Monthly Archives

July 2021

ହରଭଙ୍ଗା ଅଞ୍ଚଳରେ ପରିଚିତ ନର୍ସ ବେଲାରାଣୀଙ୍କ ପରଲୋକ

ହରଭଙ୍ଗା,୧୬/୭- ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ପୁରୁଣାକଟକ ସ୍ଥିତ ନିଜ ବାସଭବନରେ ରହୁଥିବା ବେଲାରାଣୀ ବୋଷଙ୍କ (୯୫) ବର୍ଷରେ ପରଲୋକ ହୋଇଥିବା ନେଇ ପରିବାର ପକ୍ଷରୁ କୁହାଯାଇଛି । ହରଭଙ୍ଗା ଅଞ୍ଚଳରେ ସେ ବେଲାରାଣୀ ନର୍ସ ଭାବେ ପରିଚିତ ଥିବାବେଳେ ସେ ୧୯୬୦ ମସିହାରେ ପ୍ରଥମେ ନର୍ସ ଭାବେ
Read More...

ଏକ୍ସନ ଏଡ୍‌ ଭୁବନେଶ୍ୱର ତରଫରୁ ୪ଟି ଅକ୍ସିଜେନ କନସେନଟ୍ରେଟର ବୌଦ୍ଧ ପ୍ରଶାସନକୁ ପ୍ରଦାନ

ବୌଦ୍ଧ,୧୬/୭- କୋଭିଡ-୧୯ର ଜରୁରୀକାଳୀନ ଉପକରଣ ହିସାବରେ ଚାରୋଟି ଅକ୍ସିଜେନ କନସେନଟ୍ରେଟର, ଏକ୍ସନ ଏଡ୍‌ ଭୁବନେଶ୍ୱର ତରଫରୁ ଜିଲ୍ଲା ପ୍ରଶାସନକୁ ଆଜି ହସ୍ତାନ୍ତର କରାଯାଇଛି । ଏହି ଅବସରରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଉପସ୍ଥିତ ରହି ଏକ୍ସନ ଏଡ୍‌ର ପ୍ରୋଗ୍ରାମ ମେନେଜର ଘାସିରାମ ପଣ୍ଡାଙ୍କ
Read More...

ପ୍ରଥମ ପର୍ଯ୍ୟାୟରେ ଆଶୀର୍ବାଦ ଯୋଜନାରେ ୧୩୧୩ଜଣଙ୍କୁ ସହାୟତା ପ୍ରଦାନ

ବଲାଙ୍ଗୀର,୧୬/୭- ପ୍ରଥମ ପର୍ଯ୍ୟାୟରେ ବଲାଙ୍ଗୀର ଜିଲ୍ଲାର ୧୩୧୩ଜଣ ଶିଶୁଙ୍କୁ ଆଶୀର୍ବାଦ ଯୋଜନାରେ ଆର୍ଥିକ ସହାୟତା ଦିଆଯାଇଛି । ଜିଲ୍ଲା ପ୍ରଶାସନ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ଓ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ୧୩୧୩ଜଣଙ୍କୁ ୧୯ଲକ୍ଷ ୮୨ହଜାର ଟଙ୍କା
Read More...

ଖରଭୁଇଁ ପଥର କ୍ୱାରୀ ଉଚ୍ଛେଦ ପ୍ରସଙ୍ଗ, ଗ୍ରାମବାସୀଙ୍କ ସହ ଆଲୋଚନାକଲା ପ୍ରଶାସନ

ହରଭଙ୍ଗା,୧୬/୭- ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଖରଭୁଇଁ ଠାରେ ଥିବା ସମସ୍ତ କ୍ରସରକୁ ବନ୍ଦ କରିବା ନେଇ ପୂର୍ବରୁ ମହିଳା ମହାସଂଘ ପକ୍ଷରୁ ଦାବି, ଆନ୍ଦୋଳନ ହୋଇଆସୁଥିବାବେଳେ ଆଜି ଖରଭୂଇଁ ଠାରେ ଗ୍ରାମ୍ୟକମିଟିଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ଏନ.ସି ଜ୍ୟୋତିରଞ୍ଜନ ନାୟକ, ଉପଜିଲ୍ଲାପାଳ ଅଶ୍ୱିନୀ
Read More...

