Monthly Archives

June 2021

ଦୌଡରାଣୀ ଦୂତୀଙ୍କୁ ଟୋକିଓ ଅଲିମ୍ପିକ୍ସ ଟିକେଟ

ନୂଆଦିଲ୍ଲୀ : ଓଡିଶା ପାଇଁ ଖୁସି ଖବର । ରାଜ୍ୟ ତଥା ଭାରତର ତାରକା ଧାବିକା ଦୂତୀ ଚାନ୍ଦଙ୍କୁ ମିଳିଛି ଟୋକିଓ ଅଲିମ୍ପିକ୍ସ ଟିକେଟ । ଅଲିମ୍ପିକ୍ସରେ ସେ ଉଭୟ ୧୦୦ ମିଟର ଓ ୨୦୦ ମିଟର ଦୌଡ ଇଭେଣ୍ଟରେ ଅଂଶଗ୍ରହଣ କରିପାରିବେ । ବିଶ୍ୱ ମାନ୍ୟତା ଅଙ୍କ ବା ପଏଣ୍ଟ ଆଧାରରେ ତାଙ୍କୁ ଏହି ଯୋଗ୍ୟତା…
Read More...

ଅବସରଦିନ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କଲେ କର୍ମଚାରୀ

ବୌଦ୍ଧ,୩୦/୬- ବୌଦ୍ଧ ମେଡିକାଲରେ କାର୍ଯ୍ୟରତ ଜଣେ କର୍ମଚାରୀ ରଞ୍ଜିତ କୁମାର ପଟ୍ଟନାୟକଙ୍କ ଆଜି ଅବସର ନେଇଛନ୍ତି । ଏହି ଅବସରକୁ ସ୍ମରଣୀୟ କରିବାପାଇଁ ସେ ଏକ ରକ୍ତଦାନ ଶିବିରର ଆୟୋଜନ କରିଥିଲେ । ଜିଲ୍ଲା ରକ୍ତଭଣ୍ଡାର ଠାରେ ସେ ନିଜେ ରକ୍ତଦାନ କରିବାସହିତ ତାଙ୍କ ପରିବାର ଓ ବନ୍ଧୁବର୍ଗମାନେ…
Read More...

ସ୍ୱେଚ୍ଛାକୃତ ରକ୍ତଦାନ ଶିବିର, ୧୮ ୟୁନିଟ ରକ୍ତ ସଂଗ୍ରହ

ବୌଦ୍ଧ,୩୦/୬- ବୌଦ୍ଧ ମେଡିକାଲରେ କାର୍ଯ୍ୟରତ ଜଣେ କର୍ମଚାରୀ ରଜତ କୁମାର ପଟ୍ଟନାୟକଙ୍କ ଆଜି ଅବସର ନେଇଛନ୍ତି । ଏହି ଅବସରକୁ ସ୍ମରଣୀୟ କରିବାପାଇଁ ସେ ଏକ ରକ୍ତଦାନ ଶିବିରର ଆୟୋଜନ କରିଥିଲେ ଜିଲ୍ଲା ରକ୍ତଭଣ୍ଡାର ଠାରେ ସେ ନିଜେ ରକ୍ତଦାନ କରିବାସହିତ ତାଙ୍କ ପରିବାର ଓ ବନ୍ଧୁବର୍ଗମାନେ…
Read More...

ପୁଣି ଜମ୍ମୁରେ ଉଡିଲା ଡ୍ରୋନ,ସେନା ସତର୍କ

ଜମ୍ମୁ: ପୁଣିଥରେ ଜମ୍ମୁର ବାୟୁସେନା ଏୟାରବେସରେ ୨ଟି ଡ୍ରୋନ ଉଡୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ବାୟୁସେନା ଏୟାରବେସରେ ଡ୍ରୋନ୍ ଦ୍ୱାରା ବିସ୍ଫୋରକ ସାମଗ୍ରୀ ପକାଯିବା ପରେ ସେନା ଶିବିର ଉପରେ ବାରମ୍ବାର ଡ୍ରୋନ୍ ଦେଖିବାକୁ ମିଳୁଛି । ଆଜି ସକାଳେ ଜମ୍ମୁର କାଲୁଚାକ୍, ମିରାନ୍ ସାହେବ ଏବଂ…
Read More...

ଯୋଗ୍ୟ ହିତାଧୀକାରୀଙ୍କୁ ମିଳୁନି ସରକାରୀ ଆବାସ, ଆମରଣ ଅନଶନ ଚେତାବନୀ

ଚଣ୍ଡିଖୋଲ : ବଡଚଣା ବ୍ଲକ ଅନ୍ତର୍ଗତ ଖଏରା ପଞ୍ଚାୟତ ଚାରି ନମ୍ବର ୱାର୍ଡ଼ର ବାସିନ୍ଦା ପାଣ୍ଡବ ଦାସଙ୍କୁ ସରକାରୀ ଆବାସ ଯୋଜନାରେ ଘର ମିଳୁ ନାହିଁ । ବହୁବାର ଘର ଖଣ୍ଡେ ପାଇବା ପାଇଁ ସେ ଆବେଦନ କରି କରି ଥକି ପଡିଲେଣି । ହେଲେ ବ୍ଲକ ପ୍ରଶାସନର ଭୁଲ ତଥ୍ୟ ଯୋଗୁ ପାଣ୍ଡବ ଆବାସ ଯୋଜନାରୁ…
Read More...

