Monthly Archives

June 2021

ଅପରାହ୍ନରେ ବଡ଼ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର : ଆଜି ବଡ଼ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ । ବୁଧବାର ଦିନ ଅପରାହ୍ନ ୨.୩୦ରେ କରୋନା ସ୍ଥିତି ନେଇ କିଛି ବଡ଼ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ରାଜ୍ୟରେ ଲାଗୁ ହୋଇଥିବା ଲକଡାଉନ୍‌ ଗୁରୁବାର ଶେଷ ହେଉଛି । ତେଣୁ ଆଗକୁ ଲକ୍‌ଡାଉନ୍‌ ରହିବ କି ଅନ୍‌ଲକ୍‌
Read More...

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ମହାରଥୀ ଡାକ୍ତର ସ୍ନେହାଶିଷ ଗିରି

ଫୁଲବାଣୀ : କରୋନା ଯୁଦ୍ଧରେ ହାରିଗଲେ ଆଉଜଣେ ମହାରଥୀ ।କନ୍ଧମାଳ ଜିଲ୍ଲା ଖଜୁରୀପଡ଼ାର ଆଯୁଷ ଡାକ୍ତର ସ୍ନେହାଶିଷ ଗିରି । କରୋନା ଯୋଦ୍ଧା ସ୍ନେହା ଶିଷଙ୍କ ଆଜି କଟକ ଏସସିବି ମେଡିକାଲରେ ପରଲୋକ ହୋଇଯାଇଛି । ଗତ କିଛିଦିନ ତଳେ ସେ କରେନାରେ ଆକ୍ରାନ୍ତ ହେବା ପରେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ
Read More...

ଦେଶରେ କରୋନାର ଦ୍ୱିତୀୟ ଲହର ନେଇଛି ୭୯୮ ଡାକ୍ତରଙ୍କ ଜୀବନ

ନୂଆଦିଲ୍ଲୀ : ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏସନ୍‌ (ଆଇଏମଏ) ପକ୍ଷରୁ କୁହାଯାଇଛି ସାରା ଦେଶରେ କରୋନାର ଦ୍ୱିତୀୟ ଲହର ସମୟରେ ୭୯୮ ଡାକ୍ତରଙ୍କ ମୃତ୍ୟୁ ଘଟିଛି । ଦିଲ୍ଲୀରେ ସର୍ବାଧିକ ୧୨୮ ଡାକ୍ତର ପ୍ରାଣ ହରାଇଛନ୍ତି । ଏହା ପରେ ବିହାରରେ ୧୧୫ ଡାକ୍ତରଙ୍କ ମୃତ୍ୟୁ ଘଟିଛି । ଉତ୍ତରପ୍ରଦେଶରେ
Read More...

ରାଜପୁତମାନଙ୍କର ସାହସ ଓ ବୀରତ୍ୱର ପ୍ରତୀକ ‘ଚିତ୍ତୋରଗଡ ଦୁର୍ଗ’, ଦେଖନ୍ତୁ ଫଟୋ

ଉତ୍ତର ଭାରତର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଦୁର୍ଗ ମଧ୍ୟରୁ ଚିତ୍ତୋରଗଡ ଦୁର୍ଗ ଅନ୍ୟତମ । ଏହି ଦୁର୍ଗ ରାଜପୁତମାନଙ୍କର ସାହସ, ବୀରତ୍ୱ, ବଳିଦାନ, ବଳିଦାନ ଏବଂ ସମ୍ଭ୍ରାନ୍ତତାର ପ୍ରତୀକ ଅଟେ । ଚିତ୍ତୋରଗଡର ଏହି ଦୁର୍ଗ ରାଜପୁତ ଶାସକଙ୍କ ବୀରତ୍ୱ, ସେମାନଙ୍କର ଗୌରବ ଏବଂ ଶକ୍ତିଶାଳୀ
Read More...

