Monthly Archives

August 2021

ନନ୍ଦନକାନରେ ନୂଆ ଅତିଥି

ଭୁବନେଶ୍ୱର : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଛି ନୂଆ ଅତିଥି। ଖୁଆଡ ନଂ ୬୩ରେ ରହୁଥିବା ଜଳହସ୍ତୀ ଶନିବାର ଏକ ଶାବକକୁ ଜନ୍ମ ଦେଇଛି। ଏବେ ନନ୍ଦନକାନନରେ ଜଳହସ୍ତୀଙ୍କ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୪ ପୁରୁଷ ଜଳହସ୍ତୀ,୬ଟି ମାଈ ଏବଂ
Read More...

ଦାରିଙ୍ଗବାଡିର ନୂତନ ତହସିଲଦାର ଭାବେ ଦାୟିତ୍ୱ ଗ୍ରହଣ କଲେ ଚାର୍ଲେସ ନାୟକ

ଦାରିଙ୍ଗବାଡି:କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିର ନୂତନ ତହସିଲଦାର ଭାବେ ଚାର୍ଲେସ ନାୟକ କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି । ଏଠାରେ କାର୍ଯ୍ୟରତ ତହସିଲଦାର କଳାକୃଷ୍ଣ ପ୍ରଧାନଙ୍କ ଦାରିଙ୍ଗବାଡି ବିଡିଓ ଭାବେ ବଦଳି ହେବା ପରେ ଦାରିଙ୍ଗବାଡ଼ି ତହସିଲଦାର ଭାବରେ ଅତିରିକ୍ତ ତହସିଲଦାର ନରେନ୍ଦ୍ର
Read More...

ମଣିପୁରର ନୂତନ ରାଜ୍ୟପାଳ ହେବେ ଏଲ ଗଣେଶ, ରାଷ୍ଟ୍ରପତି ଦେଲେ ନିଯୁକ୍ତି

ନୂଆଦିଲ୍ଲୀ : ଭାରତୀୟ ଜନତା ଦଳର ନେତା ଏଲ ଗଣେଶ ମଣିପୁରର ନୂତନ ରାଜ୍ୟପାଳ ହେବେ । ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ରବିବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ଏଲ ଗଣେସନଙ୍କୁ ମଣିପୁରର ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି । ରାଷ୍ଟ୍ରପତିଙ୍କ ପ୍ରେସ ସଚିବ ଅଜୟ କୁମାର ସିଂ ଏ
Read More...

ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦ ପକ୍ଷରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୫୯ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ପରିଷଦର ସହଯୋଗରେ ଆୟୋଜିତ ହୋଇଥିବା ଏହି ସାରସ୍ୱତ ସମାରୋହରେ ଜିଲ୍ଲା
Read More...

ଆସନ୍ତାକାଲିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଜଗାଦ୍ୱାର

ପୁରୀ : ଆସନ୍ତାକାଲିଠାରୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲିବ । ଏଥିପାଇଁ ଆଜି ଶ୍ରୀମନ୍ଦିର ପୁନଃ ସାନିଟାଇଜ କରାଯାଇଛି । ରବିବାର ସପ୍ତାହାନ୍ତ ସଟଡାଉନ ଅବସରରେ ସାନିଟାଇଜ କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଭିତର ଓ ବାହାର ପରିସରକୁ ବିଶୋଧନ
Read More...

ଦର୍ପଣ ତହସିଲଦାରଙ୍କ ଚଢାଉ, ୮ଗାଡ଼ି ଜବତ

ଚଣ୍ଡିଖୋଲ : ଦର୍ପଣ ତହସିଲ ଅଞ୍ଚଳରେ ପୁଣି ସକ୍ରିୟ ମାଫିଆ । ବେଆଇନ ଭାବେ ମାଙ୍କଡ଼ା ପଥର ଖନନ କରିବାର ଦୁଃସାହସ ଦେଖାଇବା ମହଙ୍ଗା ପଡ଼ିଲା । ମାଙ୍କଡ଼ା ପଥର ମାଫିଆଙ୍କ ଦ୍ୱାରା ବୈରୀ ମୌଜାରେ ବେଆଇନ ଖନନ ଓ ପରିବହନ ଚାଲୁଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଦର୍ପଣ ତହସିଲଦାର ପ୍ରଦୀପ
Read More...

