Monthly Archives

May 2021

୨ ବର୍ଷ ହେଲା ଅସମ୍ପୂର୍ଣ୍ଣ ହୋଇ ପଡିଛି ଶ୍ମଶାନ ଯାତ୍ରୀ ବିଶ୍ରାମ ଘର

ବୌଦ୍ଧ/ଜହ୍ନାପଙ୍କ,୧୧/୫- ବୌଦ୍ଧ ବ୍ଳକ ବଢ଼ିଗାଁ ପଞ୍ଚାୟତ ଓଲଣ୍ଡା ସାଲୁଙ୍କି ନଦୀକୂଳରେ ୨୦୧୯ ମସିହାରେ ସ୍ମଶାନ ଘାଟକୁ ଶବଦ ।ହ ପାଇଁ ଆସୁଥିବା ବ୍ୟକ୍ତିଙ୍କ ପାଇଁ ବିଶ୍ରାମଗାର ଘର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଘର କେଉଁ ଅନୁଦାନ ଓ କେତେ ଟଙ୍କା ବ୍ୟୟ ଅଟକଳ କରାଯାଇଛି ସୂଚନା
Read More...

୬ ବର୍ଷ ପରେ ବି ଖୋଲୁନି ପ୍ରାଣୀ ସହାୟକ କେନ୍ଦ୍ର

ବୌଦ୍ଧ/ଜହ୍ନାପଙ୍କ,୧୧/୫- ଗ୍ରାମାଞ୍ଚଳରେ ପଶୁପକ୍ଷୀମାନଙ୍କ ଚିକିତ୍ସା ସୁବିଧା ଯୋଗାଇ ଦେବାପାଇଁ ପ୍ରାଣୀଧନ ସହାୟକ କେନ୍ଦ୍ର ନିର୍ମାଣ କରାଯାଇଛି । ହେଲେ ବିଭାଗୀୟ ଅବହେଳା ଯୋଗୁଁ ଗ୍ରାମାଞ୍ଚଳରେ ଏହି ସୁବିଧା ଠିକ୍‌ ଭାବେ ପହଞ୍ଚି ପାରୁନାହିଁ । ବୌଦ୍ଧବ୍ଳକ ତେଲିବନ୍ଧ ଛକ ନିକଟରେ ୨୦୧୫
Read More...

ସମାଜସେବୀ ଶଶିଭୂଷଣ ଆଚାରୀଙ୍କ ପରଲୋକ

ଦଶପଲ୍ଲା,୧୧/୫- ମହର୍ଷି ଦୟାନନ୍ଦ ଚାରିଟେବୁଲ ଟ୍ରଷ୍ଟର ସଂସ୍ଥାପକ, ଶଶୀଭୂଷଣ ଆଚାରୀଙ୍କ ଗତକାଲି ଅପରାହ୍ନ ସମୟରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ହୃଦଘାତରେ ପରଲୋକ ଘଟିଛି । ସେ ଏକାଧାରରେ ପରିବେଶବିତ୍‌, ସମାଜ ସଂସ୍କାରକ ,ସାମାଜିକ କର୍ମୀ, ମେଳାପୀ, ମିଷ୍ଟଭାଷୀ, ପରୋପକାରୀ ବ୍ୟକ୍ତି
Read More...

ବଜ୍ରପାତରେ ପତ୍ରଫଡି ଜଳିଗଲା, ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ପୋଡ଼ି ନଷ୍ଟ

ଖପ୍ରାଖୋଲ,୧୧/୫- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ଲୁହାସିଂହା ପଞ୍ଚାୟତ ଡଙ୍ଗିଆବାହାଲ ଗ୍ରାମର ବଜ୍ରପାତରେ ପତ୍ରଫଡିରେ ନିଆଁ ଲାଗି ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଥିବା ସୁଚନା ମିଳିଛି । ଆଜି ଦିନ ପ୍ରାୟ ୧୦ ଘଣ୍ଟା ସମୟରେ କାଳବୈଶାଖୀ ବର୍ଷାସାଙ୍ଗକୁ ଘଡ଼ଘଡ଼ି ସହ ପ୍ରବଳ ପବନ ବୋହିଥିଲା ।
Read More...

ଜିଲ୍ଲା ପ୍ରଶାସନଙ୍କ ସହାୟତାରେ ବାଲ୍ୟବିବାହ ବନ୍ଦକଲା ସଖି ୱାନଷ୍ଟପ ସେଣ୍ଟର

ଗଜପତି,୧୧/୫- ଗୁମ୍ମା ବ୍ଳକ ଅନ୍ତର୍ଗତ ପରିଚ୍ଛା ଗ୍ରାମରେ ଚଳିତମାସ ୧୮ ତାରିଖରେ ଏକ ବାଲ୍ୟ ବିବାହ ହେବାକୁ ଯାଉଥିବା ଖବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ୨୦୫ ରୁମ ନମ୍ବରରେ କାର୍ଯ୍ୟରତ ସଖି ୱାନଷ୍ଟପ ସେଣ୍ଟର କୁ ଦୃଷ୍ଟିଗୋଚର ହୋଇଥିଲା । ଏହାର ସତ୍ୟା ସତ୍ୟ ଜାଣିବା ଓ ବାଲ୍ୟ ବିବାହ
Read More...

