Monthly Archives

April 2021

ଗ୍ରାମ୍ୟ ଜଙ୍ଗଲରେ ନିଆଁ ଲିଭାଇଲେ ବନ କର୍ମଚାରୀ ଓ ସ୍ୱେଚ୍ଛାସେବୀ

ବୌଦ୍ଧ,୩/୪- ଗତକାଲି ସନ୍ଧ୍ୟାରେ କଣ୍ଟାମାଳ ରେଞ୍ଜ ବରଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସୌରୀବେଙ୍ଗେସ ଗ୍ରାମ୍ୟ ଜଙ୍ଗଲରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା l ଗ୍ରାମର ସ୍ୱେଚ୍ଛାସେବୀ ମନଧର କର୍ମୀ ଏ ସମ୍ପର୍କରେ ତୁରନ୍ତ ଫୋନ୍ ଯୋଗେ ବରଗାଁ ବିଟ୍ ର ଫରେଷ୍ଟ ଗାର୍ଡଙ୍କୁ ସୁଚନା
Read More...

ଆଞ୍ଚଳିକ କଳାକାର ଓ ସଂସ୍କୃତି ସଂଘ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ

ବୌଦ୍ଧ/ହରଭଙ୍ଗା,୨/୪- ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ସଂକୁଲେଇ ପଂଚାୟତର ମାଝିସାହି ଗ୍ରାମରେ ବ୍ଲକର କଳାକାର ଓ ସଂସ୍କୃତି ସଂଘ ପକ୍ଷରୁ କରୋନା ସଚେତନତା କରାଯାଇଥିଲା । ଲୋକମାନଙ୍କୁ କରୋନା ସଚେତନତା ଉପରେ ଆଗ୍ରହ ପ୍ରକାଶ କରିବାପାଇଁ ସଂଘ ପକ୍ଷରୁ ଘୁଡୁକା, ପତରସଉରା ଆଦି ବିଭିନ୍ନ ଅଭିନୟ କରି
Read More...

ନାବାଳିକାକୁ ବିବାହ କରିବା ପାଇଁ ଝିଅ ଘରର ଅନିଚ୍ଛା ସତ୍ୱେ ଜୋର ଜବରଦସ୍ତ ନେଇଗଲେ, ୮ମାସ ପରେ ଯୌତୁକ ନିର୍ଯ୍ୟାତନା…

ଦାରିଙ୍ଗବାଡ଼ି,୨ା୪: ପ୍ରଥମେ ନାବାଳିକାଙ୍କୁ ଏକତରଫା ପ୍ରେମ ନିବେଦନ କରିଥିବାବେଳେ ନାବାଳିକା ଜଣକ ତାହାକୁ ପ୍ରତ୍ୟାଖ୍ୟାନ କରିବା ପରେ ନାବାଳିକା ଜଣଙ୍କୁ ଧମକଚମକ ଦେଇ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲା ନଚେତ ନାବାଳିକା ଜଣକୁ ଜୀବନରୁ ମାରିଦେବି ବୋଲି ଧମକ ଦେଇଥିଲା ମୁଖ୍ୟ ଅଭିଯୁକ୍ତ
Read More...

ବାଲିଗୁଡା:ସିଆରପିଏଫର ୩୧ତମ ସ୍ଥାପନା ଦିବସ ପାଳିତ

ବାଲିଗୁଡା,୦୨/୦୪ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ୧୨୭ ବାଟାଲିୟନ ସିଆରପିଏଫର ୩୧ ତମ ସ୍ଥାପନା ଦିବସ ସ୍ଥାନୀୟ ବାଟାଲିୟନର ମୁଖ୍ୟାଳୟ ପରିସରରେ କମାଡେଣ୍ଟ ଆନନ୍ଦ ଝାଙ୍କ ଅଧ୍ୟକ୍ଷତାରେ କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଯାଇଛି l ଏହି ଅବସରରେ ଆୟୋଜିତ ଏକ ସଭାରେ ପ୍ରଥମେ ଶହୀଦ ଜବାନ
Read More...

ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବଙ୍କ କନ୍ଧମାଳ ଗସ୍ତ : ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣର ଅଗ୍ରଗତି ସମୀକ୍ଷା କଲେ

ଫୁଲବାଣୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ୫-ଟି ସଚିବ ଭି କେ ପାଣ୍ଡିଆନ ଓ ପୂର୍ତ୍ତ ବିଭାଗ ସଚିବ ଡ. କୁମାର ଶୁକ୍ରବାର କନ୍ଧମାଳ ଗସ୍ତ କରି ଫୁଲବାଣୀରେ ନିର୍ମାଣଧୀନ ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ କାର୍ଯ୍ୟର
Read More...

