Monthly Archives

June 2021

ରାଜ୍ୟରେ ଦୈନିକ ସଂକ୍ରମଣ କମୁଛି, ଆପଣଙ୍କ ଜିଲ୍ଲାରୁ କେତେ ଜାଣନ୍ତୁ

ଭୁବନେଶ୍ୱର : ରାଜ୍ୟରେ ଦୈନିକ ସଂକ୍ରମଣ ଦିନକୁ ଦିନ କମୁଛଇ । ଗତ ୨୪ ଘଣ୍ଟା ମଧ୍ୟରେ ୩୫୩୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୬୩୦୬୧ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୦୧୬ଜଣ
Read More...

ଟ୍ରଲରକୁ ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ

ଚୌଦ୍ୱାର : କଟକ ମଙ୍ଗୁଳି ନିକଟସ୍ଥ ୧୬ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ଜୀବନ ଯାଇଥିବା ବେଳେ ଅନ୍ୟଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ସେଠାରୁ ତାଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର  କରାଯାଇଛି ।  ଟାଙ୍ଗୀ ପୋଲିସ
Read More...

ମଦ ବେପାରିକୁ ଘେରିଲେ ମହିଳା ସଂଘ, ଥାନାରେ ଦେଲେ ଜିମା

ହରଭଙ୍ଗା୧୫/୬ - ବୌଦ୍ଧଜିଲ୍ଲା ବୌଦ୍ଧ ଥାନା ଅନ୍ତର୍ଗତ କୁଡାପଡା ଗ୍ରାମରେ ମହିଳାସଂଘର ସଦସ୍ୟା ମାନେ ମଦବେପାରିକୁ ଘେରି ହଟହଟା କରିବାସହ, ପୋଲିସ୍‌ ପାଖରେ ଜିମାଦେଇଥିବା ଜଣାପଡିଛି । ସୁଚନାମତେ ରାମଗଡ ପଂଚାୟତର କୁଡାପଡା ଗ୍ରାମର ଜନୈକ ମଦବେପାରୀ ବାହାରୁ ମଦ ଆଣି ନିଜ ଘରେ ରଖି ସବୁବେଳେ
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ୧୮-୪୪ ବର୍ଷୀୟ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆସନ୍ତା ୧୭ ରୁ

ସୁବର୍ଣ୍ଣପୁର,୧୫/୬- ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ୧୭/୬/୨୧ତାରିଖ ଠାରୁ ୧୯/୬/୨୧ତାରିଖ ପର୍ଯ୍ୟନ୍ତ ସୋନପୁର ମ୍ୟୁନିସିପାଲିଟିର ୩ ଗୋଟି ସ୍ଥାନରେ ବ୍ୟବସ୍ଥିତ ୫ଟି ଟିକାକରଣ କେନ୍ଦ୍ର ଯଥା -ସଂସ୍କୃତି ଭବନ, (୨ଟି କେନ୍ଦ୍ର ),ସୋନପୁର ମହାବିଦ୍ୟାଳୟ,
Read More...

ଗଜପତିରେ ପୁଣି ୫୮ଜଣ କରୋନା ପଜିଟିଭ

ଗଜପତି,୧୫/୬- ଗଜପତି ଜିଲ୍ଲାରେ ଆଜି ପୁଣି ୫୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡିରୁ ୨୪ ଜଣ,ଗୋଶାଣି ବ୍ଳକରୁ ୧୩ ଜଣ,ଗୁମ୍ମା ବ୍ଳକରୁ ୩ ଜଣ,କାଶୀ ନଗର ବ୍ଳକରୁ ୯ ଜଣ,ମୋହନା ବ୍ଳକରୁ ୪ ଜଣ,ନୂଆଗଡ଼
Read More...

ହରିଶଙ୍କର ପୀଠ ସ୍ଥିତ ମାଁ ବିନ୍ଧ୍ୟ ବାସିନୀ ମନ୍ଦିର ଶିବ ବିବାହ ମହୋତ୍ସବ ନିରାଡମ୍ବର ଭାବରେ ପାଳିତ

ପାଟଣାଗଡ଼,୧୫/୬: ବଲାଙ୍ଗିର ଜିଲ୍ଲା ତଥା ପଶ୍ଚିମ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ପୀଠ ସ୍ଥିତ ମାଁ ବିନ୍ଧ୍ୟ ବାସିନୀ ମନ୍ଦିରରେ ଆଜି ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥି ଓ ମିଥୁନ ସଂକ୍ରାନ୍ତିରେ ଶିବ ବିବାହ ମହୋତ୍ସବ ନିରାଡମ୍ବର ଭାବରେ ଅନୁଷ୍ଠିତ ହୋଇଯାଇଛି । ହରିଶଙ୍କର
Read More...

ଏସ୍‌ଇସିସି ତାଲିକାରେ ନା’ ନଥିବାରୁ ଅସହାୟ ପରିବାରଙ୍କୁ ମିଳୁନି ଆବାସ ଘର : ପଲିଥିନ ତଳେ ବିତୁଛି ଜୀବନ

ଜହ୍ନାପଙ୍କ : ରାଜ୍ୟ ଓ କେନ୍ଦ୍ର ସରକାର ଅସହାୟ, ଗରିବ ଓ କଚ୍ଚା ଘରକୁ ୨୦୨୨ ସୁଦ୍ଧା ପକ୍କାଘର କରିବାକୁ ଯୋଜନା କରିଛନ୍ତି । ଏଥିପାଇଁ ୨୦୧୧ ମସିହାରେ ଏସ୍‌ଇସିସି ସର୍ଭେ ମଧ୍ୟ କରିସାରିଛନ୍ତି । ଯୋଗ୍ୟ ହିତାଧିକାରୀ ଯେପରି ବାଦ ନପଡେ ସେଥିପାଇଁ ବ୍ଳକସ୍ତରରୁ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ
Read More...