ଗଜପତିରେ ପୁଣି ୧୧୧ଜଣ କରୋନା ପଜିଟିଭ ଚିହ୍ନଟ

ଗଜପତି,୧୧/୫- ଗଜପତି ଜିଲ୍ଲାରେ ଆଜି ପୁଣି ୧୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରୁ ୬୮ ଜଣ, ଗୋଶାଣି ବ୍ଳକରେ ୭ ଜଣ,ଗୁମ୍ମା ବ୍ଳକରୁ ଜଣେ କାଶୀ ନଗର ବ୍ଳକରୁ ୫ ଜଣ,ମୋହନା ବ୍ଳକରୁ ୨୪ ଜଣ,ନୂଆଗଡ଼
Read More...

କଣ୍ଟାବାଞ୍ଜିରେ କାର୍ଯ୍ୟରତ ସାମ୍ବାଦିକଙ୍କୁ କୋଭିଡ ଟୀକାକରଣ

କଣ୍ଟାବାଞ୍ଜି,୧୧/୫- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳର ପଞ୍ଜିକୃତ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ କୋଭିଡ ଟୀକାକରଣ କରାଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗଙ୍କ ନିର୍ଦ୍ଦେଶରେ ଆଜି କଣ୍ଟାବାଞ୍ଜି ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡସିଲଡ଼ ଟୀକାର ପ୍ରଥମ ଡୋଜ୍‌ ପ୍ରଦାନ କରାଯାଇଥିଲା,
Read More...

ବୌଦ୍ଧ ସମେତ ୧୬ଟି ଜିଲ୍ଲାରେ ଆର୍‌ଟିପିସିଆର ଟେଷ୍ଟିଂ ପରୀକ୍ଷାଗାର ପାଇଁ କୋଡ଼ିଏ କୋଟି ଟଙ୍କା ମଞ୍ଜୁର କଲେ…

ଭୁବନେଶ୍ୱର :କୋଭିଡ଼ ଲଢ଼େଇରେ ରୋଗୀର ଶୀଘ୍ର ପରୀକ୍ଷା ସଂକ୍ରମଣକୁ ରୋକିବାରେ ବିଶେଷ ଗୁରୁତ୍ୱ ବହନ କରେ ।ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ଷୋହଳ ଟି ଜିଲ୍ଲା ଯଥା ଭଦ୍ରକ ବୌଦ୍ଧ ,ଢେ଼ଙ୍କାନାଳ ଗଜପତି ,ଖୋର୍ଦ୍ଧା ଜଗତସିଂହପୁର ,ଯାଜପୁର କେନ୍ଦ୍ରାପଡା ,ନବରଙ୍ଗପୁର ମାଲକାନଗିରି ,ନୂଆପଡା
Read More...

କାଳବୈଶାଖୀ ପ୍ରଭାବରେ ବୌଦ୍ଧଜିଲ୍ଲାରେ ବର୍ଷା, ତାତିରୁ ଆଶ୍ୱସ୍ତି

ବୌଦ୍ଧ,୧୧/୫- ଆଜି ସକାଳ ପ୍ରାୟ ୧୦ ଘଣ୍ଟା ସମୟରେ କାଳ ବୈଶାଖୀ ପ୍ରଭାବରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହୋଇଯାଇଛି । ସକାଳୁ ଆକାଶ ମେଘାଛନ୍ନ ଥିବା ଦିନ ପ୍ରାୟ ୧୦ ଘଣ୍ଟା ବେଳେ ହଠାତ୍‌ ପବନ ଘଡଘଡି ସହ ବର୍ଷା ଆରମ୍ଭ ହୋଇଥିଲା । ଦୁଇଦିନ ପୁର୍ବରୁ ମନମୁଣ୍ଡା ଓ
Read More...

ସାମ୍ନାକୁ ଆସିଲା ଭାରତର ଶ୍ରୀଲଙ୍କା ଗସ୍ତ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ସ୍ଥଗିତ ହେବା ପରେ ଭାରତୀୟ ଖେଳାଳିଙ୍କ ଖେଳ ଦେଖିବାକୁ ଅପେକ୍ଷା କରିଥିବା ପ୍ରଶଂସକମାନଙ୍କ ଖୁସି ଖବର ଆସିଛି । ଇଂଲଣ୍ଡରେ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳିବା ପରେ ଟିମ୍ ଇଣ୍ଡିଆ
Read More...