ୟୁଟ୍ୟୁବରେ ପାଠ ପଢିବେ ଯୁକ୍ତଦୁଇ ଛାତ୍ରଛାତ୍ରୀ, ପ୍ରଥମ ପର୍ଯ୍ୟାୟରେ ଏହି ସବୁ କଲେଜରେ ଆରମ୍ଭ ହେବ

ଭୁବନେଶ୍ୱର: ପ୍ରାଥମିକ, ମାଧ୍ୟମିକ ପରେ ଏବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜର ଛାତ୍ରଛାତ୍ରୀଙ୍କୁ ୟୁଟ୍ୟୁବରେ ପଢ଼ାଇବା ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଣ୍ଟା ଭିଡ଼ିଛି । ପ୍ରାଥମିକ ପର୍ଯ୍ୟାୟରେ ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ଖୁବ ଶୀଘ୍ର ୟୁଟ୍ୟୁବରେ…
Read More...

ଆଜି ‘କାଳିଆ’ ହିତାଧିକାରୀଙ୍କୁ କୋଭିଡ୍‌ ସହାୟତା ଦେବେ ସରକାର

ଭୁବନେଶ୍ୱର: ରାଜ୍ୟର ୧୮ ଲକ୍ଷ ‘କାଳିଆ’ ହିତାଧିକାରୀଙ୍କୁ ସରକାର ଦେବେ କୋଭିଡ୍‌ ସହାୟତା । ଭୂମିହୀନ ଚାଷୀଙ୍କୁ ସରକାର ଅତିରିକ୍ତ ହଜାରେ ଟଙ୍କା ଲେଖାଏଁ କୋଭିଡ୍‌ ସହାୟତା ଯୋଗାଇବାକୁ ଘୋଷଣା କରିଥିଲେ । ଆଜି ମୁଖ୍ୟମନ୍ତ୍ରୀ ଏ ସହାୟତା ବଣ୍ଟନର ଶୁଭାରମ୍ଭ କରିବେ । କାଳିଆ ଯୋଜନାରେ ସବୁ…
Read More...

ଦାରିଙ୍ଗବାଡି ଅଂଚଳରେ ସରକାରୀ ଜମି ମାଫିଆଙ୍କ ରାଜ,୨ଜଣଙ୍କୁ ଗିରଫ କଲା ପୋଲିସ

ଦାରିଙ୍ଗବାଡି :ଦାରିଙ୍ଗବାଡ଼ି ଅଞ୍ଚଳରେ ସରକାରୀ ଜମିକୁ ଜବରଦଖଲ କରାଯାଇ ବିକ୍ରିବଟା କରାଯାଉଥିବା ଅଭିଯୋଗ ହୋଇଆସୁଛି । ଏକ ସରକାରୀ ଜମିକୁ ନିଜର ଦର୍ଶାଇ ସେଠାରେ ଜଣେ ବ୍ୟକ୍ତି କରିଥିବା ଘର ଭଙ୍ଗାରୁଜା ସହ ଗଣ୍ଡଗୋଳ କରି ଫେରାର୍‌ ଥିବା ବାପପୁଅଙ୍କୁ ଦାରିଙ୍ଗବାଡ଼ି ପୋଲିସ ଗିରଫ କରିଛି ।…
Read More...

ଜନବିରୋଧ ସତ୍ତ୍ବେ ଗହଳି ଅଞ୍ଚଳରେ କୋଭିଡ ହସ୍ପିଟାଲ

ସମ୍ବଲପୁର : ବର୍ତ୍ତମାନ ସମ୍ବଲପୁରରେ କୋଭିଡ ସ୍ଥିତି ନିୟନ୍ତ୍ରଣରେ ରହିଛି, ତଥାପି ତୃତୀୟ ଲହରୀର ସହିତ ଆଗାମୀ ଦିନର ଆବଶ୍ୟକତାକୁ ଆଖି ଆଗରେ ରଖି ଏଠାରେ ତୃତୀୟ କୋଭିଡ ହସ୍ପିଟାଲ ରୂପେ ବିକାଶ ସିଟି ହସ୍ପିଟାଲର ଘୋଷଣାକୁ ସ୍ୱାଗତ କରାଗଲା । କିନ୍ତୁ ଏଥିପାଇଁ ନଗର ମଝିରେ ଜନଗହଳି ପୂର୍ଣ୍ଣ…
Read More...