ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଲେ ବିଶ୍ୱ ମା ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀ, ଲକଡାଉନରେ ମାଛଚାଷ କରି ଜୀବିକା ନିର୍ବାହ…
ଦେବଗଡ: ଲକଡାଉନ ସମୟରେ ଜୀବନ ଓ ଜୀବିକାର ଆଉ ଏକ ଉଦାହରଣ ସୃଷ୍ଟି କରିଛନ୍ତି ରିଆମାଲ ବ୍ଲକ ଆଡସ ଗ୍ରାମପଂଚାୟତ ସିଆରିଆ ଗ୍ରାମର ବିଶ୍ୱ ମା ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀ । କରୋନା ସଂକ୍ରମଣକୁ ପ୍ରତିହତ କରିବାପାଇଁ ଲାଗୁ କରାଯାଇଥିବା ଲକଡାଉନର ସମସ୍ତ ନିୟମକୁ ଶୃଙ୍ଖଳାର ସହିତ ପାଳନ କରି!-->…
Read More...
Read More...