ଅଚ୍ୟୁତ ସାମନ୍ତଙ୍କ ଲିଖିତ ‘ମାଇଁ ମଦର- ମାଇଁ ହିରୋ’ ପୁସ୍ତକ ଉପରାଷ୍ଟ୍ରପତି ଦ୍ୱାରା ଉନ୍ମୋଚିତ : ମାଆ, ମାତୃଭାଷା ଓ…

ଭୁବନେଶ୍ୱର, ୨ ।୪: ମାଆ, ମାତୃଭାଷା ଓ ମାତୃଭୂମିକୁ ଆମେମାନେ ଭୁଲିଯିବା ଉଚିତ ନୁହେଁ ବୋଲି ଭାରତର ଉପରାଷ୍ଟ୍ରପତି ଏମ୍‍ ଭେଙ୍କେୟା ନାଇଡୁ କହିଛନ୍ତି । ଶିକ୍ଷାବିତ୍‍ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କ ଲିଖିତ ‘ମାଇଁ ମଦର - ମାଇଁ ହିରୋ’ ଇଂରାଜୀ ପୁସ୍ତକ ଶୁକ୍ରବାର ଓଡ଼ିଶା ରାଜଭବନଠାରେ
Read More...

ବାଉଁଶୁଣୀ ଥାନା ଅଞ୍ଚଳରେ ବ୍ୟାପକ ଜୁଆ ଖେଳ !

ବୌଦ୍ଧ/ବାଉଁଶୁଣୀ,୨/୪- ବୌଦ୍ଧ ବ୍ଲକ୍ ବାଉଁଶୁଣୀ ଥାନା ଅଞ୍ଚଳର ବିଭିନ୍ନ ଗ୍ରାମରେ ବ୍ୟାପକ ଜୁଆ ଖେଳ ଚାଲିଥିବା ଦେଖିବାକୁ ମିଳିଛି l ଜୁଆ ଖେଳର ମୁଖ୍ୟ ପେଣ୍ଠସ୍ଥଳୀ ପାଲଟିଛି ଅଁଳାପାଲି ଅଞ୍ଚଳ l ଘୁଡ଼ୁଘୁଡ଼ି ପଟି ମାଧ୍ୟମରେ କେତେକ ଜୁଆ ଖେଳାଳୀ ଦିନ ରାତି ଜୁଆ ଖେଳର ପସରା ମେଲି ଖେଲାଉ
Read More...

ଅଗ୍ନିକାଣ୍ଡ ଘଟି 3 ବଖରା ଭସ୍ମୀଭୂତ, ସହାୟତା ଦାବି

ବୋୖଦ୍ଧ/ବାଉଁଶୁଣୀ,୨/୪ -ବୌଦ୍ଧ ବ୍ଲକ୍ ଆମ୍ବଝରି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବବଡା ଗ୍ରାମର ସର୍ଗିବଦଲା ସାହିରେ ନିଆଁ ଲାଗି ପରିକ୍ଷିତ ପ୍ରଧାନଙ୍କ ତିନି ବଖରା ଘର ପୋଡି ପାଉଁଶ ହୋଇଯାଇଥିବା ବେଳେ ଲକ୍ଷାଧିକ ଟଂକାର ବିଭିନ୍ନ ଅସବାଵ ପତ୍ର ପୋଡ଼ିନଷ୍ଟ ହୋଇଯାଇଛି । ଧାନ, ଚାଉଳ,ସୁନା ରୂପl,
Read More...

ନିଆଁ ଲାଗି ରାସ୍ତା କଡରେ ଜଳିଗଲା କାର

ବୌଦ୍ଧ,୨/୪- ଆଜି ସକାଳେ ମନମୁଣ୍ଡା - କଣ୍ଟାମାଳ ରାସ୍ତାର କପାସିରା ଛକ ନିକଟ ରାସ୍ତା କଡରେ ଗୋଟିଏ ଇଣ୍ଡିଗୋ ସିଏସ କାରରେ ନିଆଁ ଲାଗି ଜଳୁଥିବା ଦେଖିବାକୁ ମିଳିଥିଲା l ଲୋକେ ଦମକଳ ବାହିନୀକୁ ଖବର୍ ଦେବା ପରେ ନିଆଁକୁ ଆୟତ୍ତ କରା ଯାଇଥିଲା l ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ
Read More...

ଦଣ୍ଡ ଯାତ୍ରା ଯୋଗୁଁ ଗାଆଁ ଗାଆଁରେ ଆଧ୍ୟାତ୍ମିକ ଓ ସାଂସ୍କୃତିକ ମାହୋଲ

ବୌଦ୍ଧ,୧/୪ - ବୌଦ୍ଧ ହେଉଛି ଦଣ୍ଡ ଯାତ୍ରାର ଉତ୍ପତିସ୍ଥଳ l ପଣା ସଂକ୍ରାନ୍ତିର 21, 16 କିମ୍ବା 13 ଦିନ ପୂର୍ବରୁ ବିଭିନ୍ନ ଶୈବ ପୀଠରୁ ଦଣ୍ଡଯାତ୍ରା ଦଳମାନେ ବାହାରି ପଣା ସଂକ୍ରାନ୍ତି ଦିନ ଯାତ୍ରାର ଉଦଯାପନ କରିଥାଆନ୍ତି l ଗତବର୍ଷ ଲକ ଡାଉନ ଯୋଗୁଁ ଦଣ୍ଡଯାତ୍ରା ବନ୍ଦ ରହିଥିବା ବେଳେ
Read More...