ଅପରିଷ୍କାର ପରିବେଶ ପାଇଁ ଅବିବାହିତ ରହୁଛନ୍ତି ଯୁବକ

ଲକ୍ଷ୍ନୌ: ସ୍ୱଚ୍ଛ ଭାରତ ଅଭିଯାନରେ ଏବେ ଗାଁ ଠାରୁ ସହର ସମସ୍ତେ ସାମିଲ ହୋଇଛନ୍ତି ସତ। ହେଲେ ଏବେ ଉତ୍ତର ପ୍ରଦେଶର କାନପୁର ଜିଲା ନିକଟରେ ଥିବା କିଛି ଗାଁ ଏପରି ଅପରିଷ୍କାର ହୋଇ ରହିଛି ଯେ ଏଠାରେ ରୋଗ ବଢିବା ସହ ‘ଅବିବାହିତ ରୋଗ’ ମଧ୍ୟ ଅନେକାଂଶରେ ବୃଦ୍ଧି ପାଇଥିବା ଦେଖାଯାଇଛି। ଏହା
Read More...

ପୁଣି ବଢିଲା ସଂକ୍ରମଣ, ଦିନକରେ ୪୮ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଗତକାଲି ୩ହଜାର ତଳକୁ କରୋନା ସଂକ୍ରମଣ କମିଥିବା ବେଳେ ଆଜି ପୁଣି ୩ ହଜାର ପରେ ହୋଇଛି ସଂକ୍ରମିତଙ୍କ ସଂଖ୍ୟା । ସେହିପରି ମୃତ୍ୟୁ ସଂଖ୍ୟାରେ ମଧ୍ୟ ଲାଗୁନି ବ୍ରେକ୍‌ । ଗତ ୨୪ ଘଣ୍ଟା ମଧ୍ୟରେ ୩୩୭୧ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୮ ଜଣ କରୋନା
Read More...

ଆଜି ଆସିବ ଜୁଲାଇ ଗାଇଡଲାଇନ, ଏହି ସବୁ ଜିଲ୍ଲାରେ ଆହୁରି କୋହଳ ହୋଇପାରେ କଟକଣା

ଭୁବନେଶ୍ୱର : ଆଜି ଆସିବ ଜୁଲାଇ ଗାଇଡ ଲାଇନ । ରାଜ୍ୟ ସରକାର ଅନଲକ ମୁହାଁ ହେବେ ନା ଆଂଶିକ ଲକଡାଉନ ଆପଣାଇବେ ତାହା ଆଜି ଜଣାପଡିବ ।ସଂକ୍ରମଣ ହାର ଅଧିକ ଥିବା ଜିଲା ପାଇଁ କି ରଣନୀତି ଅପଣାଇବେ । ଏସବୁ ନେଇ ଏବେ ଚର୍ଚ୍ଚା । କାରଣ କିଛି ଜିଲ୍ଲାରେ ସଂକ୍ରମଣ ହାର ଅଧିକା ରହିବା ଚିନ୍ତାର କାରଣ
Read More...

କାର ଚାଳକଙ୍କ ବେପରୁଆ ଗାଡିିଚାଳନା, ସିରିଜ୍‌ ଦୁର୍ଘଟଣାରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ବୌଦ୍ଧ : ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ପଥରେ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଛି । ଆଜି ସକାଳେ ବୁଟୁପାଲି ନିକଟରେ ଏକ ହୁଣ୍ଡାଇ କାର ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନ ଯୋଗୁଁ ଜଣେ ବୃଦ୍ଧଙ୍କ ଜୀବନ ଯିବା ସହ ଏକ ଷଣ୍ଢର ମୃତ୍ୟୁ ହୋଇଛି । ସେହିପରି ଏହି ସିରିଜ ଦୁର୍ଘଟଣାରେ
Read More...

କଳା ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ କଳା ଜଗତରୁ ବିଦାୟ ନେଇଥିବା ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା

ଫୁଲବାଣୀ,୨୯/୬-ଫୁଲବାଣୀ ସ୍ଥିତ କୋମଲଗାନ୍ଧାର କଳା ଓ ସଂସ୍କୃତି ଅନୁଷ୍ଠାନ ତରଫରୁ କଳା ଜଗତରୁ ବିଦାୟ ନେଇଥିବା କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଅମରେନ୍ଦ୍ର ମହାନ୍ତି ଏବଂ ଶାନ୍ତିରାଜ ଖୋସଲାଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଅନୁଷ୍ଠାନର ଗୁରୁ ରାଜେନ୍ଦ୍ର
Read More...