ବିଜେପି ଓ କଂଗ୍ରେସ ଦଳ ଛାଡ଼ି ୧୬୪ଜଣ ବିଜେଡିରେ ଯୋଗଦେଲେ

ପାଟଣାଗଡ,୧୬/୭- ବଲାଙ୍ଗିର ପାଟଣାଗଡ ନିର୍ବାଚନ ମଣ୍ଡଳୀରେ ମରୁଆଠାରେ ଆଜି ବିଜେପି ଓ କଂଗ୍ରେସ ଦଳ ଛାଡ଼ି ୧୬୪ ଜଣ ବିଜେଡିରେ ଯୋଗଦାନ କରିଛନ୍ତି । ବିଜେଡିର ନିର୍ମଳ ସ୍ୱଚ୍ଛ ଶାସନରେ ଅନୁପ୍ରାଣିତ ହୋଇ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କ ଠାରେ ଯୁବ ନେତା ଆର୍ତ୍ତ ସାହୁଙ୍କ
Read More...

ବୌଦ୍ଧ: ଲାଞ୍ଚନେଇ ଭିଜିଲାନସ ହାତରେ ଧରାପଡିଲେ ଦହ୍ୟା ଆରଆଇ

ବୌଦ୍ଧ,୧୬/୭- ବୌଦ୍ଧଜିଲ୍ଲା ସଦର ତହସିଲ ଅନ୍ତର୍ଗତ ଦହ୍ୟା ଆରଆଇ ସର୍କିଲର ଆରଆଇ ଗଜେନ୍ଦ୍ର ଦିଗାଲ ଆଜି ଲାଞ୍ଚନେଇ ଭିଜିଲାନସ ହାତରେ ଧରାପଡିଛନ୍ତି । ଘରଡିହ ମାପ ପାଇଁ ୧୫ହଜାର ଟଙ୍କା ଲାଞ୍ଚ ମାଗି ଭିଜିଲାନସ ହାତରେ ଶ୍ରୀ ଦିଗାଲ ଧରାପଡିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ
Read More...

ରାଜନପାଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁନୀଲ ପରିଡାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବୌଦ୍ଧ,୧୬/୭- ବୌଦ୍ଧ ଏନ ଏ ସି ଅଞ୍ଚଳର ରାଜନପାଲି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁନୀଲ ପରିଡା ଅବସର ନେଇଥିବାରୁ ତାଙ୍କ ଉଦ୍ଦେଶ୍ୟରେ ଅବସରକାଳୀନ ସଭା ବିଦ୍ୟାଳୟ ପରିଚାଳନା କମିଟିଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା । ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବଚରଣ ଘିବେଲା ଉପସ୍ଥିତ ରହି ସଭା
Read More...

ସରକାରୀ ତଥ୍ୟ : ପଶ୍ଚିମାଞ୍ଚଳର ୧୦ ଜିଲ୍ଲାରେ ମୋଟ ୧୪୫୦ ଜଣଙ୍କ କରୋନାରେ ମୃତ୍ୟୁ

ସମ୍ବଲପୁର, (ଶିବ ପ୍ରସାଦ ମେହେର)- କରୋନା ସଂକ୍ରମଣରେ ଲଗାମ ଲାଗି ପାରୁନାହିଁ ତ ଏଥିରେ ମୃତ ରୋଗୀଙ୍କ ସଂଖ୍ୟା ଆରମ୍ଭରୁ ହିଁ ବିବାଦରେ ରହିଆସୁଛି । ସେ ଯାହାହେଉ ବିଳମ୍ବରେ ହେଲେ ମଧ୍ୟ ଇତିମଧ୍ୟରେ ସରକାରୀ ତଥ୍ୟରୁ ଜଣାପଡିଛି ଯେ ପଶ୍ଚିମ ଓଡ଼ିଶାର ମୋଟ ୧୦ଟି ଜିଲ୍ଲାରେ କରୋନା ସଂକ୍ରମଣରୁ
Read More...