Monthly Archives

June 2021

ଏବେଵି ରଜର ମଜ୍ଜା ନିଆରା, ପୁରପଲ୍ଲୀ ଉଲ୍ଲସିତ

ଭୁବନେଶ୍ୱର : ମହାମାରୀ କରୋନା ଆଜି ଆମର ମାନସିକସ୍ତରକୁ ଦୁର୍ବଳ କରିଦେଇଛି । ଆମେ ସରକାରଙ୍କ କୋଭିଡ ନିୟମକୁ ମାନି ଚଳୁଛୁ । ଏହା ପରେ ବି ଆମେ ପରମ୍ପରାକୁ ଛାଡି ପରିବା ନାହିଁ । ଯାହା ଆଜି ଓଡିଶାର ଗଣ ପର୍ବ ରଜରେ ପୂର୍ବପଲ୍ଲୀରେ ଦେଖାଯାଇଛି । କୁମାରୀ ଝିଅ ମାନେ ରଜ ଦୋଳିର ମଜା
Read More...

ପଶ୍ଚିମଓଡ଼ିଶାରେ ସଂକ୍ରମଣ ହ୍ରାସ ଯୋଗୁଁ କରୋନା କଟକଣାରେ କୋହଳ ଆଶା

ସମ୍ବଲପୁର : ବିଗତ କିଛି ସପ୍ତାହ ହେଲା ପଶ୍ଚିମଓଡ଼ିଶା ଓ ବିଶେଷ କରି ଅବିଭକ୍ତ ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଚାରୋଟି ଯାକ ଜିଲ୍ଲାରେ କରୋନା ସ୍ଥିତି ଯଥେଷ୍ଟ ସୁଧିରିଛି । ଏହି ପରିପ୍ରେକ୍ଷୀରେ ଆଗାମୀ ଦିନରେ ଏହି ଅଞ୍ଚଳରେ କରୋନା କଟକଣାରେ ଯଥେଷ୍ଟ କୋହଳ କରାଯିବା ଆଶା କରାଯାଉଛି । ରାଜ୍ୟ
Read More...

ଦୁଇ ଦୁଇଟି ନଳକୂପ ଅଚଳ, ପାଣି ପାଇଁ ଗ୍ରାମବାସୀ ଡହଳବିକଳ

ବୌଦ୍ଧ,୧୪/୬ - ବୌଦ୍ଧବ୍ଲକ ଗୋଛାପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବରାହପଥର ଗ୍ରାମରେ ଦୁଇ ଦୁଇଟି ନଳକୂପ ଅଚଳ ହୋଇଯାଇଥିବା ଯୋଗୁଁ ଗ୍ରାମବାସୀ ପାଣି ପାଇଁ ଡହଳବିକଳ ହେଉଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଗ୍ରାମରେ ଥିବା ଉଭୟ ନଳକୂପ ଗ୍ରୀଷ୍ମପ୍ରବାହ ଆରମ୍ଭ ହେବା ସମୟରୁ
Read More...

ଏହି ରେକର୍ଡରେ ଅଷ୍ଟ୍ରେଲିଆ ସମକକ୍ଷ ହେବ ଭାରତ

ନୂଆଦିଲ୍ଲୀ : ଜୁନ୍‌ ୧୮ ରୁ ସାଉଥମ୍ପଟନରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ର ଫାଇନାଲ୍‌ ଖେଳିବ ଭାରତ । ଏହି ମ୍ୟାଚ୍‌ ସହିତ ଟିମ୍‌ ଇଣ୍ଡିଆ ଆଇସିସି ଟୁର୍ନାମେଣ୍ଟରେ ସର୍ବାଧିକ ୧୦ ଫାଇନାଲ ଖେଳିବା କ୍ଷେତ୍ରରେ ଅଷ୍ର୍ଟ୍ରେଲିଆ ସହିତ ସମକକ୍ଷ ହେବ ।
Read More...

ସିଆରସିସିଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର: ଇକମୋ ଚିକିତ୍ସା ପାଇଁ ପରିବାରର ସାହାଯ୍ୟ ଭିକ୍ଷା

କଣ୍ଟାମାଳ,୧୪/୬- ବୌଦ୍ଧଜିଲ୍ଲା କଣ୍ଟମାଳବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧିନସ୍ଥ ନାରାୟପ୍ରସାଦ କ୍ଲଷ୍ଟରରେ କାର୍ଯ୍ୟ କରୁଥିବା ସିଆରସିସି ଉମେଶ କହଁର କରେନାରେ ଆକ୍ରାନ୍ତ ହୋଇ ଗତ ୬ ତାରିଖରୁ ଭୁବନେଶ୍ୱରସ୍ଥିତ ଏକ ବେସରକାରୀ ଡାକ୍ତରଖାନାରେ ମୃତ୍ୟୁ ସହିତ ସଂଗ୍ରାମ କରୁଥିବାବେଳେ
Read More...

ଭିମସାର ଓ ଜିଲ୍ଲା ସଦର ହସ୍ପିଟାଲରେ ଏକମୋ ମେସିନ ପାଇଁ ଦାବି

ସମ୍ବଲପୁର :ବର୍ତ୍ତମାନ ସମଗ୍ର ରାଜ୍ୟରେ କରୋନା ସଂକ୍ରମଣର ଜଟିଳ ମାମଲାରେ ଉତ୍କୃଷ୍ଟ ଓ ଆଧୁନିକ ଚିକିତ୍ସାସେବା ଯୋଗାଇ ଦେବା ଉପରେ ଗୁରୁତ୍ୱ ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବୁର୍ଲା ସ୍ଥିତ ଭିମସାର ସହିତ ଜିଲ୍ଲା ସଦର ହସପିଟାଲରେ ଏକମୋ ମେସିନ ସ୍ଥାପିତ କରିବା ପାଇଁ ଦାବି ଜୋର
Read More...

ସଟ୍‌ ଡାଉନରେ ଅମାତଙ୍କ କୋଭିଡ୍‌ କାର୍ଯ୍ୟକ୍ରମ: ବିବାଦରେ ଛନ୍ଦିବାକୁ ଷଡଯନ୍ତ୍ର ନୁହେଁ ତ !

ବୌଦ୍ଧ,୧୪/୬ - ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଶନିବାର ଦିନ ସଟ୍‌ ଡାଉନ ଥିବା ସତ୍ୱେ ବୌଦ୍ଧ ଟାଉନହଲ ଠାରେ ଏକା ସମୟରେ ସରକାରୀ ଓ ଦଳୀୟ କୋଭିଡ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହାକୁ ନେଇ ବିବାଦ ସୃଷ୍ଟିହେବା ସହ ବିରୋଧୀ ବିଜେପିଦଳ ତରଫରୁ ବିଧାୟକ ପ୍ରାର୍ଥୀ ସୁଶାନ୍ତ କୁମାର
Read More...

ଓଡିଶାବାସୀଙ୍କୁ ରଜ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଓଡିଶାର ଗଣପର୍ବ ରଜ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟର ମାଧ୍ୟମରେ ଓଡିଶାବାସୀଙ୍କ ଶୁଭ କାମନା ଜଣାଇଛନ୍ତି । ଏଥି ସହିତ ସେ ଓଡ଼ିଆ ଭାଇଭଉଣୀଙ୍କ ନିରାମୟ ସ୍ୱାସ୍ଥ୍ୟ ଓ଼ ସମୃଦ୍ଧି କାମନା କରିଛନ୍ତି ।
Read More...