Monthly Archives

July 2021

ବୀମା ରାଶି ପାଇଁ ରାଜରାସ୍ତାରେ ପୁଣି ଗର୍ଜିଲେ କଣ୍ଟାମାଳ ଚାଷୀ: ସମିତିରେ ତାଲା ଝୁଲାଇବା ଯୋଗୁଁ ଚାଷୀ ପଞ୍ଜିକରଣ ଓ…

କଣ୍ଟାମାଳ,୨୨/୭ - କଣ୍ଟାମାଳ ସେବା ସମବାୟ ଅଧିୀନରେ ଥିବା ଚାଷୀଙ୍କୁ ଏଯାବତ ବୀମା ରାଶି ମିଳିନଥିବା ଅଭିଯୋଗ କରି ଆଜି ପୂର୍ବାହ୍ନରେ ଶତାଧିକ ଚାଷୀ ୪୧ ନଂ ରାଜ୍ୟ ରାଜପଥର କଣ୍ଟାମାଳ ବସଷ୍ଟେଣ୍ଡ ଠାରେ ଚାଷୀ ରାସ୍ତା ଅବରୋଧ କରି ପ୍ରତିବାଦ କରିଥିଲେ । ପ୍ରକାଶ ଯେ ମରୁଡିର ଶିକାର ହୋଇଥିବା
Read More...

ଅହେୁତକ ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ଓ ଲୋଭୋଲ୍‌ଟେଜକୁ ପ୍ରତିବାଦ କରି ରାୟଗଡ ଜିଲ୍ଳା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ…

ରାୟଗଡ,୨୨/୭: ରାଜ୍ୟ ସରକାରଙ୍କ ପକ୍ଷରୁ ଅହେତୁକ ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ଓ ବିଦ୍ୟୁତ ବିଭାଗର ଲୋଭୋଲ୍‌ଟେଜ ସମସ୍ୟାକୁ ପ୍ରତିବାଦ ସ୍ୱରୂପ ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକଲୋଚନକୁ ଆଣିବାପାଇଁ ରାୟଗଡ ଜିଲ୍ଳା ବିଜେପି ଯୁବ ମୋର୍ଚ୍ଚା ତରଫରୁ ଏକ ଜନ ଜାଗ୍ରତ କ୍ୟାଣ୍ଡେଲ ରାଲି କରାଯାଇଥିଲା
Read More...

ଆଉ ଏକ ହାତ ଲେଖା ଚିଠି ମିଳିଲା, ହେ ଭଗବାନ…ଡିଭୋର୍ସ କରାଇ ଦିଅ

ଭୁବନେଶ୍ୱର:ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତୁ୍ୟ ଏବେ ରହସ୍ୟଘେରରେ ରହିଛି । ମୃତୁ୍ୟ ପଛର ପ୍ରକୃତ କାରଣ ଖୋଜିବାକୁ ପୁଲିସ ତଦନ୍ତକୁ ଜୋରଦାର କରିଛି । ତେବେ ଏହା ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ସୌମ୍ୟଙ୍କ ମୃତୁ୍ୟ ମାମଲାରେ ଆଉ ଏକ ହାତ
Read More...

ରାୟଗଡ ଜିଲ୍ଳା ଅବକାରୀ ପୋଲିସକୁ ସଫଳତା: ୨୫୮ କେଜି ଗଞ୍ଜେଇ ଜବତ ସହ ଜଣେ ଅଭିଯୁକ୍ତ ଗିରଫ

ରାୟଗଡ,୨୨/୭: କୋରାପୁଟ ଜିଲ୍ଳାରୁ ଖୋର୍ଦ୍ଧା ଜିଲ୍ଳାକୁ ବେଆଇନ ଭାବେ ଚୋରା ଚାଲାଣ ହେଉଥିବା ୧୩ ଲକ୍ଷ ଟଙ୍କାର ୨କ୍ୱିଂଟାଲ ୫୮ କେଜି ୪୫୦ଗ୍ରାମର ଗଂଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି ରାୟଗଡ ଜିଲ୍ଳା ସଦର ଅବକାରୀ ଥାନା ପୋଲିସ । ଗିରଫ ଅଭିଯୁକ୍ତ ସୁରେଶ ସାହୁ ବୋଲି
Read More...

ପଶ୍ଚିମାଞ୍ଚଳରେ ହୋଟେଲ ବ୍ୟବସାୟକୁ ନବଜୀବନ ଦେବା ପାଇଁ ଦାବି

ସମ୍ବଲପୁର, ୨୨/୭- ଆଗାମୀ ଅଗଷ୍ଟ ମାସ ଆରମ୍ଭରୁ ପ୍ରଚଳିତ କୋଭିଡ କଟକଣା ପାଇଁ ସମ୍ଭାବ୍ୟ କୋହଳ ପରିପ୍ରେକ୍ଷୀରେ ମୃତ ପ୍ରାୟ ହୋଟେଲ ଉଦ୍ୟୋଗ ପାଇଁ ପଶ୍ଚିମ ଓଡ଼ିଶା ହୋଟେଲ ଓ ରେଷ୍ଟୁରାଣ୍ଟ ସଂଘ ପକ୍ଷରୁ କିଛି ସ୍ୱତନ୍ତ୍ର ପ୍ୟାକେଜ ଦାବି କରାଯାଇଛି । ସ୍ଥାନୀୟ ହୋଟେଲ୍‌ ଗ୍ରାଣ୍ଡ ଶିବା ଠାରେ
Read More...

