Monthly Archives

August 2021

ଆସନ୍ତାକାଲି ୟୁପି ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ହେବ ଅନ୍ତିମ ସତ୍କାର, ଆଜି ପ୍ରଧାନମନ୍ତ୍ରୀ ମୋଦି କରିବେ…

ଲକ୍ଷ୍ନୌ: ଆସନ୍ତାକାଲି (ସୋମବାର) ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ଶେଷ ରୀତିନୀତି ବୁଲନ୍ଦଶାହର ନରୋରା ଠାରେ ଗଙ୍ଗା କୂଳରେ ଅନୁଷ୍ଠିତ ହେବ । ଏହାପୂର୍ବରୁ ତାଙ୍କ ଶରୀରକୁ ତାଙ୍କ ବାସଭବନରେ ସାଧାରଣ ଲୋକମାନେ ତାଙ୍କର ଶେଷ ଦର୍ଶନ କରିଛନ୍ତି । ପ୍ରଧାନମନ୍ତ୍ରୀ
Read More...

କାବୁଲରୁ ଫେରିଲେ ୧୬୮ ଯାତ୍ରୀ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ ଦଖଲ ପରେ ଅବସ୍ଥା ବିଗିଡିବା ପରିପ୍ରେକ୍ଷୀରେ ଭାରତ ସରକାର ନାଗରିକଙ୍କ ନିରାପଦ ପ୍ରତ୍ୟାବର୍ତ୍ତନରେ ଜାରି ରଖିଛି । ଆଫଗାନିସ୍ତାନରେ ଫସି ରହିଥିବା ଭାରତୀୟମାନଙ୍କୁ ସ୍ୱତନ୍ତ୍ର ବିମାନ ମାଧ୍ୟମରେ ଦେଶକୁ ଅଣାଯାଉଛି । କାବୁଲରୁ ସ୍ଥାନାନ୍ତରିତ
Read More...

ରାଜ୍ୟରେ ଆଉ ନୂଆ ସଂକ୍ରମିତ ୮୫୩, ୬୯ମୃତ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୮୫୩ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ
Read More...

ରାକ୍ଷୀ ପୂର୍ଣ୍ଣିମାର ପୌରାଣିକ ବିଶେଷତ୍ୱ

ରକ୍ଷା ବନ୍ଧନ ହଉଛି ଏକ ସର୍ବଭାରତୀୟ ପବିତ୍ର ଉସôବ ବୋଲି ମନାଯାଏ । ଶ୍ରାବଣ ମାସର ପୂର୍ଣ୍ଣିମାକୁ ରକ୍ଷା ବନ୍ଧନ ବୋଲି କୁହାଯାଏ । ଏହିଦିନ ଭଉଣୀ ଭାଈ ହାତରେ ରାକ୍ଷୀ ବାନ୍ଧି ତା ପ୍ରତିବଦଳରେ ସୁରକ୍ଷା କାମନା କରିଥାଏ । ପୁରାଣର ପୃଷ୍ଠା ଉନ୍ମାଚନ କଲେ ଜଣାଯାଏ ଏହା ଭଗବାନ କୃଷ୍ଣ ଓ
Read More...

ରକ୍ଷାବନ୍ଧନ ନିମନ୍ତେ ଘୁ. ଉଦୟଗିରି ଚଳଚଞ୍ଚଳ, ରାକ୍ଷୀ ଓ ମିଠା କିଣିବାପାଇଁ ଗ୍ରାହକଙ୍କ ଭିଡ଼

ଘୁ.ଉଦୟଗିରି,୨୧/୮- ପବିତ୍ର ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା । ସାରା ଜୀବନ ସବୁ ବିପଦ ଆପଦ ବେଳେ ରକ୍ଷା କରିବାପାଇଁ ଭଉଣୀଟିଏ ତାର ଭାଇକୁ ରକ୍ଷାବନ୍ଧନ ବାନ୍ଧି ଥାଏ । ଏହି ରକ୍ଷା ବନ୍ଧନ ଭାଇ ଓ ଭଉଣୀର ଅତୁଟ ପ୍ରେମ ଓ ଅନାବିଳ ସ୍ନେହର ଏକ ପବିତ୍ର ବନ୍ଧନ । ଏହି ପର୍ବ ଶ୍ରାବଣ
Read More...

