Sign in
Sign in
Recover your password.
A password will be e-mailed to you.
Monthly Archives
June 2021
ଆଜି ଅନ୍ତର୍ଜାତୀୟ ଯୋଗ ଦିବସ : ଗଛ ବଖାଣୁଛି ସୁସ୍ଥ ଜୀବନ ଓ ସୁରକ୍ଷାର ମନ୍ତ୍ର
ଭୁବନେଶ୍ୱର : ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ । ୨୦୧୫ରୁ ପ୍ରତିବର୍ଷ ଜୁନ୍ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ରୂପେ ପାଳିତ ହୋଇଆସୁଛି । ଚଳିତ ବର୍ଷର ଥିମ୍ ରହିଛି ବି ଉଇଥ୍ ଯୋଗ, ବି ଆଟ ହୋମ୍ । ଅର୍ଥାତ୍ ମହାମାରୀ କରୋନାର ନିୟମ ପାଳନ କରି ପରିବାର ସହିତ ଯୋଗକୁ ଆପଣାନ୍ତୁ । ଯାହା!-->…
Read More...
Read More...
ବିଜେପି ପୁରୁଣାକଟକ ମଣ୍ଡଳ ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ହରଭଙ୍ଗା,୨୧/୬- ବିଜେପି ପୁରୁଣାକଟକ ମଣ୍ଡଳ ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ବୁରୁବୁଡ଼ା ବାବା ଗୁପ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ମାଗୁଣି ଗାଇଗୌରିଆ, ସୁଶୀଲ ଦେହୁରୀ, ରବୀନ୍ଦ୍ର ପ୍ରଧାନ, ମଣ୍ଡଳ ସଭାପତି ବାମନ ବାରିକ, ଗରୁଡ଼ଧ୍ବଜ ପ୍ରଧାନ, ବାଲ୍ୟକୃଷ୍ଣ ପାତ୍ର, ରଞ୍ଜନ!-->…
Read More...
Read More...
ସାଥୀ ଶିକ୍ଷକ ବନ୍ଧୁଙ୍କ ବିୟୋଗରେ କଣ୍ଟାମାଳ ସିଆରସିସି ସଂଘର ଭର୍ଚୁଆଲ ସ୍ମୃତି ଚାରଣ
କଣ୍ଟାମାଳ,୨୦/୬- ସାଥୀ ଶିକ୍ଷକ ଉମେଶ କହଁରଙ୍କ କରୋନରେ ମୃତ୍ୟୁକୁ ନେଇ ଆଜି କଣ୍ଟାମାଳବ୍ଳକ ସିଆରସିସି ସଂଘ ତରଫରୁ ଏକ ଭର୍ଚୁଆଲ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସିଆରସିସି ସତ୍ୟନାରାୟଣ ରଣାଙ୍କ ଆବାହକତ୍ୱରେ ଅନୁଷ୍ଠିତ ସଭାରେ ସିଆରସିସି ଆନନ୍ଦ ପରମଗୁରୁ ସଭାପତିତ୍ୱ କରିଥିଲେ । ଅନୁଷ୍ଠିତ!-->…
Read More...
Read More...
ଲକଡାଉନ ବଢାଇଛି ବୁଣାକାରଙ୍କ ପେଟପାଟଣା ଚିନ୍ତା
ଜହ୍ନାପଙ୍କ,୨୦/୬- ଶହ ଶହ ବର୍ଷ ଧରି ସମ୍ବଲପୁରୀ ବସ୍ତ୍ରର ଆଦର ରହିଆସିଛି । ସାଧାରଣତଃ ଭୁଲିଆ ଜାତିରଲୋକ ଏହାକୁ କୌଳିକ ବୃତ୍ତି ରୂପେ ଗ୍ରହଣ କରି ଆସିଛନ୍ତି । ଭୁଲିଆ ଜାତିର ବୁଣାକାରମାନେ ମଠା, ସମ୍ବଲପୁରୀ ଓ ମୋଟା ସୂତାରେ ଦୈନିକ ଗୃହ ବ୍ୟବହୃତ ପରଦା, ବେଡ଼ସିଟ, ଧୋତି, ଲୁଙ୍ଗି, ଚାଦର!-->…
Read More...
Read More...
ମୃତ ସାମ୍ବାଦିକଙ୍କ ପରିବାରକୁ ସହାୟତାର ହାତ ବଢାଇଲା ବ୍ଲକ ପ୍ରଶାସନ
ବୌଦ୍ଧ,୨୦/୬- ଆଜି କଣ୍ଟାମାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ବନ୍ଦନା ଖଟୁଆ କଣ୍ଟାମାଳ ବ୍ଲକ ଶୁଣ୍ଢିପଦର ଗ୍ରାମକୁ ଯାଇ ଓଡିଶା ଭାସ୍କରର ସମ୍ବାଦଦାତା ସ୍ୱର୍ଗତ ଦୁର୍ବାକ୍ଷ ବସ୍ତିଆଙ୍କ ପରିବାରକୁ ଭେଟି ଶାନ୍ତ୍ୱନା ଦେଇଛନ୍ତି । କରୋନାରେ ମୃତ୍ୟୁବରଣ କରିଥିବା ସାମ୍ବାଦିକଙ୍କ ପରିବାରକୁ!-->…
Read More...
Read More...
୩ ଅନାଥ ଶିଶୁଙ୍କୁ ମାରୁତି ସେନା ପକ୍ଷରୁ ରାସନ୍ ସାମଗ୍ରୀ ବଣ୍ଟନ
ହରଭଙ୍ଗା,୨୦/୬ - ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍ ବାହାଲୀ ଗ୍ରାମର ସପ୍ତେଶ୍ୱର ମହାଲିକଙ୍କ ଜୁନ୍ ୧୫ରେ ମୃତ୍ୟୁ ଘଟିଛି । ତାଙ୍କର ପତ୍ନୀ ଶକୁନ୍ତଳା ମହାଲିକଙ୍କ ୩ବର୍ଷ ପୂର୍ବରୁ ଦେହାନ୍ତ ହୋଇଯାଇଛି । ବର୍ତ୍ତମାନ ତାଙ୍କର ୩ ଶିଶୁ ଅନାଥ ହୋଇଯାଇଛନ୍ତି । ସପ୍ତେଶ୍ୱରଙ୍କ ତିନି ଅନାଥ!-->…
Read More...
Read More...
ବିଶ୍ୱ ଓଡ଼ିଶା ସମାଜ ପକ୍ଷରୁ ତପୁଙ୍କ ସ୍ମୃତିରେ ମଧ୍ୟରାତ୍ର ଆଭାସି ଶୋକସଭା
ଡାଲାସ/ଟରୋଣ୍ଟୋ/ଲଣ୍ଡନ/ଆବୁଧାବି/ଦୁବାଇ/ଅହମଦାବାଦ/କୋଲକାତା/ଭୁବନେଶ୍ୱର/କଟକ, ୨୦/୬- ବିଶିଷ୍ଟ କଣ୍ଠଶଳ୍ପୀ ତପୁ ମିଶ୍ରଙ୍କ ବିୟୋଗରେ ବିଶ୍ୱ ଓଡ଼ିଶା ସମାଜ ତରଫରୁ ଏକ ଆନ୍ତର୍ଜାତିକ ଆଭାସି ଶୋକସଭା ଆୟୋଜନ କରାଯାଇଥିଲା । ତପୁଙ୍କର ଇହଲୀଳା ତ୍ୟାଗର ମାତ୍ର ଅଧଘଣ୍ଟା ବ୍ୟବଧାନରେ ଆୟୋଜନ!-->…
Read More...
Read More...