Sign in
Sign in
Recover your password.
A password will be e-mailed to you.
Monthly Archives
August 2021
ବେଦାନ୍ତ ପକ୍ଷରୁ ପୁନରୁଦ୍ଧାର କରାଯାଇଥିବା ପୋଖରୀ ଓ ବୋରୱେଲ ଗୁଡିକ ଝାରସୁଗୁଡାର ଅଧିବାସୀମାନଙ୍କ ପାଇଁ ଉତ୍ସର୍ଗିକୃତ
ଝାରସୁଗୁଡା,୨୬/୮: ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଓ ମୂଲ୍ୟଯୁକ୍ତ ଉତ୍ପାଦ ନିର୍ମାତା ବେଦାନ୍ତ ଆଲୁମିନିୟମ ଝାରସୁଗୁଡାର କତିକେଲା, ଦଲକି, ପରମାଣପୁର ଓ ବଡମାଲ ଗ୍ରାମ ପଂଚାୟତରେ ୧୬ଟି ଗୋଷ୍ଠୀ ପୋଖରୀ ଓ ୧୪ ଟି ବୋରୱେଲକୁ ପୁନରୁଦ୍ଧାର କରିଛି । ଏହା ଦ୍ୱାରା ବର୍ଷା ଋତୁ ପରେ!-->…
Read More...
Read More...
ବୌଦ୍ଧ ବ୍ଲକ ସ୍ତରୀୟ ଅଗଷ୍ଟ ମାସର ଦ୍ୱିତୀୟ ଶିକ୍ଷା ସମୀକ୍ଷା ବୈଠକ
ବୌଦ୍ଧ,୨୬/୮- ବୌଦ୍ଧ ବ୍ଲକସ୍ତରୀୟ ଦ୍ୱିତୀୟ ଶିକ୍ଷା ସମୀକ୍ଷା ବୈଠକ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ମୁଖ୍ୟଅତିଥି ନୂତନ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଉଦୟନାଥ!-->…
Read More...
Read More...
ସାମ୍ବାଦିକଙ୍କୁ ସାହାରପଡ଼ା ତହସିଲ ଅଧୀନ ଆରଆଇଙ୍କ ଦ୍ୱାରା ଧମକ
କେନ୍ଦୁଝର,୨୬/୮- ସାମ୍ବାଦିକ ମାନେ ଆଜିର ସମୟରେ ବିଭିନ୍ନ ପ୍ରକାର ଧମକର ସମ୍ମୁଖୀନ ହେଉଥିଲେ ମଧ୍ୟ ସେମାନେ ନ୍ୟାୟର ଗୁହାରି କଲେମଧ୍ୟ କେହି ଶୁଣୁ ନଥିବାର ଜଣାଯାଏ । ସଦ୍ୟ ଏକ ଘଟଣାରୁ ଜଣାଯାଏ ସାହାରପଡା ବ୍ଲକର ସିଲିପଦା ଗାଁର ଦାମୋଦର ଗିରି ଜଣେ ବ୍ଲକ ସାମ୍ବାଦିକ ହିସାବରେ କାର୍ଯ୍ୟ!-->…
Read More...
Read More...
ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକ
ପୁରୀ,୨୬/୮- ନବଗଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକ ଆଜି ସରିଯାଇଛି । ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଆସନ୍ତାବର୍ଷ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି । ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ଏଏସ ଆଇ ଓ!-->…
Read More...
Read More...
ଦଶଚକିଆ ଭାରିଯାନ ଧକ୍କାରେ ବାଇକ ଚାଳକର ମୃତ୍ୟୁ
କେନ୍ଦୁଝର,୨୬/୮- ଗତକାଲି ବାଂଶପାଳ ବ୍ଲକ କାଞ୍ଜିପାଣି ଥାନା ଅନ୍ତର୍ଗତ କତରାପାଲି ନିକଟ ୪୯ନଂ ରାଜପଥ ନିକଟରେ ଦଶଚକିଆ ଟ୍ରକ ସହ ମଟର ସାଇକେଲ ଧକ୍କାହୋଇ ବାଇକ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ବାଇକ ଚାଳକ ଜଣକ ହେଉଛନ୍ତି ସ୍ଥାନୀୟ କତରାପାଲି ଅଞ୍ଚଳର ରବି ପ୍ରଧାନ ନାମକ ଜଣେ!-->…
Read More...
Read More...
ବୌଦ୍ଧଜିଲ୍ଲା ପୁରୁଣାକଟକ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ
ବୌଦ୍ଧ/ହରଭଙ୍ଗା,୨୬/୮- ବୌଦ୍ଧଜିଲ୍ଲା ପୁରୁଣା କଟକ ମଣ୍ଡଳର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ମଣ୍ଡଳ ସଭାପତି ବାମନ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତି ଯୋଗଦେଇ ଦଳର ନୀତି ଆଦର୍ଶ ଓ ଆଗାମୀ ଦିନରେ ଦଳୀୟ କାର୍ଯ୍ୟକ୍ରମ!-->…
Read More...
Read More...
ଗଜପତି ଜିଲ୍ଲାରେ ଚାଲିଛି ସାରର କଳା ବଜାରୀ , କୃଷି ବିଭାଗ ସାଜିଛି ନିଦା ବିଷ୍ଣୁ
ଗଜପତି,୨୬/୮- ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ପାହାଡ଼ ପର୍ବତ ଘେରା ଅଞ୍ଚଳ । ଏଠାକାର ମୁଖ୍ୟ ଜୀବନ ଜୀବିକା ହେଉଛି କୃଷି । ଜିଲ୍ଲାରେ ୭୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରି ଚଳୁଛନ୍ତି ।ଜିଲ୍ଲାରେ ୭ଟି ବ୍ଳକ ମଧ୍ୟରୁ କାଶୀନଗର ଏବଂ ଗୋଶାଣି ବ୍ଳକରେ ଅଧିକ ଧାନ ଚାଷ ହୋଇଥାଏ ।!-->…
Read More...
Read More...
ମାନେଶ୍ୱର ଗ୍ରାମକୁ ସଂପୂର୍ଣ୍ଣ ମରୁଡି ଘୋଷଣା କରିବାକୁ ଗ୍ରାମବାସୀଙ୍କ ଦାବି
ବୌଦ୍ଧ,୨୬/୮- ବୌଦ୍ଧବ୍ଲକ ତାଳସରଡା ପଞ୍ଚାୟତ ମାନେଶ୍ୱର ଗ୍ରାମର ୪୦୦ ଏକର ଚାଷଜମିରୁ ଅଧା ଜମିରେ ଚାଷ ହୋଇଥିବାବେଳେ ବର୍ଷା ଅଭାବରୁ ଜମିସବୁ ଫାଟି ଆଁ କରି ରହିଛି । ଆଉ ଅଧା ଏକର ଜମିରେ ଚାଷ ଆଦୌ ହୋଇପାରିନାହିଁ । ମାନେଶ୍ୱରକୁ କେନାଲପାଣି ଟୋପାଏ ମିଳିପାରିନଥିବା ସେମାନେ ଅଭିଯୋଗକରି ଆଜି!-->…
Read More...
Read More...