Yearly Archives

2020

କରୋନା ମୁକାବିଲା ପାଇଁ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ମଞ୍ଜୁର କଲେ ୨କୋଟି ୫୦ଲକ୍ଷ

କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ କରୋନା ମୁକାବିଲା ପାଇଁ ସାଂସଦ ପାଣ୍ଠିରୁ ୨କୋଟି ୫୦ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । କନ୍ଧମାଳ, ବୌଦ୍ଧ, ଗଞ୍ଜାମ ଓ ନୟାଗଡ ଜିଲ୍ଲାରେ ଚିକିତ୍ସା ସୁବିଧା ପାଇଁ ବିଭିନ୍ନ ଟେଷ୍ଟିଂ ଓ ସ୍କ୍ରିନିଂ ଉପକରଣ ପାଇଁ ଏହି ଅର୍ଥ ମଞ୍ଜୁର କରିଛନ୍ତି । ଏନେଇ ଡ଼.
Read More...

କରୋନା ମୁକାବିଲା ପାଇଁ ସହାୟତାର ହାତ ବଢାଇଲେ ରାହାଣେ, ଦେବେ ଏତିକି ଲକ୍ଷ

ମୁମ୍ବାଇ : କରୋନା ମହାମାରୀ ମୁକାବିଲା ପାଇଁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୪ ତାରିଖ ଯାଏଁ ଦେଶରେ ଲକଡାଉନ ଘୋଷଣା କରିଛନ୍ତି । ଏହି ମହାମାରୀ ରୋଗରୁ ଦେଶ ତଥା ରାଜ୍ୟକୁ ରକ୍ଷା କରିବା ପାଇଁ ସହାୟତାର
Read More...

ସୁଧୁରୁନି କରୋନା ପରିସ୍ଥିତି : ସୀମା ସିଲ୍ ପାଇଁ ରାଜ୍ୟମାନଙ୍କୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ତାହା ସରକାରଙ୍କ ଚିନ୍ତା ବଢାଇ ଦେଇଛି । ବୁଲା ଶ୍ରମିକ ଏବଂ ସେହି ଶ୍ରେଣୀର ଅନ୍ୟଲୋକମାନେ ନିଜ ରାଜ୍ୟକୁ ଫେରିଯିବା ପାଇଁ ଉଦ୍ୟମ କରୁଥିବାରୁ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ସୃଷ୍ଟି ହେଉଛି । ଏହାକୁ ଆଖି ଆଗରେ ରଖି କେନ୍ଦ୍ର
Read More...

ହାଇକୋର୍ଟଙ୍କ ନିର୍ଦ୍ଦେଶ : ପ୍ରବାସୀଙ୍କୁ ଅଟକାଇ ତାଙ୍କର ଖାଇବା,ପିଇବା ବ୍ୟବସ୍ଥା କର

ଭୁବନେଶ୍ୱର: ସମଗ୍ର ବିଶ୍ୱରେ କରୋନା ଭୂତାଣୁର କାୟା କରାଳ ରୂପ ଧାରଣ କରିଆସୁଥିବା ବେଳେ ଭାରତରେ ମଧ୍ୟ ଏହା ଏକ ସପ୍ତାହ ମଧ୍ୟରେ ଭୀଷଣ ଭାବରେ ଆଗକୁ ବଢ଼ିଚାଲିଛି । ଆଜି ୨୪ ଘଣ୍ଟା ମଧ୍ୟରେ କରୋନାରେ ଛଅ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିବା ପରିପ୍ରେକ୍ଷୀରେ ହାଇକୋର୍ଟ ପ୍ରବାସରୁ ରାଜ୍ୟକୁ
Read More...

ସୁଧୁରି ଯାଆନ୍ତୁ : ଏଣିକି ନିୟମ ଭାଙ୍ଗିଲେ କ୍ୱାରେଣ୍ଟାଇନ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବାରମ୍ବାର ଅନୁରୋଧ ଓ ଆହ୍ୱାନ ସତ୍ୱେ ବହୁ ସଂଖ୍ୟାରେ ଲୋକମାନେ ଲକଡାଉନ ଉଲ୍ଲଂଘନ କରୁଥିବାରୁ ସରକାର ଆଜି କଠୋର ନିଷ୍ପତ୍ତି ନେଇଛନ୍ତ । ଏହି ନିଷ୍ପତ୍ତି ଅନୁଯାୟୀ ଏଣିକି ଯେଉଁମାନେ ଲକଡାଉନ ନିୟମ ଉଲ୍ଲଂଘନ କରିବେ ସେମାନଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ
Read More...

