Monthly Archives

June 2021

ବାଉଁଶୁଣୀ ପୁଲିସ ଦ୍ବାରା କାର୍ ସହ ବ୍ୟାପକ ଗଞ୍ଜେଇ ଜବତ , ୨ ଗିରଫ

ବୌଦ୍ଧ/ବାଉଁଶୁଣୀ, ୩୦/୬ - ବୌଦ୍ଧବ୍ଲକ ବାଉଁଶୁଣି ଥାନା ଅନ୍ତର୍ଗତ ତାଲୁପାଲି ନିକଟରେ ଆଜି ସକାଳ ୬ଘଣ୍ଟା ସମୟରେ ବାଉଁଶୁଣି ପୋଲିସ ପକ୍ଷରୁ ଚଢ଼ାଉ କରି 36କେଜି ଗଞ୍ଜାଇ ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ କୌଣସି ସୂତ୍ରରୁ ଖବର ପାଇ ବାଉଁଶୁଣି ଥାନା ଅଧିକାରୀ ସୁବାଷ…
Read More...

କୋଭିଡ ପ୍ୟାକେଜକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆଜି ଅନୁଷ୍ଠିତ ବୈଠକରେ କେନ୍ଦ୍ର କ୍ୟାବିନେଟ ବୁଧବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଘୋଷିତ ଆର୍ଥିକ ପ୍ୟାକେଜକୁ ଅନୁମୋଦନ କରିଛି । ଆଜି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଏହି ସୂଚନା ଦେଇଛନ୍ତି । ମହାମାରୀ…
Read More...

ଖେଳରତ୍ନ ପୁରସ୍କାର ପାଇଁ ଏହି ଦୁଇ ଖେଳାଳିଙ୍କ ନାମ ସୁପାରିସ କଲା ବିସିସିଆଇ

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ଼ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧୀ ଖେଳ ରତ୍ନଙ୍କ ପାଇଁ କ୍ରିକେଟ୍‌ ବୋର୍ଡ ଅଫ୍‌ ଇଣ୍ଡିଆ (ବିସିସିଆଇ) ମହିଳା କ୍ରିକେଟ୍‌ ଖେଳାଳି ମିତାଲି ରାଜ ଏବଂ ଟପ୍‌ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ଙ୍କ ନାମ ସୁପାରିସ କରିବାକୁ ନିଷ୍ପତ୍ତି ନେଇଛି । ଅର୍ଜୁନ ପୁରସ୍କାର…
Read More...

ନବଜାତ ଶିଶୁ କନ୍ୟାକୁ ନଦୀ କୂଳରେ ଫିଙ୍ଗିଦେଲା ମାଆ, ଉଦ୍ଧାର କରି ଅପଣାଇନେଲେ ଆଦିବାସୀ ଦମ୍ପତି

ବାଲିଗୁଡ଼ା/ଦାରିଙ୍ଗବାଡ଼ି,୩୦/୬: ସରକାର କନ୍ୟା ସନ୍ତାନର ସୁରକ୍ଷା ପାଇଁ ଅନେକ ଯୋଜନା କରିଛନ୍ତି । ଏପରିକି କନ୍ୟା ସନ୍ତାନମାନେ ଦେଶର ଅମୂଲ୍ୟ ସମ୍ପତ୍ତି ବୋଲି ସରକାର ଅନେକ ଥର କହିଛନ୍ତି । ସେଥିପାଇଁ କେନ୍ଦ୍ର ସରକାର ବେଟି ବଚାଓ, ବେଟି ପଢ଼ାଓ ଯୋଜନା କରିଛନ୍ତି । ଏସବୁ ସତ୍ୱେ୍ୱ ଏବେ…
Read More...

ବୌଦ୍ଧ ଜିଲ୍ଲାରେ ନିୟମିତ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ୍‌ ହେଲା ନିମୋକୋକାଲ୍‌ କନ୍‌ଜୁଗେଟ୍‌ ଟିକା

ବୌଦ୍ଧ,୩୦/୬-ନିମୋନିଆ ଜନିତ ଶିଶୁମୃତ୍ୟୁକୁ ରୋକିବା ପାଇଁ ସାରା ରାଜ୍ୟରେ ନିମୋକୋକାଲ୍‌ କନ୍‌ଜୁଗେଟ୍‌ ଟିକାକୁ ନିୟମିତ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ୍‌ କରାଯାଇଛି । ରାଜ୍ୟସ୍ତରରେ ଏକ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଏହାକୁ ଉଦ୍‌ଘାଟନ କରିଥିଲେ । ଏ…
Read More...

