ବିଜେପି ପୁରୁଣାକଟକ ମଣ୍ଡଳ ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

0 535

ହରଭଙ୍ଗା,୨୧/୬- ବିଜେପି ପୁରୁଣାକଟକ ମଣ୍ଡଳ ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ବୁରୁବୁଡ଼ା ବାବା ଗୁପ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ମାଗୁଣି ଗାଇଗୌରିଆ, ସୁଶୀଲ ଦେହୁରୀ, ରବୀନ୍ଦ୍ର ପ୍ରଧାନ, ମଣ୍ଡଳ ସଭାପତି ବାମନ ବାରିକ, ଗରୁଡ଼ଧ୍ବଜ ପ୍ରଧାନ, ବାଲ୍ୟକୃଷ୍ଣ ପାତ୍ର, ରଞ୍ଜନ ଖେତୀ, ଅଶୋକ ସେଠୀ, ରାମଚନ୍ଦ୍ର ସାହୁ, ନରେନ୍ଦ୍ର କର୍ଣ୍ଣ, ଜଗଦୀଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

13 − 4 =