Monthly Archives

May 2021

ବଲାଙ୍ଗୀର ହସପିଟାଲରେ 2ଭିନ୍ନ ଲାଞ୍ଚ ଭିଡିଓ ଭାଇରାଲ, ଆକ୍ସନ ବି ଭିନ୍ନ

ବଲାଙ୍ଗୀର,୧୧/୫ - କିଛିଦିନ ତଳେ ବଲାଙ୍ଗୀର BBMCH ଓ ପାଟଣାଗଡ ଉପଖଣ୍ଡ ହସପିଟାଲର 2ଟି ଅଲଗା ଅଲଗା ଲାଞ୍ଚ ଦାବୀ କରୁଥିବା 2ଟି ଭିଡିଓ ଖୁବ୍ ଭାଇରାଲ ହୋଇଥିଲା। ପ୍ରାଥମିକ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସିଡିଏମଓ ଡ. ଭୀମ ସାହୁ ସୂଚନା ଦେଇଛନ୍ତି।ସୂଚନା ଅନୁଯାୟୀ, ଗୋଟେ
Read More...

ବୌଦ୍ଧ : ଆଜି ଜିଲ୍ଲାରେ 152 କରୋନା ପଜିଟିଭ, ତୁକୁଲୁଣ୍ଡା ଗ୍ରାମରୁ ସର୍ବାଧିକ 31 ଚିହ୍ନଟ

ବୌଦ୍ଧ,୧୧/୫ - ଆଜି ବୌଦ୍ଧ ଜିଲ୍ଲାରେ ପୁଣି 152 କରୋନା ପଜିଟିଭ ଚିନ୍ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିନ୍ହଟ ହୋଇଥିବା 152
Read More...

ବାଉଁଶୁଣୀ ଦୈନିକ ବଜାର ହାଇସ୍କୁଲ ପଡିଆକୁ ସ୍ଥାନାନ୍ତର

ବୌଦ୍ଧ/ବାଉଁଶୁଣୀ,୧୧/୫ - ବାଉଁଶୁଣୀ ଛକ ନିକଟରେ ବହୁ ଦିନରୁ ବସୁଥିବା ଦୈନିକ ବଜାରକୁ କରୋନା ସମୟରେ ପୁନର୍ବାର ହାଇସ୍କୁଲ ପଡିଆ ନିକଟକୁ ଆଜି ଠାରୁ ସ୍ଥାନାନ୍ତର କରାଯାଇଥିବା ଜଣା ପଡିଛି l ଗତବର୍ଷ ମଧ୍ୟ କରୋନା ପାଇଁ ପଡିଆ ପାଖକୁ ବଜାର ଉଠା ଯାଇଥିଲା ଓ କରୋନା ସଂକ୍ରମଣ କମିବା ପରେ
Read More...

ଗଜପତିରେ ପୁଣି ୮୯ ଜଣ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି,୧୦/୫- ଗଜପତି ଜିଲ୍ଲାରେ ଆଜି ପୁଣି ୮୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛି ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରେ ୪୧ ଜଣ, ଗୋଶାଣି ବ୍ଳକରେ ୧୧ ଜଣ,ଗୁମ୍ମା ବ୍ଳକରୁ ୩ ଜଣ,କାଶୀ ନଗର ବ୍ଳକରୁ ୧୪ ଜଣ, ମୋହନା ବ୍ଳକରୁ ୧୬
Read More...

ଆରପାରିରେ ସାମ୍ବାଦିକ ଦୂର୍ବାକ୍ଷ ବସ୍ତିଆ, ବିଭିନ୍ନ ମହଲରେ ଶୋକ

ବୌଦ୍ଧ,୧୦/୫ - ଜିଲ୍ଲାର ଜଣେ କାର୍ଯ୍ୟରତ ସାମ୍ବାଦିକ ଦୂର୍ବାକ୍ଷ ବସ୍ତିଆଙ୍କ ଆଜି ପରଲୋକ ହୋଇଯାଇଥିବା ଜଣା ପଡିଛି । ମିଳିଥିବା ସୂଚନା ଅନୁଯାୟୀ କିଛିଦିନ ହେଲା ଶ୍ରୀ ବସ୍ତିଆ ଅସୁସ୍ଥ ଅନୁଭବ କରୁଥିଲେ ଓ ନିଜ ଘର କଣ୍ଟାମାଳବ୍ଲକ ଶୁଣ୍ଢିପଦର ଗ୍ରାମରେ ଥିଲେ । ଆଜି ସକାଳେ ଗୁରୁତର ହେବାରୁ
Read More...

କନ୍ଧମାଳ ସାଂସଦଙ୍କ ପକ୍ଷରୁ ଅସହାୟଙ୍କୁ ରନ୍ଧାଖାଦ୍ୟ ବଣ୍ଟନ

ବୌଦ୍ଧ/ହରଭଙ୍ଗା୧୦/୫- ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକରେ ଆଜି କନ୍ଧମାଳ ସାଂସଦ ତଥା କିଟ୍‌କିସ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ପକ୍ଷରୁ ଅସହାୟ ବୃଦ୍ଧବୃଦ୍ଧାଙ୍କୁ ମାଗଣାରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଥିବା ଜଣାପଡିଛି । ବାଣୀଭୁଷଣପୁର ପଂଚାୟତ ଝାଡ୍ରାଜିଙ୍ଗ ସ୍ଥିତ ବୃଦ୍ଧାଶ୍ରମକୁ
Read More...

ସାମ୍ବାଦିକ ସଞ୍ଜୟ ସାହୁଙ୍କ ମାତୃ ବିୟୋଗ

ସୁବର୍ଣ୍ଣପୁର୧୦/୫- ଗତ କାଲି ସନ୍ଧ୍ୟାରେ ବୁର୍ଲା କୋଭିଡ ମେଡିକାଲରେ ସୁବର୍ଣ୍ଣପୁର ଜିଲ୍ଲାର ରାମପୁର (ବଡ଼କରଲେ) ଗାଁ ର ୬୭ ବର୍ଷୀୟା ମହିଳା ତଥା ରାମପୁର, ସୋନପୁର ଅଞ୍ଚଳର ଯୁବ ସଂଗଠକ, ଶିକ୍ଷକ, ଯାଦୁଗର ତଥା ସାମ୍ବାଦିକ ସଞ୍ଜୟ କୁମାର ସାହୁଙ୍କ ମାତା କୌଶଲ୍ୟା ସାହୁଙ୍କ ଦେହାନ୍ତ
Read More...

ଗ୍ରାମ୍ୟ ଜଙ୍ଗଲକୁ ନେଇ ବିବାଦ, ତିନିଗ୍ରାମର ଗ୍ରାମବାସୀ ମୁହାଁମୁହିଁ

ଦଶପଲ୍ଲା,୧୦/୫ : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ କୁଲୁରୁକୁମ୍ପା ଗ୍ରାମ ପଂଚାୟତ ଅନ୍ତର୍ଗତ ତିନିଗୋଟି ଗ୍ରାମବାସୀଙ୍କ କିଛିଦିନ ହେବ ସ୍ଥାନୀୟ ଗ୍ରାମ୍ୟ ଜଙ୍ଗଲକୁ ନେଇ ବିବାଦ ଲାଗିରହିଥିବା ବେଳେ ଏ ନେଇ ତିନିଗ୍ରାମର ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି । ସୂଚନା ମୁତାବକ ଗତ ୨୦୧୫ ମସିହାରେ
Read More...