ହିଞ୍ଜିଳିରୁ ଆରମ୍ଭ ହେଲା ସ୍କୁଲ ରୂପାନ୍ତରଣ କାର୍ଯ୍ୟ,୫୦ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ

ଭୁବନେଶ୍ୱର,୨୧/୮- ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରୁ ଆରମ୍ଭହେଲା ରାଜ୍ୟ ସରକାରଙ୍କର ଉଚ୍ଚାକାଂକ୍ଷୀ ସ୍କୁଲ ରୂପାନ୍ତରଣ କାର୍ଯ୍ୟ । ୫-ଟି ଉପକ୍ରମରେ ହିଞ୍ଜିଳିର ୫୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ । ପ୍ରଥମ ପର୍ଯ୍ୟାୟରେ ୧୦ଟି ରୂପାନ୍ତରିତ ସ୍କୁଲକୁ ଆଜି
Read More...

ବୌଦ୍ଧ ନିର୍ବାଚନ ମଣ୍ଡଳୀ ଉନ୍ନୟନ କାର୍ଯ୍ୟର ସମୀକ୍ଷା ବୈଠକ

ବୌଦ୍ଧ,୨୧/୮- ବୌଦ୍ଧଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପରିସରସ୍ଥ ପଞ୍ଚାୟତ ଭବନଠାରେ ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀର ଉନ୍ନୟନ କାର୍ଯ୍ୟକୁ ନେଇ ଆଜି ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ପ୍ରଦିପ କୁମାର ଅମାତ ବୈଠକରେ ଅଧ୍ୟକ୍ଷତା କରିବା ସହିତ କୋଭିଡ ମହାମାରୀ ସମୟରେ
Read More...

ବୀରନରସିଂହପୁର ପଂଚାୟତରେ ଦୁର୍ନୀତି ଅଭିଯୋଗ ଆଣିଲେ ପଂଚାୟତବାସୀ

ହରଭଙ୍ଗା,୨୧/୮ - ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ବୀରନରସିଂହପୁର ଗ୍ରାମ ପଂଚାୟତର ଜନସାଧାରଣ ପଂଚାୟତରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି । ୭ ନମ୍ବର ୱାର୍ଡ ସଭ୍ୟ କେଦାର ମହାକୁଡ଼ଙ୍କ ନେତ୍ରୁତ୍ୱରେ ପଂଚାୟତର ଏକ ପ୍ରତିନିଧି ଦଳ ଉପ-ଜିଲାପାଳ ଓ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପଂଚାୟତ ପିଇଓଙ୍କ
Read More...

କଂଗ୍ରେସକୁ ପୁଣି ଝଟକ୍କା

ଗୌହାଟୀ: ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସକୁ ପୁଣିଥରେ ଝଟକା ଲାଗିଛି । ତ୍ରିପୁରା କଂଗ୍ରେସ ମୁଖ୍ୟ ପିଜୁଶ କାନ୍ତି ବିଶ୍ୱାସ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏଥିସହ ସେ ରାଜନୀତିରୁ ମଧ୍ୟ ଅବସର ଘୋଷଣା କରିଛନ୍ତି । ସେ ଶନିବାର ଦୁଇ ଧାଡିଆ ଟ୍ୱିଟ କରି ଏପରି ସୂଚନା ଦେଇଛନ୍ତି
Read More...

ଟ୍ରକ୍ ଧକ୍କାରେ ମୃତ ଯୁବକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବି

ରାୟଗଡ: ରାୟଗଡ ଜିଲ୍ଳା ଶେଷଖାଲ ଥାନା ଅନ୍ତର୍ଗତ ଅତଡା ଗ୍ରାମ ନିକଟ ମୁଖ୍ୟ ରାସ୍ତାରେ ଗତକାଲି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯୁବକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ପାଇଁ ସଂପର୍କୀୟମାନେ ଦାବି କରିଛନ୍ତି । ଆଜି ରାୟଗଡ-କେରଡା ମୁଖ୍ୟ ରାସ୍ତାର କାଂଚକାୱାଲସା ଛକଠାରେ
Read More...