂଖ୍ୟା ୭୦…
Read More...

ମାଳଦ୍ୱୀପକୁ ୫୮୦ ଟନ୍ ରିଲିଫ୍ ସାମଗ୍ରୀ ପଠାଇଲା ଭାରତ

ମାଳଦ୍ୱୀପ : ଅନ୍ୟ ଦେଶଗୁଡ଼ିକ ଭଳି ମାଳଦ୍ୱୀପ ମଧ୍ୟ କରୋନାର ମୁକାବିଲା କରୁଛି । ମାଳଦ୍ୱୀପ ଭାରତର ଏକ ବନ୍ଧୁ ରାଷ୍ଟ୍ର । ବର୍ତ୍ତମାନ ଭାଇରସ ସଂକ୍ରମଣ ଏବଂ ଲକ୍‌ଡାଉନ୍ ଯୋଗୁଁ ସେହି ଦେଶରେ ଖାଦ୍ୟ ସଂକଟ ଦେଖାଦେଇଛି । ତା\'ସହିତ ବିଭିନ୍ନ ପ୍ରକାର ଔଷଧ ଓ ମେଡ଼ିକାଲ୍ ଉପକରଣର ମଧ୍ୟ ଅଭାବ…
Read More...

ସୀମାରେ ସାମରିକ ହେଲିକପ୍ଟର ଉଡ଼ାଇଲା ଚୀନ୍‌

ନୂଆଦିଲ୍ଲୀ : ଭାରତର ବାରମ୍ବାର ପରାମର୍ଶ ଓ ତାଗିଦ୍ ସତ୍ତ୍ୱେ ଚୀନ୍‌ର ଆଚରଣରେ ସୁଧାର ଆସୁନି । ଏହାର ସୈନ୍ୟମାନଙ୍କ ଉତ୍ପାତ୍ତ ଦିନକୁ ଦିନ ବଢ଼ିବାରେ ଲାଗିଛି । ଯେଉଁଥିପାଇଁ ସୀମାନ୍ତରେ ଉତ୍ତେଜନା ବଢ଼ୁଛି । ନିକଟରେ ସିକିମ୍ ସୀମାନ୍ତରେ ଭାରତ ଓ ଚୀନ୍ ସୈନ୍ୟଙ୍କ ମଧ୍ୟରେ ହାତାହାତି ହୋଇଥିଲା…
Read More...

ହାଡ଼ କିପରି ଭାଙ୍ଗିଲା ବଖାଣିଲେ ଚହଲ

ନୂଆଦିଲ୍ଲୀ ଲେଗ୍ ସ୍ପିନର ଜୁଜୁବେନ୍ଦ୍ର ଚହଲ ଏକ ବିଚିତ୍ର ଅନୁଭୂତି ଭିତରେ ଗତି କରୁଛନ୍ତି । ବର୍ତ୍ତମାନ ଲକ୍‌ଡାଉନ୍ ଯୋଗୁଁ ଘରେ ଆବଦ୍ଧ ହୋଇ ରହୁଛନ୍ତି । ଏହି ସମୟରେ ଆଙ୍ଗୁଠି ଓ ବଳାଗଣ୍ଠି ବ୍ୟାୟାମ କରୁଛନ୍ତି । ନିକଟରେ ଏଭଳି ବ୍ୟାୟାମ ପାଇଁ ସେ ଏକ ଓଦା ଟାୱେଲ୍ ଚିପୁଡିଥିଲେ ।…
Read More...