ଜୁଲାଇ ୧୬ ଯାଏଁ ଆଂଶିକ ଲକଡାଉନ

ଭୁବନେଶ୍ୱର: ଗୁରୁବାର ରାଜ୍ୟରେ ଲାଗୁଥିବା ଆଂଶିକ ଲକଡାଉନ ସରୁଛି । ଏହି ପରିପ୍ରେକ୍ଷୀରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଏହି ଅବସରରେ ଜୁଲାଇ ୧୬ ସକାଳ ୫ଟା ଯାଏ ଆଂଶିକ ଲକଡାଉନ ଘୋଷଣା କରାଯାଇଛି। ସଂକ୍ରମଣ କମିଥିବାରୁ କାଟେଗୋରୀ…
Read More...

ହାତୀଙ୍କ ଦଳାଚକଟାରେ ଧାନତଳି ନଷ୍ଟ ଓ ଚାଷୀ ସର୍ବସ୍ୱାନ୍ତ

ସମ୍ବଲପୁର: ବର୍ତ୍ତମାନ ଖରିଫ୍‌ ଫସଲର ଆରମ୍ଭ ଧାନତଳିରୁ ହୋଇଥାଏ । ଗୋଟିଏ ପଟେ ଧାନତଳିର ଯତ୍ନ ଓ ଅନ୍ୟପଟେ ଧାନ ରୁଆ ପାଇଁ ଜମିର ପ୍ରସ୍ତୁତି, ଏହି ଦୁଇ ପ୍ରକ୍ରିୟାରେ ଚାଷୀ ବ୍ୟସ୍ତ ରୁହେ । ଏହି ଘଡିସନ୍ଧି ମୁହୁର୍ତ୍ତ ରେ ହାତୀ ଉପଦ୍ରବ ଚାଷୀଙ୍କୁ ବ୍ୟତିବ୍ୟସ୍ତ କରି ଦେଇଛି । ଏପରି…
Read More...

ଜିମୂତ ମଙ୍ଗରାଜଙ୍କ ବିୟୋଗରେ ସୁବର୍ଣ୍ଣପୁରରେ ଶୋକସଭା

ସୁବର୍ଣ୍ଣପୁର,୩୦/୬(ହୀ.ପ୍ର) : ରାଜ୍ୟର ବରିଷ୍ଠ ସାମ୍ବାଦିକ ତଥା "ନେତା' ସାପ୍ତାହିକ ଖବରକାଗ ର ପ୍ରତିଷ୍ଠାତା ସ୍ୱର୍ଗୀୟ ଜିମୂତ ବାହାନ ମଙ୍ଗରାଜଙ୍କ ସ୍ମୃତି ଉଦ୍ଦେଶ୍ୟରେ ସୁବର୍ଣ୍ଣପୁର ଜ଼ିଲ୍ଲା ସଦର ମହକୁମା ବସଷ୍ଟାଣ୍ଡ ନିକଟସ୍ଥ ପଞ୍ଚ଼ରଥ ମନ୍ଦିରଠାରେ ସନ୍ଧ୍ୟା ୭ ଘଣ୍ଟା ବେଳେ ଏକ…
Read More...

ବୌଦ୍ଧଜିଲ୍ଲା: ଖସୁଛି ସଂକ୍ରମଣ, ୧୯ ସଂକ୍ରମିତ ଚିହ୍ନଟ

ବୌଦ୍ଧ,୩୦/୬- ଆଜି ବୌଦ୍ଧ ଜିଲ୍ଲାରୁ ୧୯ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂଚନା ଅନୁଯାୟୀ ଆଜି ବୌଦ୍ଧବ୍ଲକର ତେଲିବନ୍ଧ ପଞ୍ଚାୟତ ସୁବମାପୁର ଗ୍ରାମରୁ…
Read More...