ଶଙ୍କର ସାହୁଙ୍କ ସୃତି ରେ ଶ୍ରଦ୍ଧାଞ୍ଜଳି ସଭା

ସୁବର୍ଣ୍ଣପୁର: ସେଥିଲେ ଏକାଧାରାରେ ଜଣେ ମିଷ୍ଟଭାଷୀ , ଦରଦୀ କବିପ୍ରାଣ ,ତଥା ତୀକ୍ଷ୍‌ଣ ରାଜନୈତିକ ବିିଶ୍ଲେଷକ । ସେ ବିଜୁ ବାବୁଙ୍କ ଜଣେ ଦୃଢ଼ ସମର୍ଥକ ଭାବେ ବେଶ ଜଣାଶୁଣା ଥିଲେ । ଯଦିଓ ପାରମ୍ପରିକ ଶିକ୍ଷା ଗତ ଯୋଗ୍ୟତାରେ ସେ କୌଣସି ଡିଗ୍ରୀଧାରୀ ନଥିଲେ ତଥାପି ଶିକ୍ଷାପ୍ରତି ତାଙ୍କର
Read More...

ଜିଲ୍ଲା କଂଗ୍ରେସର ଆକ୍ରୋଶ ସଭା

ବଲାଙ୍ଗୀର : ଜିଲ୍ଲାପାଳ କାର୍ଯ୍ୟଳୟ ଆଗରେ ଜିଲ୍ଲା କଂଗ୍ରେସ ତରଫରୁ ଆକ୍ରୋଶ ସମାବେଶ ନାମରେ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି । ଜିଲ୍ଲା ସଭାପତି ଦିଲିପ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବକ୍ତାମାନେ ଜନ ଆଶୀର୍ବାଦ ଯାତ୍ରାକୁ ତୀବ୍ର ସମାଲୋଚନା କରିଥିଲେ । ଆଜି ବିଜେପିର
Read More...

ହ୍ରାସ ପାଉଛି କୋହଲିଙ୍କ ପ୍ରଦର୍ଶନ, ରୋହିତଙ୍କ ବ୍ୟାଟିଂ ଗ୍ରାଫ୍‌ ଉପରମୁୁହାଁ

ନୂଆଦିଲ୍ଲୀ : ଭାରତୀୟ ଅଧିନାୟକ ବିରାଟ କୋହଲି ଆଇସିସି ଟେଷ୍ଟ ମାନ୍ୟତାରେ ଏକ ନମ୍ବରରେ ଥିବାବେଳେ ସୀମିତ ଓଭର ଉପ-ଅଧିନାୟକ ରୋହିତ ଶର୍ମା ୪୪ତମ ସ୍ଥାନରେ ଥିଲେ । ସେ ଏହି ସମୟରେ୨୭ ଟି ମ୍ୟାଚ ଖେଳି ୧୫୮୫ ରନ୍‌ ସଂଗ୍ରହ କରିଥିଲେ । ତାଙ୍କର ଆଭରେଜ ୪୦ରୁ କମ୍‌ ଥିଲା । ସେ ସେହି ସମୟରେ
Read More...

ପ୍ରଜାପିତା ବ୍ରହ୍ମକୁମାରୀ ତରଫରୁ ରକ୍ଷାବନ୍ଧନ ପାଳିତ

ବୌଦ୍ଧ,୨୨/୮:- ଆଜି ସ୍ଥାନୀୟ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପରିସରରେ ପବିତ୍ର ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଅଳ୍ପସଂଖ୍ୟକ ଭାଇଭଉଣୀଙ୍କ ଗହଣରେ ପାଳିତ ହୋଇଛି । କେନ୍ଦ୍ର ସଞ୍ଚାଳିକା ବ୍ରହ୍ମାକୁମାରୀ ମାମିନା ଭଉଣୀ ଓ ରେଣୁ
Read More...