କରୋନା ମୁକାବିଲା: ଜିଲ୍ଲାରେ ୧୨୪ଟି ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର

ସୋନପୁର : କରୋନା ମୁକାବିଲା ପାଇଁ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାରେ ଲକଡାଉନ୍ ପ୍ରକ୍ରିୟା ଚାଲୁ ରହିଛି । ଏଥିପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯିବା ସହ ଅନେକ ସତର୍କତାମୂଳକ ବ୍ୟବସ୍ଥା କରାଯାଇଛି । ରାଜ୍ୟ ବାହାରୁ ଆସୁଥିବା ଜିଲ୍ଲାର ବିଭିନ୍ନ
Read More...

ସମ୍ବଲପୁର ଫ୍ରେଣ୍ଡ୍‌ସ ସୋସିଆଲ ଫାଉଣ୍ଡେସନ ତରଫରୁ ସହାୟତା

ସମ୍ବଲପୁର: କରୋନା ପାଇଁ ଚାରିଆଡେ ଲକ୍ ଡାଉନ ହୋଇଥିବାରୁ ସମ୍ବଲପୁର ଫ୍ରେଣ୍ଡ୍‌ସ ସୋସିଆଲ ଫାଉଣ୍ଡେସନ ତରଫରୁ ବସଷ୍ଟାଣ୍ଡ, କ୍ଷେତରାଜପୁର ଷ୍ଟେସନ, ଫାଟକ ଷ୍ଟେସନରେ ରହୁଥିବା ଅସହାୟମାନଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି । ଏହି ଅସହାୟମାନଙ୍କୁ ବିସ୍କୁଟ, ପାଉଁରୁଟି ପ୍ରଦାନ କରାଯାଇଛି
Read More...

ବୌଦ୍ଧରେ ଅସହାୟଙ୍କୁ ସହାୟତା କଲା ଗଙ୍ଗାଧର ମେହେର ସଂସ୍ଥା

ବୈାଦ୍ଧ:-ସାରାଦେଶରେ କରୋନାକୁ ରୋକିବା ପାଇଁ ଲକଡାଉନ ଚାଲିଥିବାବେଳେ ବୌଦ୍ଧରେ ମଧ୍ୟରେ ଏହି ନିୟମକୁ କଡାକଡି କରାଯାଇଛି । ଲୋକମାନଙ୍କୁ ଘରେ ରହିବାପାଇଁ ପରାମର୍ଶ ଦିଆଯାଉଛି । କେହି ଯଦି ନିୟମ ଉଲ୍ଲଙ୍ଘନ କରୁଛି ତେବେ ଉଲ୍ଲଙ୍ଘନକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ
Read More...

କରୋନା ଭାଇରସ: ସ୍ପେନ ରାଜକୁମାରୀ ମାରିଆ ଟେରେସାଙ୍କ ମୃତ୍ୟୁ

ଓ୍ବାଶିଂଟନ,୨୯।୩: କରୋନା ଭାଇରସ ସଂକ୍ରମଣରେ ରାଜ ପରିବାରର ପ୍ରଥମ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ବୋରବନ-ପରମା ସ୍ପେନର ରାଜକୁମାରୀ ମାରିଆ ଟେରେସାଙ୍କର କରୋନା ଭାଇରସ ସଂକ୍ରମଣ ଯୋଗୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୮୬ ବର୍ଷୀୟା ରାଜକୁମାରୀ ମାରିଆ ରାଜା ଫେଲିପ ୪ର୍ଥଙ୍କର ସମ୍ପର୍କୀୟ
Read More...

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆରମ୍ଭ

ଭୁବନେଶ୍ୱର: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଛି। ପାରଦ ୪୦ ଡିଗ୍ରୀ ସେଲ୍‌ସିୟସକୁ ଛୁଇଁଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଶନିବାର ମାଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ଅନୁଗୋଳ
Read More...