ଗଞ୍ଜାମ ପାଇଁ ନୂତନ ଉପଲବ୍ଧି ଆଣିଲା କ୍ଷୁଦ୍ର ଚଳଚ୍ଚିତ୍ର ‘ଦେବଦୂତ’

ବ୍ରହ୍ମପୁର: ଈଶା ଭିଜନ ବ୍ୟାନେରରେ ପ୍ରସ୍ତୁତ ପଞ୍ଚମ କ୍ଷୁଦ୍ର ଚଳଚ୍ଚ଼ିତ୍ର ଦେବଦୂତ ପୁଣି ଏକ ଅନ୍ତର୍ଜାତୀୟ ଚଳଚ୍ଚ଼ିତ୍ର ମହୋତ୍ସବରେ ସାଉଁଟିଲା ପ୍ରଶଂସା । ଦେବଦୂତ ମହାରାଷ୍ଟ୍ରର ଔରଙ୍ଗାବାଦ ସହରରେ ଅନୁଷ୍ଠିତ ରୋଷନି ଇଣ୍ଟରନ୍ୟାସନଲ ଫିଲ୍ମ ଫେଷ୍ଟିବଲରେ ପାଞ୍ଚୋଟି ବିଶେଷ ବିଭାଗରେ ଆଠରୁ
Read More...

ବୌଦ୍ଧଜିଲ୍ଲା: ଆଜି ୪ ସଂକ୍ରମିତ ଚିହ୍ନଟ, ସଂଖ୍ୟାହେଲା ୧୨୪୬୫

ବୌଦ୍ଧ,୨୨/୭: ଗତକାଲି ଜିଲ୍ଲାରେ ୭ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ୪ ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂଙ୍କ ସୂଚନା ଅନୁଯାୟୀ ବୌଦ୍ଧବ୍ଲକ ଆମ୍ବଝରୀ
Read More...

ଅଜଣା କାର୍‌ ଧକ୍କାରେ ବାଇକ୍‌ ଆରୋହୀ ଗୁରୁତର

କେଉଁଝର,୨୨/୭- କେଉଁଝର ଜିଲ୍ଲା ହରିଚନ୍ଦନପୁର ଥାନା ଆଳୁଘାଟି ନିକଟରେ ଅଜଣା କାର୍‌ ଧକ୍କାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ମିଳିଥିବା ଖବର ଅନୁଯାୟୀ ବୁଧବାର ସନ୍ଧ୍ୟା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଗୁରୁତର ଯୁବକ ଜଣଙ୍କ ଭୂବନ ଥାନା ବଡ଼କାଠିଆ ଗ୍ରାମର ଚୈତନ୍ୟ ମହାନ୍ତଙ୍କ
Read More...

ଅହେତୁକ ବିଦ୍ୟୁତ ଶୁକ୍ଲବୃଦ୍ଧି ବିରୁଦ୍ଧରେ କ୍ୟାଣ୍ଡେଲ ଶୋଭାଯାତ୍ରା

ସମ୍ବଲପୁର,୨୨/୭- ରାଜ୍ୟରେ ଅହେତୁକ ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି, ଅଘୋଷିତ ବିଦ୍ୟୁତ୍‌ କାଟ ତଥା କ୍ରମାଗତ ଭାବେ ବଢିରହୁଥିବା ଲୋ ଭୋଲଟେଜ ସମସ୍ୟାର ପ୍ରତିବାଦ ସ୍ୱରୂପର ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଭାରତୀୟ ଜନତା ଯୁବା ମୋର୍ଚ୍ଚା ତରଫରୁ ଗତକାଲି ରାତିରେ ଅନୁଷ୍ଠିତ ହୋଇଥିଲା । ସମ୍ବଲପୁରରେ
Read More...

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ: ରୋଗ ଶଯ୍ୟାରେ ବୁଟୁ

ଦଶପଲ୍ଲା: ଦଶପଲ୍ଲା ବିଜ୍ଞପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୧୨ନଂ ୱାର୍ଡ଼ କୃଷ୍ଣଚନ୍ଦ୍ରପୁର ପାଟଣା ଗ୍ରାମର ଚିତ୍ରସେନ ଦାସଙ୍କ ପୁଅ ବୁଟୁ ଦାସ (୩୦) । ହୃଦ ରୋଗରେ ପୀଡିତ ହୋଇ ୨ବର୍ଷ ଧରି ରୋଗ ଶଯ୍ୟାରେ ବୁଟୁ । ଅର୍ଥ ଅଭାବରୁ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଇ ପାରୁ ନାହିଁ ।
Read More...